Breaking News

ପୁଣି ଛାତ୍ରଛାତ୍ରୀଙ୍କ ପାଇଁ ଆଉ କିଛି ବଡ଼ ଖବର ସରକାର ନେଲେ ନୂଆ ନିଷ୍ପତି ଦେଖନ୍ତୁ …

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ର ବଡ ଖବର ଯାହା କି ଛାତ୍ର ଛାତ୍ରୀ ଙ୍କ ପାଇଁ | ଯେମିତି କି ଆପଣମାନେ ସମସ୍ତେ ଜାଣିଛନ୍ତି ଏପ୍ରିଲ ୨ ତାରିଖ ଠାରୁ ସକାଳେ ସ୍କୁଲ ତେବେ ସେହି ସକାଳ ସ୍କୁଲ ରେ ବଡ ପରିବର୍ତ୍ତନ | ସରକାର ଙ୍କ ବଡ ପରିବର୍ତ୍ତନ | ତେବେ ରାଜ୍ୟ ରେ ଏପ୍ରିଲ ୨ ତାରିଖ ଠାରୁ ସକାଳେ ସ୍କୁଲ କରିବା ପାଇଁ ସରକାର ଘୋଷଣା କରିଥିବା ବେଳେ ଆଜି ଏହା ର ସମୟ ରେ ସାମାନ୍ୟ ପରିବର୍ତ୍ତନ କରଯାଇଛି |

ତେବେ ଗତ କାଲି କୁହାଯାଇଥିଲା ଯେ ସକାଳ ୬ ଟା ୩୦ ରୁ ୧୦ ଟା ପର୍ଯ୍ୟନ୍ତ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ପାଠପଢ଼ା ହେବ। ସେହିପରି ସକାଳ ୭ ଟା ରୁ ୧୧ ଟା ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେବ | ତେବେ ଏଥିରେ ସାମାନ୍ୟ ପରିବର୍ତ୍ତନ କରଯାଇଛି | ନୂଆ ନିଷ୍ପତି ଅନୁଯାଇ ଏପ୍ରିଲ ୨ ତାରିଖ ରୁ ୬ ଟା ୩୦ ରୁ ୧୦ ଟା ୩୦ ପର୍ଯ୍ୟନ୍ତ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ପାଠପଢ଼ା ହେବ |

ସହିପରି ସକାଳ ୮ ଟା ରୁ ୧୧ ଟା ୩୦ ପର୍ଯ୍ୟନ୍ତ ନବମ ଓ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଙ୍କ ପାଠପଢା ହେବ।ତେବେ ସୂଚନା ଅନୁଯାଇ ରାଜ୍ୟ ରେ ଗ୍ରୀଷ୍ମ ର ପ୍ରଭାବ କୁ ଦୃଷ୍ଟି ରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷୁ ରୁ ସ୍କୁଲ ଗୁଡ଼ିକୁ ସକାଳୁଆ କରାଯାଇଛି।

ତେବେ ରାଜ୍ୟ ରେ କିଛି ସ୍ଥାନ ରେ ତାପମାତ୍ରା ୪୨ ରୁ ୪୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଗଲାଣି | ତେବେ ଆଗକୁ ଆହୁରି ଗ୍ରୀଷ୍ମ ବଢିବା ବୋଲି ଅନୁମାନ କରାଯାଉଛି ଯାହାକି ଆକଳନ କରିଛି ପାଣିପାଗ ବିଭାଗ | ତେବେ ଏହା ଥିଲା ବର୍ତ୍ତମାନ ର ବଡ ଖବର | ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ ସୂଚନା।ସକାଳେ ସ୍କୁଲ ସମୟ କୁ ନେଇ ହେଲା ବଡ ପରିବର୍ତ୍ତନ।

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.