ଦର୍ଶକବନ୍ଧୁ ପର୍ବଜନ୍ମ ସହ ଜଡିତ ବିଷୟ ଯେତେକ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ସେତିକି ରହସ୍ୟମୟ ମଧ୍ୟ ହୋଇଥାଏ ଆପଣ ଯଦି କାହାକୁ ପଚାରିବେ କି ଆପଣଙ୍କର ପୂର୍ବ ଜନ୍ମ ର କଥା ମନେ ଅଛି କି ଅଧିକ ତର ଲୋକ ନାଁ ବୋଲି କହିଥାନ୍ତି କିନ୍ତୁ ହିନ୍ଦୁ ଧର୍ମ ଶାସ୍ତ୍ରରେ ଏହାର ଉତ୍ତର ବିସ୍ତାରରେ ଅଛି କି ଆମକୁ କାହଁକି ପୂର୍ବ ଜନ୍ମ କଥା ମନେ ରହେନାହିଁ |
ପୂର୍ବ ଜନ୍ମ ର ଅର୍ଥ ହେଲା ପୁଣିଥରେ ଶରୀରକୁ ପ୍ରାପ୍ତ କରିବା ହିନ୍ଦୁ ଧର୍ମ ଅନୁସାରେ ମନୁଷ୍ୟର ମୂଳ ସ୍ୱରୂପ ଆତ୍ମା କିମ୍ବା ଶରୀର ହୋଇନଥାଏ ପୂର୍ବ ଜନ୍ମ କର୍ମର ସିଦ୍ଧାନ୍ତ ରେ ହିଁ ଆଧାରିତ ହୋଇଥାଏ ଏବଂ ଜନ୍ମ ଓ ମୃତ୍ୟୁ ର ଚକ୍ର ସର୍ବଦା ଚାଲୁଥାଏ ଯେ ପର୍ଯ୍ୟନ୍ତ ଆତ୍ମାର ପରମାତ୍ମା ସହ ମିଳନ ହୋଇନଥାଏ ସେ ପର୍ଯ୍ୟନ୍ତ ଏ କର୍ମ ଚାଲୁଥାଏ |
ଯେବେ ମଣିଷ ପୃଥିବୀ ପୃଷ୍ଠରେ ପୁଣିଥରେ ଜନ୍ମ ନେବାକୁ ଥାଏ ସେତେବେଳେ ସେ ତାର ମା ପେଟ ଭିତରେ ପୂର୍ବ ଜନ୍ମର ସବୁ କଥା ଭାବିଥାଏ କି ଯେଉଁ ପଇସା ସେ ରଜା କାଇଥିଲା ସେ ପଇସା ଠିକ କାମ ରେ ଲଗାଇ ପାରିଲା ନାହିଁ ଓ ସେ ତାହାର କଠିନ ପରିଶ୍ରମ ଓ ଠିକ ଭୁଲ କୁ ମେଇ ଭଗବାନ ଙ୍କୁ କ୍ଷମା ମାଗିଥାଏ |
ଭଗବାନ ବିଷ୍ଣୁ ଗରୁଡ଼ କୁ କହିଥାନ୍ତି କି ମାତା ର ଗର୍ବରେ ବଢୁଥିବା ଶିଶୁ ଈଶ୍ୱରଙ୍କୁ ଏହା କହିଥାଏ କି ମୁ ଏହି ଗର୍ଭରୁ ବାହାରକୁ ଯିବାକୁ ଚାହୁଁନାହିଁ କାରଣ ବାହାରେ ଯେଉଁ ସାଂସାରିକ ଦୁନିଆ ଅଛି ଯେଉଁଠାରେ ମତେ ପାପ ଅର୍ମ କରିବାକୁ ପଡିଥାଏ ଏଥିପାଇଁ ବହୁତ ଦୁଖଃଦ ଅଛି କାରଣ ମୁ ଆପଣଙ୍କ ଚରଣରେ ରହି ସଂସାରକୁ ଉଦ୍ଧାର କରିବି |
ଗରୁଡ଼ ପୁରାଣ ଅନୁସାରେ ମାତାର ଗର୍ଭରୁ ଯେତେବେଳେ ଶିଶୁ ବାହାରକୁ ଆସିଥାଏ ତାକୁ କୌଣସି କଥାର ଜ୍ଞାନ ରହିନଥାଏ ଗର୍ଭରୁ ଅଲଗା ହୋଇ ଜ୍ଞାନ ହରା ହୋଇଯାଇଥାଏ ଏହି କାରଣରୁ ସେ ଜନ୍ମ ସମୟରେ କାନ୍ଦିଥାଏ ଆଉ ଜନ୍ମ ନେଲା ପରେ ସେ ସବୁ ପୂର୍ବ ଜନ୍ମ କଥା ଭୁଲିଯାଏ ଏହି କାରଣରୁ ଆପଣଙ୍କୁ ପୂର୍ବଜନ୍ମ କଥା ମନେ ରହିନଥାଏ |
Check Also
ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…
ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …