Breaking News

ପୁଣିଥରେ ଏହି ସିରିଏଲ ରେ ଅଭିନୟ କରିବେ ରାଧିକା ଓ ସାତ୍ଵିକ !!

ଦର୍ଶକବନ୍ଧୁ ରାଧିକା ଓ ସାତ୍ଵିକ ଫୁଣି ଥରେ ଏକା ସାଙ୍ଗରେ ଦେଖିବାକୁ ପାଇବେ ଏହି ଓଡ଼ିଆ ନୂଆ ସିରିଏଲ ରେ ଫୁଣି ଦୁହେଁ ନୂଆ ଧାରା ବାହିକ ଆରମ୍ଭ କରିବାକୁ ଯାଉଛନ୍ତି | ତେବେ ଦର୍ଶକବନ୍ଧୁ ରାଧିକା ଓ ସାତ୍ଵିକ ନୂଆ ବୋହୁ ସିରିଏଲ ରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ |

ସେଠାରେ ଦୁହେଁ ବହୁତ ଭଲ ଆକ୍ଟିଙ୍ଗ କରୁଥିଲେ ଓଡ଼ିଶାର ଦର୍ଶକ ମନକୁ ଏହି ଯୋଡି ବେଶେ ଭଲ ଲାଗେ ତାଙ୍କ ଅଭିନୟ କୁ ଦର୍ଶକମାନେ ପସନ୍ଦ କରିବା ସହ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଥାନ୍ତି | ତେବେ ଫ୍ୟାନ ମାନଙ୍କର ଇଚ୍ଛା ଥିଲା ରାଧିକା ଓ ସ୍ବତୀଙ୍କୁ ଫୁଣି ଥରେ ଦୁଇ ଜଣକୁ ଏକ ସାଙ୍ଗରେ ଦେଖିବାକୁ |

ତେବେ ବର୍ତମାନ ଅପେକ୍ଷାର ଅନ୍ତ ଘଟିଛି ଫୁଣି ଏହି ଯୋଡି ନଜର ଆସିବାକୁ ଯାଉଛନ୍ତି ଏବଂ ନୂଆ ସିରିଏଲ ରେ ବନ୍ଧନ ଏଜନ୍ମ ଜନ୍ମର କୁନି ନେନା ବର୍ତମାନେ ବଡ ହୋଇଯାଇଛନ୍ତି ଯାହାକି ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ |

ଏହି ସମୟରେ ଦମ ଦାର ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ରାଧିକା ବା ମିତାଲି ସରଘରୀଆ ଏହି ଖବର ଟି ସୋସିଆଲ ମିଡିଆରେ ଖୁବୁ ଭାଇରଲ ହେବାକୁ ଲାଗିଛି ବନ୍ଧନ ଏଜନ୍ମ ଜନ୍ମର ନୂଆ ଧାରାବାଇବା ଆସିବାକୁ ଯାଉଛି ଏହି ଏଇଥିରେ କୁନି ନେନା ମଧ୍ୟ ବହୁତ ବଡ ହୋଇଯାଇଛନ୍ତି |

ଫୁଣି ଥରେ ରାଧିକା ଓ ସ୍ୱତୀଙ୍କୁ ଦେଖିବାକୁ ପାଇବେ ନୂଆ ଧାରାବାଇକ ରେ ତେବେ ଦର୍ଶକବନ୍ଧୁ ପୂର୍ବ ସିରିଏଲ ରେ ଆପଣମାନେ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚିତ ଭାବରେଦେଖିସାରିଥିବେ | ଆପଣ ଏହି ଦୁହିଁ ଯୋଡିକୁ କେତେ ମାତ୍ରାରେ ପସନ୍ଦ କରନ୍ତି ନିଚୟ ଭାବରେ କମେଣ୍ଟ ମଧ୍ୟରେ ଜଣାନ୍ତୁ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.