Breaking News

ପୂର୍ବେ ରାଜାଙ୍କୁ ଆକର୍ଷିତ କରିବା ପାଇଁ ରାଣୀମାନେ କରୁଥିଲେ ଅଜବ ପ୍ରକାର କାମ !

ଦର୍ଶକବନ୍ଧୁ ପୂର୍ବେ ରାଜା ମହାରାଜା ଙ୍କ ଶାସନ ଚାଲିଥିଲା ରାଜା ମାନେ ନିଜ ଶାସନ କ୍ଷେତ୍ର ବା ନିୟନ୍ତ୍ରଣ କ୍ଷେତ୍ର ପ୍ରଜା ଙ୍କ ପାଇଁ ଅନେକ ନିୟମ ଜାରି କରିଥିଲେ ସେହିସମୟ ରେ ରାଜା ମାନଙ୍କର ଏକାଧିକ ରାଣୀ ରହୋଉଥିଲେ | ରାଣୀ ମାନେ ରାଜା ଙ୍କୁ ପ୍ରସନ୍ନ କରିବାପାଇଁ ଅନେକ କାର୍ଯ୍ୟ କରୁଥିଲେ | ଆଜି ଆମେ ଆପଣଙ୍କୁ କିପରି ରାଣୀ ମାନେ ରାଜା ଙ୍କୁ କିପରି ଆକର୍ଷିତ କରୁଥିଲେ ତାହା ଆଜି ଆମେ ଜାଣିବା | ପ୍ରଥମ ତ ଏହା ସତ ହେଲା କି ଜେ ପୁରୁଣା ଜମାନ ର ରାଣି ମାନେ ଗାଈ କ୍ଷୀର ରେ ଗାଧୋଉଥିଲେ କୁହାଯାଏ ଯେ ସେମାନେ ଗାଈ କ୍ଷୀର ରେ ମହୁ ଏବଂ ଅଲିଭ ଅଏଲ୍ ମିଶାଇ ଗାଧୋଉଥିଲେ |

ଯାହା କି ତ୍ଵଚ ପାଇଁ ବୋହୁତ ଉପଯୋଗୀ ହୋଇଥାଏ ଏଥିରେ ଦେଖାଯିବ ସମ୍ପୂର୍ଣ୍ଣ ଗୁଣ ଭରପୁର ରହିଛି ଦୂତୀଆ ହଉଚି କେଶ ପାଇଁ ବୋହୁତ ଲାଭ ଯୋଗୀ ହୋଇଥାଏ ଏହା ତ୍ୱଚ ପାଣି ବୋହୁତ ଉପଯୋଗୀ ମଧ୍ୟ ହୋଇଥାଏ | ଆଗରୁ ରଣୀମାନେ ସୁନ୍ଦର ତ୍ବଚ ପାଇଁ କ୍ଷୀର ରେ ଏଣ୍ଡ ର ଧଳା ଅଂଶ ଲେମ୍ବୁ ରସ ମିଶାଇ ମୁହଁ ରେ ଲାଗାଉଥିଲେ | ତୃତୀୟ ଟି ହେଉଛି ଚେହେରା ରେ ଯେପରି ବୟସ ର ଚିହ୍ନ ନଜର ନ ଆସିବ ସେଥିପାଇଁ ରାଜା ରାଣୀ ମାନେ ପ୍ରତିଦିନ ଆକୃଟ ସେବନ କରୁଥିଲେ | ଏହା ଦ୍ଵାରା ଶରୀର ସୁନ୍ଦର ଓ ସୁସ୍ଥ ହୋଇ ରହୁଥିଲା |

ଆକୃଟ ବହୁତ ଫଳ ପ୍ରଦ ହୋଇଥାଏ ଏଥିରେ ଅନ୍ତି ଏଯେଣ୍ଟ ର ଗୁଣ ଭରପୁର ରହିଥାଏ ଚତୁର୍ଥ ରେ ପୁର ଦିନ ତାଜା ଅନୁଭବ କରିବାପାଇଁ ରାଣୀ ମାନେ ଗାଧୋଇ ସରିବା ପରେ ଅତର ନିଶ୍ଚିନ୍ତ ଲାଗନ୍ତି ଯେପରି ରାଜା ତାଙ୍କ ଆଡ଼କୁ ଆକର୍ଷିତ ହୋଇ ଚାଲିଆସିବେ | ତ ଫ୍ରେଣ୍ଡସ ଜାଣିଲେ ତ ପୂର୍ବେ ରାଣୀ ମାନେ ରାଜା ଙ୍କୁ ଆକର୍ଷିତ କରିବାକୁ ଏହି ପ୍ରକାର କାର୍ଯ୍ୟ କରୁଥିଲେ |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.