Breaking News

ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର କାଳବୈଶାଖୀ ଏହି ସବୁ ଜିଲ୍ଲାରେ ରଚିବ ତାଣ୍ଡବ !

ଦର୍ଶକବନ୍ଧୁ ବର୍ତମାନ ର ବଡ ଖବର ପାଣିପାଗ କୁ ନେଇ ବଡ ସୂଚନା ବାତ୍ୟା ପ୍ରଭାବ ରାଜ୍ୟ ର ୯ ଜିଲ୍ଲା କୁ କାଳ ବୈଶାଖୀ ବର୍ଷା ସମ୍ଭାବନା ପାଣି ପାଗ କେନ୍ଦ୍ର ପକ୍ଷ ରୁ ୟେଲୋ ୱାର୍ଣୀଙ୍ଗ ଜାରି ତେବେ ରାଜ୍ୟ ରେ କାଳ ବୈଶାଖୀ ବର୍ଷା ସମ୍ଭାବନା ଗତକାଲି ବଲାଙ୍ଗୀର, ରାୟଗଡ଼ା,କୋରାପୁଟ,କନ୍ଧମାଳ, ଗଜପତି, ମୟୌରଭଞ୍ଜ,କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲା ର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି |

ତେବେ ଗତ ୨୪ ଘଣ୍ଟା ରେ ଦକ୍ଷିଣ ଉପକୂଳ ଓ ଉତ୍ତର ଉପକୂଳ ଓଡ଼ିଶା ର କିଛି ସ୍ଥାନ ରେ ତାପମାତ୍ରା ହ୍ରାସ ଦେଖାଦେଇଛି | ଉପକୂଳ ଓଡ଼ିଶା ର ସର୍ବୋଚ୍ଚ ତାପମାତ୍ରା ସ୍ଵାଭାବିକ ଠାରୁ କମ୍ ରହିଛି ତେବେ ଆଜି ମଧ୍ୟ ମୟୁରଭଞ୍ଜ,କେନ୍ଦୁଝର,ମାଲକାନଗିରି,କୋରାପୁଟ, ରାୟଗଡ,ଗଜପତି,ଗଞ୍ଜାମ ଓ ନବରଙ୍ଗପୁର ଆଦି ଜିଲ୍ଲା ରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା କୁ ନେଇ ୟେଲୋ ୱର୍ଣିଙ୍ଗ ଜାରି କରାଯାଇଛି |

ତେବେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଆଂଶିକ ମେଘ ରହିବ | ଦିନ ର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଓ ରାତିର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ଭିତରେ ରହିବା | ସେପଟେ ବାତ୍ୟା ନେଇ ସମ୍ଭାବନା ବଙ୍ଗୋପ ସାଗର ରେ ଦାନ ବାନ୍ଧୁଛି ଲଘୁଚାପ|

୨୪ ଘଣ୍ଟା ରେ ସ୍ପଷ୍ଟ ହେବ ଚିତ୍ର ଏପଟେ ୫ ସହର ର ଦିନ ର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି ରାଜ୍ୟ ର ସର୍ବାଧିକ ତାପମାତ୍ରା ବଲାଙ୍ଗୀର ର ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟଲାଗଡ ଓ ବୌଦ୍ଧ ଜିଲ୍ଲା ରେ ୪୧ ଡିଗ୍ରୀ ରହିଥିଲା | ସେହିପରି ଝାରସୁଗୁଡ଼ା ରେ ୪୦ .୩ ଡିଗ୍ରୀ ଓ ଭବାନୀ ପାଟଣା ରେ ୪୦ ଡିଗ୍ରୀ ରହିଥିଲା |

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ର ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ର ସମ୍ଭାବନା ନାହିଁ ଅଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ର ଦିନ ର ତାପମାତ୍ରା ସ୍ଵାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷ ରୁ କୁହାଯାଇଛି | ତେବେ ଏ ଥିଲା ବର୍ତ୍ତମାନ ର ବଡ ଖବର ପାଣିପାଗ କୁ ନେଇ ବଡ ସୂଚନା ବାତ୍ୟା ଭିତରେ ମାଡି ଆସୁଛି କଳା ବୈଶାଖୀ ୯ ଜିଲ୍ଲା କୁ ସତର୍କ ସୂଚନା ଜାରି |

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.