Breaking News

ପୁଣିଥରେ କମିଲା ସୁନା ଦର ଏତିକି ଶସ୍ତା ହେଲା ସୁନା !

ଦର୍ଶକବନ୍ଧୁ ବର୍ତମାନେ ଆସିଲା ବଡ ଖବର ଆପଣ ମାନେ ଯଦି ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ସୁବର୍ଣ୍ଣ ସୁଯୋଗ ଏବେ ବହୁତ ସୁନା ଦର ହ୍ରସ ଘଟିଛି ତେବେ ଆମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦର ଆଜି ଦେଖିବା ଆଜି ବର୍ତମାନ ହ୍ରସ ଘଟିଛି ତେବେ ଚାଲନ୍ତୁ ଜାଣିବା 22 ଏବଂ 24 କେରେଡ ସୁନାର ନୁଁଲୁ କେତେ ଅଛି ଦେଖି ନେବା |

22 କେରେଡ ସୁନାର ମୂଲ୍ୟ 1 ଗ୍ରାମକୁ 1,774 ଟଙ୍କା ଥିଲା ବେଳେ ଆଜି 1 ଗ୍ରାମ ପିଛା 50 ଟଙ୍କା କମିଛି | ସେହି ଭଳି 8 ଗ୍ରାମକୁ 38,192 ଟଙ୍କା ଥିଲା ବେଳେ ଆଜି ହ୍ରସ ପାଇଛି 260 ଟଙ୍କା | ସେହି ଭଳି 10 ଗ୍ରାମ ପିଛା 47,740 ଟଙ୍କା ଥିଲା ବେଳେ ଆଜି ହ୍ରାସ ପାଇଛି 850 ଟଙ୍କା |

ସେହି ଭଳି 100 ଗ୍ରାମକୁ ରହିଛି 4,77,400 ଟଙ୍କା ଥିଲା ବେଳେ ଆଜି ହ୍ରସ ପାଇଛି 2,500 ଟଙ୍କା ଏହା ଥିଲା 22 କେରେଡ ସୁନାର ମୂଲ୍ୟ ଆଜିର ରେଟ | ସେହି ଭଳି 24 କେରେଡ ସୁନାର ମୂଲ୍ୟ 1 ଗ୍ରାମ ପିଛା ରହିଛି 5,209 ଟଙ୍କା ସେହି ଭଳି 1ଗ୍ରାମ ପିଛା ଆଜି 70ଟଙ୍କା କମିଛି ଏ|

ବଂ 8 ଗ୍ରାମକୁ ରହିଛି 41,672 ଟଙ୍କା ସେହିପରି 8 ଗ୍ରାମ ପିଛା ଆଜି 285 ଟଙ୍କା କମିଛି | ସେହିଭଳି ଭାବେ 10 ଗ୍ରାମକୁ କୁ ରହିଛି 52,090 ଟଙ୍କା ସେହିଭଳି 10 ଗ୍ରାମ ପିଛା ଆଜି 900 ଟଙ୍କା ହ୍ରସ ଘଟିଛି ସେହି ଭଳି ଭବରେ 100 ଗ୍ରାମକୁ ରହିଛି 5,20,900 ଟଙ୍କା ସେହି ଭଳି 100 ଗ୍ରାମ ପିଛା ଆଜି 3,200 ଟଙ୍କା କମିଛି ଏହା ଥିଲା 24 କେରେଡ ସୁନାର ମୂଲ୍ୟ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.