Breaking News

ବଡ଼ ଖବର – ପୁଣିଥରେ କମିଲା ସୁନା ଦର ଜାଣନ୍ତୁ କେଉଁ ଦାମ କେତେ ?

ଦର୍ଶକ ବନ୍ଧୁ ଆପଣମାନେ ଜାଣିଛନ୍ତି ରାଜ୍ୟରେ ପୁଣି କମିଛି ସୁନା ଏବଂ ରୂପାପର ଦର 22 କ୍ୟାରେଟ୍ ଏବଂ ସୁଦ୍ଧ ସୁନା 24 କ୍ୟାରେଟ୍ ସୁନା ଯଥାକ୍ରମେ କମିବାକୁ ଲାଗିଛି ଏବଂ ଘରୋଇ ଦାମ ସୁନାର ରେଟ୍ କେତେ ଅଛି ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣ ଯଦି ସୁନା ଏବଂ ରୂପା କିଣିବାକୁ ଚାହୁଁଛନ୍ତି ଆଜି ଭାରତର ରାଜଧନୀ ଦିଲ୍ଲୀ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ ଉପରେ |

10 ଗ୍ରାମ ପିଛା 49980 ଟଙ୍କା ଥିଲା ବେଳେ 22 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 45810 ସେହି ଭଳି ଭାରତର ପ୍ରମୁଖ ସହର ମୁମ୍ବାଇରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 49000 ଟଙ୍କା ଥିଲା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛ 45400 ଟଙ୍କା ରହିଛି।

ତେବେ ଦକ୍ଷିଣ ଭାରତର ଚେନ୍ନାଇରେ ମଧ୍ୟ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 50200 ଟଙ୍କା ଥିଲା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 46020 ଟଙ୍କା ରହିଛି। ତେବେ ରାଜ୍ୟର ରାଜଧାନୀ ଭୁବନେଶ୍ଵରରେ ସୁନାର ଦାମ 24 କ୍ୟାରେଟ୍ 10 ଗ୍ରାମ ପିଛା 49200 ଟଙ୍କା ଥିଲା ବେଳେ ସେହିପରି 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 45450 ରହିଛି ଯାହାକି ଏହା ଥିଲା ଲ୍ୟାଟେସ୍ଟ ନୂଆ ଦର।

ତେବେ ରାଜ୍ୟରେ ରୂପା ଦର କମିବାକୁ ଲାଗିଛି 10 ଗ୍ରାମ ରୁପର ମୂଲ୍ୟ 626 ଟଙ୍କା ଥିଲାବେଳେ 100 ଗ୍ରାମ ରୁପାର ମୂଲ୍ୟ 6260 ଗୋଟିଏ କେଜି ରୁପାର ମୂଲ୍ୟ 62600 ଟଙ୍କା ରହିଛି ତେବେ ଦର୍ଶକ ବନ୍ଧୁ ଆପଣ ଏଠାରେ ସଂପୂର୍ଣ୍ଣ ସୁନା ଏବଂ ରୁପାର ମୂଲ୍ୟ ଜାଣିବାକୁ ପାଇଲେ।

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.