Breaking News

ଆଶ୍ଚର୍ଯ୍ୟ ଖବର – ପୁରୀ ଜଗନ୍ନାଥ ମନ୍ଦିରରେ ଘଟିଲା ରହସ୍ୟମୟ ଘଟଣା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକବନ୍ଧୁ ପୁରୀ ଜଗନ୍ନାଥ ମନ୍ଦିରର ଏହି ରହସ୍ୟ ମୟ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ | ନମସ୍କାର ବନ୍ଧୁଗଣ ଆମ ଦେଶ ଭାରତ ମନ୍ଦିରରେ ପରିପୂର୍ଣ ଦେଶ ଅଟେ ଆମ ଦେଶରେ ଏମିତି ମନ୍ଦିର ଅଛି ଯାହାକି ହିନ୍ଧୁ ମାନଙ୍କ ଆସ୍ତାର କେନ୍ଦ୍ର ସ୍ଥଳବୋଲି ମାନ୍ୟତା ରହିଛି ଯେପରି କେଦାରନାଥ ବଦ୍ରୀନାଥ ପୁରୀ ଶ୍ରୀ ମନ୍ଦିର ଇତୀୟଦି ଦେଶର ପ୍ରତ୍ୟେକ ମନ୍ଦିରର କୌଣସି ନା କୌଣସି ମନ୍ଦିର ରହିଛି |

ଆଜି ଆମେ ଆପଣଙ୍କୁ ଏକ ସମାନ ବିଷୟରେ କହିବାକୁ ଯାଉଛୁ ଯାହାର ଇତିହାସ 1000 ରୁ 10000 ଅଧିକ ପ୍ରଭୁ ବିଷ୍ଣୁଙ୍କ କୃଷ୍ଣ ଅବତାରକୁ ସମର୍ପିତ ଓଡିଶାର ପୁରୀ ଜିଲ୍ଲା ସମୁଦ୍ର କୂଳରେ ଅବସୀସ୍ଥ ଜଗନ୍ନାଥ ଦର୍ଶନ ପାଇଁ ଦେଶ ବିଦେଶରୁ ଅନେକ ଲୋକ ଆସିଥାନ୍ତି | ଜଗନ୍ନାଥ ମନ୍ଦିରର ଅନେକ ରହସ୍ୟ ରହିଛି ଯାହା ଏତେ ବର୍ଷ ପରେ ମଧ୍ୟ ସମାଧାନ ହୋଇନାହିଁ |

ଆସନ୍ତୁ ଜାଣିବା ଜଗନ୍ନାଥ ମନ୍ଦିରର ରହସ୍ୟ ବିଷୟରେ | ଏଠାରେ ମଧ୍ୟ ଭଗବାନ କରେଣ୍ଟ ଟାଇନ ରୁମରେ ମଧ୍ୟ ରୁହନ୍ତି ଏହି ପରମ୍ପରା 1000 ବର୍ଷ ହେବ ଚାଲି ଆସୁଛି ପ୍ରଭୁଙ୍କର ଏହି ମନ୍ଦିରଟି ସମୁଦ୍ର କୂଳରେ ଅଛି କିନ୍ତୁ ମନ୍ଦିର ଭିତରକୁ ଗଲେ ଆପଣଙ୍କୁ ସମୁଦ୍ର ଶବ୍ଦ ସୁବାଯାଏ ନାହିଁ କିନ୍ତୁ ଆପଣ ଯେତେବେଳେ ମନ୍ଦିର ବାହାରକୁ ଚାଲି ଆସନ୍ତି ସେବେ ଆପଣଙ୍କୁ ସହଜରେ ସମୁଦ୍ର ଶବ୍ଦ ଶୁଣା ଯାଇଥାଏ ଏଗୁଡିକ କୌଣସି ଚମତ୍କାର ଠାରୁ କମ ନୁହେଁ |

ଏହି ମନ୍ଦିରର କୋଣ ଗୁଡିକ ଆସ୍ତାଯ୍ୟର ପରିପୂର୍ଣ୍ଣ ପୁରାଣ ଅନୁଯାୟୀ ଜଗନ୍ନାଥ ମନ୍ଦିର ପୃଥିବୀର ବଇକୁଣ୍ଠ ବୋଲି କୁହାଯାଏ ଏବଂ ଏହି ମନ୍ଦିରରେ ବିଷ୍ଣୁ ଙ୍କର ଭିର୍ଣ୍ଣ ରୂପ ଅବସ୍ତିତ ଅଛି | କେବେ ମଧ୍ୟ ଜଗନ୍ନାଥ ଙ୍କର ମହା ପ୍ରସାଦ ଅଭାବ ହୁଏନାହିଁ ଏହି ମନ୍ଦିରର ଅନ୍ୟ ଏକ ରହସ୍ୟ ହେଉଛି ଯେ ଏହି ମନ୍ଦିରରେ ଖାଦ୍ୟର ଅଭାବ ହୁଏନାହିଁ | କେଉଁ ଦିନ ଭକ୍ତ ଅଧିକ କି କମ ଆସନ୍ତୁ ରୋଷେଇ ହେଇଥିବା ଖାଦ୍ୟ ସରେନାହିଁ |

ପ୍ରଭୁ ଜଗନ୍ନାଥଙ୍କ ରୋଷେଇ ଘରେ 500 ରୋଷେୟା କାମ କରନ୍ତି ଏବଂ ମନ୍ଦିରର 300 ସାହାଯ୍ୟ କାରି କାର୍ଯ୍ୟ କରନ୍ତି ପ୍ରସାଦ ଶେଷ ହେବାପରେ ସେମାନଙ୍କୁ ସାହାଯ୍ୟ କରନ୍ତି | ମନ୍ଦିର ବନ୍ଦ ହେବା ସମୟରେ ପ୍ରସାଦ ବଣ୍ଟା ଯାଏ ଜଗନ୍ନାଥ ମନ୍ଦିରର ପତାକା ପବନର ବିପରୀତ ଦିଗରେ ଉଡ଼ିଥାଏ ଏହି ମନ୍ଦିରର ଅନ୍ୟ ଏକ ରହସ୍ୟ ହେଉଛି ଏହି ମନ୍ଦିରର ଶିଖରରେ ଥିବା ପତାକା ସବୁବେଳେ ବଦଳା ଯାଏ | କିନ୍ତୁ ଏଠାରେ ଥିବା ଅନ୍ୟ ମନ୍ଦିରର ପତାକା ଏମିତି ବଦଳା ନଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.