Breaking News

Purana Gyana: କଣ ଆପଣ ଜାଣିଛନ୍ତି କି ମାତା ପାର୍ବତୀ କଣ ପାଇଁ ମହାଦେବଙ୍କୁ ଦେଇଥିଲେ ଅଭିଶାପ, ସତ ଜାଣିଲେ ଆପଣ ବି ଚମକି ପଡିବେ

ନମସ୍କାର ଦର୍ଶକ ବନ୍ଧୁ କଣ ଆପଣମାନେ ଜାଣିଛନ୍ତି କି ମାତା ପାର୍ବତୀ କାହିଁକି ମହାଦେବଙ୍କୁ ଅଭିଶାପ ଦେଇଥିଲେ ଆସନ୍ତୁ ଜାଣିବା | ଭଗବାନ ଶିବ ଓ ମାତା ପାର୍ବତୀଙ୍କର ବହୁତ ଗୁଡିଏ କଥା ପୁରାଣରେ ଶୁଣିବାକୁ ମିଳିଛି | କଣ ଆପଣ ଜାଣିଛନ୍ତି ମାତା ପାର୍ବତୀଙ୍କ କ୍ରୋଧ ମହାଦେବଙ୍କୁ ସାମ୍ନା କରିବାକୁ ପଡିଥିଲା | ମାତା ପାର୍ବତୀ ରାଗରେ ମହାଦେବଙ୍କୁ ଅଭିଶାପ ଦେଇଥିଲେ ଯେ ଆସନ୍ତୁ ଜାଣିବା ଏହା ବିଷୟରେ |

ଲୋକଙ୍କ କହିବା ଅନୁସାରେ ଭଗବାନ ଶିବ ଗୋଟେ ଦିନ ମାତା ପାର୍ବତୀଙ୍କ ସହିତ ଧୂତ କ୍ରୀଡ଼ା ଖେଳିବାକୁ ପ୍ରସ୍ତାବ ଦେଇଥିଲେ | ଏହି ଖେଳରେ ଭଗବାନ ଶିବ ମାତା ପାର୍ବତୀଙ୍କ ଠାରୁ ହାରି ଯାଇଥିଲେ | ସବୁ କିଛି ହାରି ଗଲା ପରେ ମହାଦେବ ଗଙ୍ଗା କୂଳକୁ ଚାଲିଯାଇଥିଲେ | ଏହା ଦେଖି ପାର୍ବତୀ ବହୁତ ଚିନ୍ତାରେ ପଡ଼ିଗଲେ ଏହା ପରେ ଭଗବାନ ଗଣେଶଙ୍କୁ ମାତା ପାର୍ବତୀ ସବୁ କଥା ଜଣାଇଲେ | ମାତାଙ୍କର ଏଭଳି ଚିନ୍ତା ଦେଖି ଗଣେଶ ମହାଦେବଙ୍କ ପାଖକୁ ଯାଇଥିଲେ ଆଉ ଖେଳିବାକୁ କହିଥିଲେ |

ଗଣେଶ ଜି ପ୍ରଭୁ ମହାଦେବଙ୍କ ଠାରୁ ସବୁ କିଛି ହାରିଯାଇଥିଲେ , ହାରିବାର ସୂଚନା ନେଇ ଗଣେଶ ମାତା ପାର୍ବତୀଙ୍କ ପାଖକୁ ଫେରି ଯାଇଥୁଲେ | ଏହା ଶୁଣି ମାତା ପାର୍ବତୀ କହିଲେ ଯେ ମହାଦେବଙ୍କୁ ସାଙ୍ଗରେ ନେଇ ଆସିବା ଠିକ ଥିଲା ଏହା ଶୁଣି ଗଣେଶ ମହାଦେବଙ୍କୁ ଆଣିବା ପାଇଁ ବାହାରି ଯାଇଥିଲେ | ପାର୍ବତୀଙ୍କ ଉପରେ ରାଗି ମହାଦେବ ଆସିବାକୁ ମନା କରିଦେଲେ |
ମହାଦେବ ଭଗବାନ ବିଷ୍ଣୁଙ୍କ ଇଛା ବିରୁଦ୍ଧରେ ତାଙ୍କର ଅବତାର ନେଇ ଗଣେଶ ଜିଙ୍କୁ କହିଲେ ଯଦି ମାତା ପାର୍ବତୀ ମୋ ସହ ଖେଳିବାକୁ ରାଜି ହେବେ ତାହେଲେ ମୁଁ ଫେରିବି |

ଏହି ପ୍ରସ୍ତାବ ଶୁଣି ମାତା ପାର୍ବତୀ କହିଲେ ଆଉ ଜୁଆ ଖେଳିବା ପାଇଁ ତାଙ୍କ ପାଖରେ ଅଛି କଣ | ତା ପରେ ମହାଦେବ ସବୁ ବାଜି ଜିତିବାକୁ ଲାଗିଥିଲେ ଏହି ଖେଳର ଚାଲ ଗଣେଶ ଜୀ ଜାଣିପାରିଥିଲେ ଓ ଏହି କଥାକୁ ମାତା ପାର୍ବତୀଙ୍କୁ କହିଦେଲେ | ମାତା ପାର୍ବତୀ ଭଗବାନ ଶିବଙ୍କ ଏହି ଛଳନା ଜାଣିପାରି କ୍ରୋଧିତ ହୋଇ ଭଗବାନ ଶିବଙ୍କୁ ଅଭିଶାପ ଦେଇଥିଲେ | ଆଉ କହିଥିଲେ ଗଙ୍ଗା ମାତାର ଧାରା ସବୁ ବେଳେ ତାଙ୍କ ମୁଣ୍ଡରେ ରହୁବୋଲି |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.