Breaking News

Puri ଜଗନ୍ନାଥ ମନ୍ଦିର ବିଶ୍ୱ ପ୍ରସିଦ୍ଧ କାହିଁକି ଏବଂ ଏହାର ରହସ୍ୟ କଣ ପାଇଁ ଲୁଚା ହୋଇ ରହିଥାଏ ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେଇଦେବେ !

ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ ତେବେ ଏହିଖବରଟି ଶେଷଯାଏଁ ପଡନ୍ତୁ ତେବେ ଆସନ୍ତୁ ଆରମ୍ଭ କରିବା ଆପଣ ମାନେ ଜାଣିଛନ୍ତି ସିଂହଦ୍ୱାରରେ ପ୍ରବେଶ କଲାପରେ ପ୍ରଥମେ ୨୨ ପାହାଚ ଅଛି ଯାହାର ଉପରେ ପାଦ ପକେଇଲେ ନିଜର ପାପ କ୍ଷୟ ହୋଇଯାଏ ସେହି ୨୨ ପାହଚର ରହସ୍ୟ କଣ ଆପଣ ଜାଣନ୍ତି ସେହି ୨୨ ପାହଚର ନାଁ କଣ ଯଦି ଜାଣିନାହାଁନ୍ତି ତେବେ ଆସନ୍ତୁ ଜାଣିବା |

ଦର୍ଶକବନ୍ଧୁ ପ୍ରଥମ ପାହଚର ନାଁ ତୀବ୍ରା ୨.କୁମୁଦବତୀ ୩ .ମନ୍ଦା ୪.ଛଦୋବତୀ ୫.ଦୟାବତୀ ୬ .ରଞ୍ଜିନୀ ୭.ରାତିକା .ରୋୖଦ୍ର ୯.କ୍ରୋଧା ୧୦.ବଦ୍ରିକା ୧୧.ପ୍ରସରିଣୀ ୧୨.ବ୍ରତୀ ୧୩.ମାର୍ଜନୀ ୧୪.କ୍ଷତୀ ୧୫.ରକ୍ତା ୧୬.ସନ୍ପଦିନୀ ୧୭.ଆଜପନୀ ୧୮.ମନ୍ଦନ୍ତି ୧୯.ରୋହିଣୀ ୨୦.ରମ୍ୟ ୨୧.ଉଗ୍ରା ୨୨.କ୍ଷୁବୁଣୀ ଏହି ୨୨ ପାହଚ ହେଉଛନ୍ତି ଭଗବାନଙ୍କ ୨୨ ଜଣ ଯୋଗିନୀ ଏହି ୨୨ ପାହଚରେ ଗଡ଼େଇ ହେବାପାଇଁ କେହି କେହି ମାନସିକ ବି କରିଥାନ୍ତି |

ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଅନ୍ୟ ରହସ୍ୟ କଣ ? ଶ୍ରୀ ମନ୍ଦିରରେ ଥିବା ପତିତ ପବନ ବାନାକୁ ପ୍ରତିଦିନ ବଦଳାଯାଏ | ଯଦି କୋଉ ଗୋଟାଏ ଦିନ ନବଦଳାଗଲା ତାହାହେଲେ ୧୮ ବର୍ଷ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ ବୋଲି ତତ୍ୱ ଅଛି |

ବନ୍ଧୁଗଣ ଏହି ପତିତ ପାବନ ବାନାଟି ଯୋଉଦିଗରୁ ପବନ ବୋହିବା ଠିକ ତା ବିପରୀତ ଦିଗରେ ଉଦେ ଅର୍ଥାତ ପୂର୍ବଦିଗରୁ ପବନ ବିହିଲେ ଏହା ପଶ୍ଚିମ ଆଡରୁ ଏହା ପୂର୍ବ ଦିଗକୁ ଉଡିବା ଆରମ୍ଭ କରେ ଯାହାଇ ସବୁଠୁ ନିଆଁରା ପତିତ ପବନ ବାନା ବଦଳେଇବାକୁ ଯିବା ସମୟରେ ପୂଜାରୀ ପଛୁଆ ଚଢିକି ମନ୍ଦିରାଉପରକୁ ଯାଏ |

ଦର୍ଶକବନ୍ଧୁ ମନ୍ଦିରରେ ଥିବା ଅସ୍ତ ଧାତୁରେ ତିଆରି ସୁଦର୍ଶନ ଚକ୍ରଟି ଏତେ ଉପରେଆଛି ଯେ ପୁରୀର ଯେଉଁଠିବି ଠିଆ ହେଲେ ଦେଖାଯିବ ଆହୁରି ଆଶ୍ଚଯ୍ୟ କଥା ହେଲାଜେ ଯେଉଁଦିଗରୁବି ଦେଖିଲେ ସାମ୍ନାରେ ଥିଲା ପରି ଦେଖାଯାଏ 214 ଫୁଟ ଉଚ୍ଚତାରେ ତିଆରି ଜଗନ୍ନାଥ ମନ୍ଦିର ୪ ଧାମ ଭିତରୁ ଅନ୍ୟ ତମ ଏ ମନ୍ଦିରର ଛାଇ ଅଦୃଶ୍ୟ ଦେଖିବା ସମ୍ଭବ ନୁହେଁ ସବୁ ମନ୍ଦିର ଉପରେ ପଖିଉଡିବା ଦେହିଁଥିବେ କିନ୍ତୁ ଜଗନ୍ନଥ ମନ୍ଦିର ଉପରଦେଇ କୌଣସି ପକ୍ଷୀ ଉଡନ୍ତି ନାହିଁ |

ବନ୍ଧୁଗଣ ମନ୍ଦିର ଉପର ଦେଇ କୌଣସି ଉଡ଼ାଜାହାଜବି ଯାଇନାହିଁ ଏହା ସବୁ ମନ୍ଦୀରଠୁ ଅଲଗା ଜଗନ୍ନାଥ ମନ୍ଦିର ଦୁନିଆର ସବୁଠୁ ବଡ ଖାଦ୍ୟ ଭଣ୍ଡାର ଅଛି ଆନନ୍ଦ ବଜାରରେ ଯେଉଁଠି ଅଭଡ଼ା ତିଅରିହୁଏ ସେ କାହାଣୀବି ସତରେ ଆଶ୍ଚଯ୍ୟ ଜନକ ଲକ୍ଷ ଧିକ ଶ୍ରଦ୍ଧାଳୁ ଆସିଲେବି ଅଭଡ଼ା କେବେ କାମ ପଡ଼େନି ରହସ୍ୟ ଏହାକି ମନ୍ଦିର ଗେଟ ବନ୍ଦ ହେବ ସମୟ ଆସିଲେ ଖାଦ୍ୟ ଆପେ ଆପେ ସରିଯାଏ ଖାଦ୍ୟ କେବେବି ନଷ୍ଟ ହୁଏନି |

ଦର୍ଶକବନ୍ଧୁ ଏହି ପ୍ରସାଦ କାଠ ଚୂଳରେ ତିଆରିହୁଏ ୭ଟି ମାଟିହାଣ୍ଡିରେ ରିସେଇହୁଏ ମହାପ୍ରସାଦ ଗୋଟିଏ ଉପରେ ଗୋଟିଏ ମାଟିହାଣ୍ଡି ରଖାଯାଏ ଆଶ୍ଚଯ୍ୟ କଥା ଏହାକି ପ୍ରଥମେ ଉପର ହାଣ୍ଡିର ଖାଦ୍ୟ ଆଗ ପ୍ରସ୍ତୁତ ହୁଏ ତାହାପରେ ଦେଇଟିଆ ଦ୍ଵିତୀୟ ତୃତୀୟ ଏମିତିକି ଗୋଟିଏ ପରେ ଗୋଟିଏ ହାଣ୍ଡିରେ ଖାଦ୍ୟ ହୋଇଥାଏ |

About odisha news

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.