Breaking News

ପୁରୀ ମନ୍ଦିର ରେ ରହିଛି ୮ ଟି ରହସ୍ୟ |ତେବେ ଆସନ୍ତୁ ଜାଣିବା କ’ଣ ସେ ରହସ୍ୟ

ପୁରୀ ମନ୍ଦିର ରେ ରହିଛି ୮ ଟି ରହସ୍ୟ |ତେବେ ଆସନ୍ତୁ ଜାଣିବା କ’ଣ ସେ ରହସ୍ୟ । ପୌରାଣିକ ମାନ୍ୟତା ଅନୁସାରେ ହିନ୍ଦୁ ଧର୍ମ ରେ ଚାରି ଧାମ କୁ ଗୋଟିଏ ଯୁଗ ର ପ୍ରତୀକ ବୋଲି ଧରା ଯାଏ |ସେହିପରି କଳି ଯୁଗ ର ପବିତ୍ର ଧାମ କୁହାଯାଉଥିବା ଶ୍ରୀ ଜଗନ୍ନାଥ ମନ୍ଦିର ର ବେସ ମାନ୍ୟତା ରହିଛି |କିନ୍ତୁ ଆପଣ ଜାଣିଛନ୍ତି କି ,ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ହେଉଛି ଅନେକ ରହସ୍ୟ ର ଗନ୍ତା ଘର |ଏହି ପୁରାତନ ମନ୍ଦିର ର ଚମତ୍କାରିତା ବିଷୟରେ ଆଜି ମଧ୍ୟ ଅନେକ ଲୋକ ଙ୍କୁ ଜଣା ନାହିଁ |କିନ୍ତୁ ଜଣାଯାଇଛି ଯେ ,ଶ୍ରୀ ମନ୍ଦିର ରେ ଆଠ ଟି ରହସ୍ୟ ଅଛି |

ତେବେ ଆସନ୍ତୁ ଜାଣିବା ଏହି ଆଠ ଟି ରହସ୍ୟ ବିଷୟରେ |ପ୍ରଥମ ରହସ୍ୟ ଟି ହେଉଛି ଜଗନ୍ନାଥ ମନ୍ଦିର ର ନେତ ସର୍ବଦା ବିପରୀତ ଦିଗ କୁ ଉଡିଥାଏ |ଅର୍ଥାତ ପବନ ଯଦି ପୂର୍ବ ଦିଗ କୁ ହଉଛି ତେବେ ନେତ ଟି ପଶ୍ଚିମ ଦିଗ କୁ ଉଡିବ |ଏହାର କାରଣ ଏଯାବତ ଜଣା ପଡି ନାହିଁ |

ଦ୍ଵିତୀୟ ରହସ୍ୟ ଟି ହେଉଛି ,ଜଗନ୍ନାଥ ଙ୍କର ମନ୍ଦିର ର ଛାୟା ମଧ୍ୟ କୌଣସି ରହସ୍ୟ ଠାରୁ କମ ନୁହେଁ |କାରଣ ଶ୍ରୀ ମନ୍ଦିର ର ଛାୟା କେବେ ମଧ୍ୟ ଦେଖା ଯାଏ ନାହିଁ |ଏହାର କାରଣ ମଧ୍ୟ ଏଯାବତ କେହି ଖୋଜିକି ପାଇ ନାହାଁନ୍ତି |

ତୃତୀୟ ରହସ୍ୟ ,ମନ୍ଦିର ଉପରେ ଲାଗିଥିବା ସୁଦର୍ଶନ ଚକ୍ର ର ରହିଛି ଅନେକ ଚମତ୍କାର |ଏହି ସୁଦର୍ଶନ ଚକ୍ର ଟି ଅଷ୍ଟ ଧାତୁ ରେ ତିଆରି |ଆପଣ ମନ୍ଦିର ର ଯେ କୌଣସି ସ୍ଥାନ ରେ ଛିଡା ହୋଇ ଦେଖିଲେ ଆପଣଙ୍କୁ ସୁଦର୍ଶନ ଚକ୍ର ସିଧା ଦେଖା ଯିବ |ଯେପରି ଲାଗିବ ଏହା ଆପଣଙ୍କ ଆଡକୁ ହିଁ ମୁହଁ କରି ରହିଛି |

ଚତୁର୍ଥ ରହସ୍ୟ |ସାଧାରଣ ଦିନ ରେ ପବନ ସ୍ଥଳ ତଟ ରୁ ସମୁଦ୍ର ଆଡକୁ ବୋହି ଥାଏ |ଏବଂ ସନ୍ଧ୍ୟା ସମୟ ରେ ଏହାର ବିପରୀତ ଦିଗ ରେ ବୋହି ଥାଏ |କିନ୍ତୁ ପୁରୀ ରେ ଏହାର ଓଲଟା ହୋଇ ଥାଏ |ଏଠାରେ ସ୍ଥଳ ଭାଗ ରୁ ପବନ ସମୁଦ୍ର ଆଡକୁ ବୋହି ଥାଏ |

ପଞ୍ଚମ ରହସ୍ୟ |ଅନେକ ମନ୍ଦିର ର ଉପରେ ଦେଖା ଯାଏ ମନ୍ଦିର ର ଉପରେ ପକ୍ଷୀ ବସିବାର |କିନ୍ତୁ ପୁରୀ ମନ୍ଦିର ରେ ସେମିତି ପକ୍ଷୀ ଦେଖା ଯାଇ ନ’ଥାଏ |

ଷଷ୍ଠ ରହସ୍ୟ ,ମନ୍ଦିର ରୋଷେଇ ଶାଳ ରେ ହଜାର ହଜାର ଲୋକ ଙ୍କ ପାଇଁ ଖାଦ୍ୟ ତିଆରି ହେଉଥିଲେ ମଧ୍ୟ ଏଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଭୋଜନ କରନ୍ତି |

ସପ୍ତମ ରହସ୍ୟ ,ଶ୍ରୀ ମନ୍ଦିର ର ବାହାରେ ଥିଲେ ଆପଣଙ୍କୁ ସମୁଦ୍ର ଗର୍ଜନ ଶୁଣାଯିବ |କିନ୍ତୁ ମନ୍ଦିର ଭିତରେ ପ୍ରବେଶ କରିବା ମାତ୍ରେ ସମୁଦ୍ର ର ଗର୍ଜନ ଶୁଣାଯାଏ ନାହିଁ |

ଅଷ୍ଟମ ରହସ୍ୟ ,ଶ୍ରୀ ମନ୍ଦିର ର ରୋଷେଇ ଶାଳ ରେ ପ୍ରସାଦ ତିଆରି ହୁଏ |ତିଆରି ପାଇଁ ହାଣ୍ଡି କୁ ଗୋଟିଏ ଉପରେ ଗୋଟିଏ ରଖାଯାଏ |କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ ,ସବୁଠାରୁ ଶୀର୍ଷ ରେ ଥିବା ହାଣ୍ଡି ଟି ପ୍ରଥମେ ହୋଇଥାଏ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ହେ ଭଗବାନ ! ଆଖିରୁ ଲୁହ ଆସିଯିବ , ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ମା କରୁଛି କିଡନୀ ଦାନ

ମା ଏମିତି ଏକ ମଣିଷ ଯିଏକି ନିଜ ଛୁଆ ପାଇଁ କିଛି ବି କରିବାକୁ ପଛାଇନଥାଏ। ଏମିତିକି କି ତାର …

Leave a Reply

Your email address will not be published. Required fields are marked *