Breaking News

ବଡ଼ ଖବର – ପୁଣି ଓଡିଶାରେ ଭୟଙ୍କର ବାତ୍ୟା କରିପାରେ ତାଣ୍ଡବ, ଶୀଘ୍ର ଦେଖନ୍ତୁ

ଦର୍ଶକବନ୍ଧୁ ବର୍ତମାନର ବଡ଼ ଖବର ପାଣି ପାଗକୁ ନେଇ ବଡ଼ ସୂଚନା ପାଖେଇ ଆସୁଛି ବାତ୍ୟା ଆସାନୀ ଆସୁଛି 2022 ର ପ୍ରଥମ ବାତ୍ୟା ଆସାନୀ ଏହି ଦିନ ଛୁଇଁବ ସ୍ଥଳ ଭାଗ | ଓଡିଶାକୁ ବାତ୍ୟାକୁ ନେଇ କଣ ରହିଛି ପ୍ରଭାବ ରହିଛି | ଆସୁଛି ବାତ୍ୟା ଆସାନୀ ଏହା 2022 ର ପ୍ରଥମ ବାତ୍ୟା ବଙ୍ଗୋପସାଗର ଦକ୍ଷିଣ ପୂର୍ବରେ ସୃଷ୍ଟି ହେଇଥିବା ଲଘୁ ଚାପ ମାର୍ଚ୍ଚ 21 ତାରିକ ସୁଦ୍ଧା ବାତ୍ୟାର ରୂପ ନେଇ ଆଣ୍ଡାମାନ ନିକୋବର ଦୀପ ପୁଞ୍ଜରେ ମାଡ଼ ହେବ |

ଧୀରେ ଧୀରେ ବାଙ୍ଗଲା ଦେଶ ଓ ମିଆଁମାର ଆଡକୁ ଗତି କରିବ ବୋଲି ପାଣିପାଗ ବିଭାଗ କହିଛି ତେବେ ପାଣି ପାଗ ବିଭାଗ ସୂଚନା ଅନୁସାରେ ଦକ୍ଷିଣ ବଙ୍ଗପସାଗର ର କେନ୍ଦ୍ର ସ୍ଥଳରେ ସୃଷ୍ଟି ହେଇଥିବା ଲଘୁ ଚାପ ପୂର୍ବ ଓ ଉତ୍ତର ପୂର୍ବ ଆଡକୁ ଗତି କରୁଛି ଗତ କାଲିଲି 8.30 ମିନିଟି ସମୟ ରେ ଏହା ବଙ୍ଗୋପସାଗର ଦକ୍ଷିଣ ପୂର୍ବ ତଟ ବନ୍ଦୀ ପୂର୍ବ ମଧ୍ୟ ରକ୍ଷୀୟ ରେ କେନ୍ଦ୍ରୀ ଭୁତ ହେଉଛି ଏହା ପରେ ଲଘୁ ଚାପ ଉତ୍ତର ପୂର୍ବ ଦିଗ ଆଡକୁ ଗତି କଲାବେଳେ ଲଘୁ ଚାପର ସ୍ପଷ୍ଟ ଚିହ୍ନଟ ହେବ |

ଆସନ୍ତା କାଲି ବେଳକୁ ବଙ୍ଗୋପସାଗର ତଟ ବନ୍ଦୀ ଅଞ୍ଚଳ ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିବ ଏହା ପରେ ଉତ୍ତର ଦିଗରେ ଆଣ୍ଡାମାନ ନିକବର ଦେଇ ଗତି କରିବ ମାର୍ଚ୍ଚ 20 ତାରିକ ସଖାଳ ବେଳକୁ ଏହାର ଗତି ପଖର ହେବ ବୋଲି ଓ 21 ତାରିକ ବେଳକୁ ଲଘୁ ଚାପ ବାତ୍ୟାର ରୂପ ନେବ ବୋଲି ପାଣି ପାଗ ବିଭାଗ କହିଛି |

ତେବେ ଆଣ୍ଡବାନ ନିକବର ରେ ମାଡ ହେବ ପରେ ମାର୍ଚ୍ଚ 20ତାରିଖ ବେଳକୁ ଏହା ଉତ୍ତର ପୂର୍ବ ଓ ବଙ୍ଗଳା ଦେଶ ଦେଇ ମିଆଁମାର କୁ ଯିବ ବାତ୍ୟା ପ୍ରଭାବରେ ବର୍ତମାନ ବଙ୍ଗପ ସାଗର ରେ ସମୁଦ୍ର ଅଶାନ୍ତ ରହିଛି | ସମୁଦ୍ରରେ ବଡ଼ ଜୁଆର ଆସୁଥିବାର ଦେଖିବାକୁ ମିଳୁଛି |

ତେବେ ଆଜି ରାତି ବେଳକୁ ସମୁଦ୍ର ଆହୁରି ଅଶାନ୍ତ ହୋଇପାରେ ବୋଲି ପାଣି ପାଗ ବିଭାଗ ପୁର୍ବାନୁମାନ କରିଛି | ଆସନ୍ତା 24 ଘଣ୍ଟା ଭିତରେ ବାତ୍ୟାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ପାଣି ପାଗ ବିଭାଗ କହିଛି | ଇଏ ଥିଲା ବର୍ତମାନର ବଡ଼ ଖବର ମାଡି ଆସୁଛି ବାତ୍ୟା ଆସନୀ ଆସୁଛି 2022ର ପ୍ରଥମ ବାତ୍ୟା ଆସନୀ ଏହି ରଚିବି ସ୍ଥଳ ଭାଗ |

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.