Breaking News

ପୁଣି ସରକାରଙ୍କ ବଡ଼ ଘୋଷଣା ଆଗାମୀ ୫ଦିନ ଶସ୍ତା ହେଲା ସୁନା

ବର୍ତମାନର ବଡ଼ ଖବର ଯାହାକି ରୂପ ଦରକୁ ନେଇ ରାଜ୍ୟରେ ଆଜି ମଧ୍ୟ ଫୁଣି ହ୍ରସ ମିଳିଛି ସୁନା ଏବଂ ରୂପ ଦର ଯଦି ଆପଣ ସୁନା ଏବଂ ରୂପା କିଣିବାକୁ ଯାଉଛନ୍ତି | ତେବେ ମୁମ୍ବାଇ ରେ ଆଜି ସୁନା ଦର ଯାହାକି 10 ଗ୍ରାମ ପିଛା 500 ଟଙ୍କା ହ୍ରସ ଦେଖିବାକୁ ମିଳିଛି ଯାହାକି ସୁଧ ସୁନା 24 କେରେଡ ଦାମରେ 10ଗ୍ରାମ ପିଛା 52290 ଟଙ୍କା ରହିଥିବା ବେଳେ 22 କେରେଡ ଦାମରେ 10 ଗ୍ରାମ ପିଛା 49410 କମିଥିବା ଦେଖିବାକୁ ମିଳିଛି |

ସେହି ପରି ଓଡିଶାର ରାଜଧାନୀ ଭୁବେନଶ୍ୱର କଥା କହିବା ତେବେ ସୁନା 10 ଗ୍ରାମ ପିଛା 720 ଟଙ୍କା କମିଥିବା ବେଳେ ଯାହାକି ସୁଧ ସୁନା 24 କେରେଡ 10 ଗ୍ରାମ ପିଛା 49410 ଟଙ୍କା କିମିଥିବା ଦେଖିବାକୁ ମିଳୁଛି 22 କେରେଡ 10 ଗ୍ରାମ ପିଛା 47700 ଟଙ୍କା କମିଥିବା ଦେଖିବାକୁ ମିଳିଛି ଯାହାକି ଆଜିର ଦରରେ |

ଠିକି ସେହି ପାରି ଦିଲ୍ଲୀର ସର୍ଫ ବାଜରାରେ ଆଜି ମଧ୍ୟ ରୁପା ଦର କିଛି ମାଧ୍ୟମରେ ହ୍ରସ ଦେଖିବାକୁ ମିଳୁଛି ସୁନା ଦର ପୂର୍ବ ପରି ଅପରିବର୍ତ୍ତିତ ରହିଥିଲା ବେଳେ ରୁପା ଦରରେ ହ୍ରସ ଘଟିଛି |

ଯାହାକି ରୁପା କିଲୋ ଗ୍ରାମ ପିଛା 68210 ଟଙ୍କା ରହିଛି ଯାହାକି ଆଜିର ଦରରେ ଏମିତିକି ଦିଲ୍ଲୀର ସୁଧ ସୁନା 24 କେରେଡ ଦାମରେ 10 ଗ୍ରାମ ପିଛା 51480 ଟଙ୍କା ରହିଥିବା ବେଳେ 22 କେରେଡ ଦାମରେ 49780 ଟଙ୍କା ଦେଖିବାକୁ ମିଳିଛି ଆଜି ଦରରେ ବିଶେଷଜ୍ଞ ସୂଚନା ମୁତାବକ ଆଗକୁ ଆସୁଛି ବିବାହ ସିଜିନି ତେବେ ଏହି ମଧ୍ୟରେ ସୁନା ଦର କିଛିଟା ବୃଦ୍ଧି ହେବା ବୋଲି ଆକଳନ କରାଯାଉଛି |

ବିଶେଷଜ୍ଞ ବେଶେଷ ସୂତ୍ରରୁ ସୂଚନା ମିଳିଛି ତେବେ ଫୁଂଉ ବର୍ଷା ସିଜିନି ଆସିଯିବ ଯାହାକି ସୁନା ମଧ୍ୟ କିଛି ପରି ମାଣରେ ହ୍ରସ ହୋଇପାରେ ଏହା ମଧ୍ୟ ବିଶେଷଜ୍ଞ ମତ ଦେଇଛନ୍ତି |

About odisha news

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.