Breaking News

ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା !!

ବର୍ତ୍ତମାନର ବଡ ଖବର ପାଣିପାଗ କୁ ନେଇ ବଡ ସୂଚନା | ଆରମ୍ଭ ହେଲା ବାତ୍ୟା ର ତାଣ୍ଡବ ଆଣ୍ଡାମାନ ରେ ବାତ୍ୟା ଆସୁନୀ ର ପ୍ରଭାବ ଅନେକ ସ୍ଥାନ ରେ ବର୍ଷା ପବନ ଜାରି ଇଣ୍ଡିଆନ ଯବାନ ନିଓଜିତ ସେପଟେ ବାତ୍ୟା ଭିତରେ ଥାରାଇଚି ଭୂମିକମ୍ପ । ତେବେ ସାମୁଦ୍ରିକ ଝଡ଼ ଆସୁନୀ ର ପ୍ରଭାବ ରେ ଆଜି ଆଣ୍ଡାମାନ ନିକବର ର କିଛି ସ୍ଥାନ ରେ ବର୍ଷା ପବନ ଆରମ୍ଭ ହୋଇଯାଇଛି |

ଫଳରେ ସେଠାରେ ଜନ ଜୀବନ ପ୍ରଭାବିତ ହୋଇଛି ପ୍ରଶାସନ ଅଧିକାରୀ କହିଛନ୍ତି ଯେ ବର୍ଷର ପ୍ରଥମ ସାମୁଦ୍ରିକ ଝଡ ଆଣ୍ଡାମାନ ଦୀପ ଆଡ଼କୁ ମାଡ଼ି ମାଡ଼ି ଆସୁଛି । ଏହାକୁ ନଜର ରେ ରଖି ଜାହାଜ ସେବା ବନ୍ଦ ରଖାଯାଇଛି ସେପଟେ ଭୂମିକମ୍ପ ରେ ଥରିଚି ଆଣ୍ଡାମାନ ନିକବର ଦ୍ଵୀପପୁଞ୍ଜ ରେ ବାତ୍ୟା ଆସାନୀ ଚତାବନି ଦେଇଛି। ଏହା ମାଧ୍ୟମରେ ଆଣ୍ଡାମାନ ନିକାବର ଦ୍ଵୀପପୁଞ୍ଜ ରେ ଭୂମିକମ୍ପ ର ଝରକା ଘନୀଭୂତ ହୋଇଛି ।

ଏହା ର ରେକ୍ଟଟ ସ୍କେଲ ରେ ଭୂକମ୍ପ ର ତୀବ୍ରତା ୪.୩ ମଗ୍ନିଚୁଡ ରେକର୍ଡ କରାଯାଇଛି। ତେବେ ଭୂକମ୍ପ ର ଝଟକା ଆଣ୍ଡାମାନ ନିକବର୍ ଦ୍ଵୀପପୁଞ୍ଜ ର ୨୭୬ କିଲୋମିଟର ଧିଗଲିପୂର୍ ନିକଟ ରେ ଅନୁଭୂତ ହୋଇଛି ସେପଟେ ବାତ୍ୟା ପାଇଁ ଚେନାଇ ଏବଂ ବିଶାଖା ପାଟଣା ସହ ୱନ୍ୟ ଅଞ୍ଚଳରେ ଜାହାଜ ସେବା ସ୍ତଗିତ ରଖା ଯାଇଛି।

ମାଛ ଧରାଳୀ ମାନଙ୍କୁ ସମୁଦ୍ର କୁ ନଯିବାକୁ ପରାମର୍ଶ ଦିଆଯାଇଛି ।ସ୍ଥାନୀୟ ଅଧିକାରୀ ମାନଙ୍କ ସୂଚନା ଅନୁସାରେ ଆଣ୍ଡାମାନ ଓ ନିକବାର୍ ଦ୍ଵୀପପୁଞ୍ଜ ଅଞ୍ଚଳରେ NDRF ର ପ୍ରାୟ ୨୫୦ ସନ୍ୟା ମୃତାୟନ କରାଯାଇଛି ୬ ଟି ଆଶ୍ରୟ ସ୍ତଳ କରାଯାଇଛି।

ଲୋକଙ୍କୁ ଭୟବିତ ନ ହେବାକୁ ପ୍ରଶାସନ ଅପିଲ କରିଛି ।ସୂଚନା ଅନୁସାରେ ପୋଟ ପ୍ଲେୟାର ସହ ଉତ୍ତର ଏବଂ ଦକ୍ଷିଣ ଆଣ୍ଡାମାନ ରେ ପ୍ରବଳ ବର୍ଷା ସହ ପବନ ମଧ୍ୟ ଆରମ୍ଭ ହୋଇଯାଇଛି। ଏପଟେ IMD ର ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ଆଣ୍ଡାମାନ ଅନଙ୍ଗ ଆହାର ସଂଲଗ୍ନ ରେ ଲଘୁଚାପ ଆଣ୍ଡାମାନ ରୁ ୭୦-୮୦ କିଲୋମିଟର ଉତ୍ତର ଏବଂ ପଶ୍ଚିମ ରେ ରହିଛି ।

ତେବେ ଆଜି ଏହା ଲଘୁଚାପ ସାମୁଦ୍ରିକ ଝଡ଼ ରୂପ ନେଇଛି । ସମ୍ଭାବ୍ୟ ବାତ୍ୟା ବଙ୍ଗଳାଦେଶ ଏବଂ ମିଆଁମାର ରେ ସ୍ଥଳ ଭାଗ ଛୁଇଁବାର ପୂର୍ବାନୁମାନ କରାଯାଇଛି । ଏପଟେ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷ ନାଇ ସୂଚନା ଜାରି କରାଯାଇଛି ।

ରାଜ୍ୟ ରେ ୨୪ ଘଣ୍ଟା ମଧ୍ୟରେ ବଦଳିଗିବ ପାଗ ପୁଣୀ ହେବ ବର୍ଷା | ବର୍ଷା ପରେ ପୁଣି ଫେରୁଛି ତାତି । ତେବେ ଏଥିଲା ପାଣିପାଗର ବଡ ଖବର ପାଣିପାଗର ବଡ ସୂଚନା ଯାହା କୀ ଆପଣମାନେ ସମସ୍ତେ ଜାଣିବା ଆବଶ୍ୟକ ଥିଲା।

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.