ଦର୍ଶକବନ୍ଧୁ ବର୍ତମାନ ର ବଡ ଖବର ପାଣି ପାଗ କୁ ନେଇ ବଡ ସୂଚନା ବାତ୍ୟା ପ୍ରଭାବ ୨୪ ଘଣ୍ଟା ରେ ରାଜ୍ୟ ରେ କାଳ ବୈଶାଖୀ ଓ ବଜ୍ର ପାତ ର ସମ୍ଭାବନା ୫ ଜିଲ୍ଲା କୁ ୟେଲୋ ୱର୍ନିଂ ଜାରି କଳା ପାଣିପାଗ ବିଭାଗ | ସେପଟେ ଆସନ୍ତା ୧୩ ତାରିଖ ରୁ ହେବ ନିଆ ବର୍ଷା ସତର୍କ ସୂଚନା ଜାରି ତେବେ ଆସନ୍ତା ୧୪ ଘଣ୍ଟା ରେ ରାଜ୍ୟ ରେ କଳା ବୈଶାଖୀ ଏ ନେଇ ୫ ଜିଲ୍ଲା କୁ ଭୁବନେଶ୍ୱର ପାଣିପାଗ ବିଭାଗ ତରଫ ରୁ ୟେଲୋ ୱାର୍ଣିଙ୍ଗ ଜରି କରାଜାଇଛି |
ମୟୁରଭଞ୍ଜ,ମାଲକାନଗିରି,ରାୟଗଡ଼ା, କୋରାପୁଟ ଓ ଗଜପତି ଆଦି ଜିଲ୍ଲା କୁ ୟେଲୋ ୱାର୍ଣିଙ୍ଗ ଜାରି କରାଜାଇଛି | ତେବେ ଏହି ସବୁ ଜିଲ୍ଲା କୁ କଳା ବୈଶାଖୀ ଓ ବଜ୍ରପାତ ସମୟ ରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି | ଏହି ସମୟ ରେ ଭୟଙ୍କର ଝଡ଼ ବର୍ଷା ହୋଇପାରେ |
ସେହିପରି ମୟୁରଭଞ୍ଜ,କେନ୍ଦୁଝର,ବାଲେଶ୍ଵର,ଭଦ୍ରକ,କୋରାପୁଟ,ମାଲକାନଗିରି, ରାୟଗଡ଼ା,କନ୍ଧମାଳ ଓ ଗଜପତି ଆଦି ଜିଲ୍ଲା ରେ ଗୋଟିଏ ବା ଦୁଇଟି ସ୍ଥାନ ରେ ପ୍ରବଳ ବର୍ଷା ହେବା ସାଙ୍ଗରେ କାଳବୈଶାଖୀ ଜନିତ ବର୍ଷା ର ସମ୍ଭାବନା ରହିଛି ଅନ୍ୟ ପଟେ ରାଜ୍ୟ ରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ ଆଜି ୪୦ ଡିଗ୍ରୀ ଉପରେ ୧୧ ସହର ସୋନପୁର ସବୁଠାରୁ ଉତ୍ତପ୍ତ ସହର ରାଜ୍ୟ ରେ ଆଶ୍ରୟ ହେଲାଣି ଗ୍ରୀଷ୍ମ ତାତି |
ଦାଉ ଦାଉ ଖରା ରେ ଡହଳ ବିକଳ ହଉଛନ୍ତି ଜନ ଜୀବନ ଦିନ ବେଳ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି | ପ୍ରତେକ ଦିନ ୭ ରି ୮ ଟି ସହର ରେ ତାପମାତ୍ରା ୪୦ ଡିଗ୍ରୀ ରୁ ଅଧିକ | ତେବେ ଆଜି ୧୧ ଟି ସହର ରେ ପାରଦ ୪୦ ଡିଗ୍ରୀ ରୁ ଅଧିକ ରହିଛି l ୪୨ .୩ ଡିଗ୍ରୀ ସହ ସୋନପୁର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଗତ କିଛିଦିନ ହେବ ସୋନପୁର ରାତିରେ ଟିଟିଲାଗଡ ର ରେକର୍ଡ କାଟୁଛି |
ପାଣିପାଗ ବିଭାଗ ଅନୁଯାଇ ବଲାଙ୍ଗୀର ରେ ତାପମାତ୍ରା ୪୨ .୨ ଡିଗ୍ରୀ ବାରିପଦା ଏବଂ ଟିଟିଲାଗଡ ରେ ୪୨ ଡିଗ୍ରୀ ସମ୍ବଲପୁର ରେ ୪୧.୭ ଡିଗ୍ରୀ ବୌଦ୍ଧ ରେ ୪୧.୫ ଡିଗ୍ରୀ ଅନୁଗୁଳ ରେ ୪୦.୯ ଡିଗ୍ରୀ ଭବାନୀ ପାଟଣା ରେ ୪୦.୮ ଡିଗ୍ରୀ ହୀରାକୁଦ ରେ ୪୦.୧ ଡିଗ୍ରୀ ସୁନ୍ଦରଗଡ଼ ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି | ସେହିପରି ରାଜଧାନୀ ଭୁବନେଶ୍ୱର ରେ ତାପମାତ୍ରା ୩୭.୪ ଡିଗ୍ରୀ ଏବଂ କଟକ ରେ ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି | ତେବେ ଏ ଥିଲା ବଡ ଖବର ପାଣିପାଗ କୁ ନାଇ ବଡ ସୂଚନା |