Breaking News

ଆସିଲା ବଡ଼ ଖବର! ପୁଣିଥରେ ଲକଡାଉନ୍ ଶିବରାତ୍ରି ହବ କି ନାହିଁ

ଏବେ ଆସିଲା ବଡ ଖବର !!! କରୋନା ଲକଡାଉନ ପାଇଁ ଶିବରାତ୍ରି ଜାଗର ହେବ କି ନାହିଁ | ଆସନ୍ତା ୧୧ ତାରିଖରେ covid ଯୋଗୁଁ ହେବାକୁ ଥିବା ମହଶିବରାତ୍ରି ହେବାକି ନାହିଁ | ତାହା ସମ୍ପୂର୍ଣ ଆଶଙ୍କାରେ ଥିଲେ | ଏବେ ସବୁ କଲ୍ପନା ଜଳ୍ପନା ର ଅନ୍ତ ଘଟିଛି | କରୋନା କଟକଣା ନେଇ ଜାଗର ଯାତ୍ରା ହେବା ପାଇଁ ସହମତି ପ୍ରକାଶ ପାଇଛି |


୬୦ ବର୍ଷରୁ ଅଧିକ ଏବଂ ୧୨ ବର୍ଷ ରୁ କମ ଭକ୍ତ ମାନଙ୍କ ପାଇଁ ଲାଗିଛି କଟକଣା | ବିଏମସି କମିଶନର ଙ୍କ ଅଧଖ୍ଯତାରେ ସମସ୍ତେ ନିଯୋଗ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ କତୃପକ୍ଷ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ଦ୍ଵିତୀୟ ପର୍ଯାୟ ପ୍ରସ୍ତୁତି ବୈଠକ |ଯାତ୍ରା ଅଯୋଗରେ ସମସ୍ତେ ନିଜର ପ୍ରତିସୂତି ଦେଇଛନ୍ତି | ଚଳିତ ବର୍ଷ କରୋନା ଦ୍ଵିତୀୟ କେସ କୁ ନେଇ ସରକାର ଙ୍କ ପକ୍ଷରୁ କଟକଣାକୁ କଡାକଡି କରାଯାଇଥିବାରୁ ପ୍ରଭୁ ଲିଙ୍ଗରାଜ ଙ୍କ ମହଶିବରାତ୍ରି ପାଳନ ନେଇ ଉଠିଥିଲା ପ୍ରଶ୍ନ |

ସମସ୍ତଙ୍କର ସହଯୋଗରେ ସୁରୁଖୁରରେ ଜାଗର ଯାତ୍ରା ପାଳନ ପାଇଁ ଲିଙ୍ଗରାଜ ସେନା ପକ୍ଷରୁ ମଧ୍ୟ ପ୍ରଶାସନକୁ ନିବେଦନ କରଯାଇଥିଲା | ହେଲେ ସବୁପରେ ବି ଚଳିତ ବର୍ଷ ସମସ୍ତଙ୍କ ମିଳିତ ସହଯୋଗରେ ଯାତ୍ରା ପାଳନ ପାଇଁ ମିଳିଛି ଅନୁମତି |ଜାଗର ଯାତ୍ରା ପାଇଁ ହୋଇସାରିଛି ନିସ୍ପତି ଆଉ ଏକ ବୈଠକ ବସି ନୀତିକ୍ରାନ୍ତି ଏବଂ ମହାଦୀପ ଉଠିବାର ସମୟ ଚୁଡାନ୍ତ ହେବ | 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଦଶମ ଶ୍ରେଣୀ ଛାତ୍ର ରାଜର ଶେଷ ଭିଡିଓ ଦେଖିଲେ ଆଖିରୁ ଲୁହ ଝରି ଯିବ, ଏବେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି

ଦର୍ଶକ ବନ୍ଧୁ ମୃତ୍ୟୁ କେତେବେଳେ ଆସେ ତାହା କାହାକୁ ଜଣା ନଥାଏ , ଯେମିତି ବର୍ତ୍ତମାନ ସମୟ ରେ ଖେଳୁଥିବା …

Leave a Reply

Your email address will not be published. Required fields are marked *