Breaking News

ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବର୍ଷା ସହ ସାରା ଓଡ଼ିଶାରେ ହେବ ପ୍ରଚୁର ତାତି !

ବର୍ତ୍ତମାନ ସମୟରେ ପାଣିପାଗ କୁ ନେଇ ବଡ଼ ସୂଚନା ତାତି ଏ ଜଳିବ ସାରା ଓଡିଶା 40 ଛୁଇଁ ପରେ ତାପମାତ୍ରା ତେବେ ସେପଟେ ବେଙ୍ଗାପସାଗର ରେ ଆଉ ଏକ ଲଘୁଚାପ ରାଜ୍ୟରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ତେବେ ବନ୍ଧୁଗଣ କଣ ରହିଛି ଏନେଇ ସମ୍ପୁର୍ଣ୍ଣ ଖବର ଆସନ୍ତୁ ଜାଣିବା |

ତେବେ ରାଜ୍ୟରେ ବଢୁଛି ତାତି ତେବେ ବନ୍ଧୁଗଣ ଗତ କଲି 37ଡିଗ୍ରୀ ଉପରେ 6 ଟି ସହ ରହିଥିଲା ଆସନ୍ତା କାଲିଠାରୁ ରାଜ୍ୟରେ ଆହୁରି ବଢିବ ତାତି ଅଭ୍ୟନ୍ତର ଓଡ଼ିଶାରେ ତାତି 40 ଡିଗ୍ରୀ ଛୁଇଁବା ନେଇ ଅକାଳ କରିଛି ପାଣିପାଗ ବିଭାଗ ଆସନ୍ତା କାଲିଠୁ 19 ତାରିଖ ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ପବନ ବିଶେଷ ବଢିବାର ସମ୍ଭାବନା ନାହିଁ ଉତ୍ତର ପଶ୍ଚିମ ଦିଗ ରୁ ତତଲା ପବନ ବହିବ |

ଅଭ୍ୟନ୍ତର ଓଡ଼ିଶାରେ ତାତି 40 ଡିଗ୍ରୀ ସେଲସିଅସ ଛୁଇଁବା ସହ ସାରା ରାଜ୍ୟରେ ମଧ୍ୟ ତାତି ଅନୁଭୂତ ହେବ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରା 37 ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି ତେବେ 19 ତାରିଖ ପରଠାରୁ ପାଗ ପୁଣିଥରେ ବଦଳିଯିବ |

ବଙ୍ଗୋପସାଗରରେ ଏକ ଘୃନି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଫଳରେ କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଡକ୍ଟର ସାହୁ ଆକଳନ କରିଛନ୍ତି ତେବେ ବଜ୍ରପାତ ବର୍ଷା ନେଇ ସତର୍କ ସୂଚନା ଜାରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଇର୍ଦ୍ଧେଶକ କହିଛନ୍ତି କି ରାଜ୍ୟରେ ପାଗ ଶୁଖିଲା ରହିବ ତାପମାତ୍ରା ବିଶେଷ ବଢିବ ବୋଲି ସେ ଆକଳନ କରିଛନ୍ତି |

ତେବେ 19 ତାରିଖ ପରଠାରୁ ପାଗ ପୁଣି ବଦଳିଯିବ ରାଜ୍ୟରେ ପୁଣି ହେବ ବର୍ଷା ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ତେବେ ଦର୍ଶକବନ୍ଧୁ ଏହା ଥିଲା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର ପାଣିପାଗ ଦେଲା ବଡ଼ ସୂଚନା |

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.