Breaking News

ପୁଣି ମାଡ଼ିଆସୁଛି ଲଘୁଚାପ ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ

ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଯାହା ସୂଚନା ମିଳୁଛି ମାଡି ଆସୁଛି ଆଉ ଏକ ଲଘୁଚାପ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ତେବେ ଲଘୁଚାପ ପ୍ରଭାବରେ ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏହାକୁ ନେଇ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଜାରି କରାଯାଇଛି |

ଦେଶର ଅଧିକ ଅଞ୍ଚଳରେ ଶୀତର ଲହରୀ ଜାରି ରହିଛି ଦିନବେଳା ଆଂଶିକ ତାପମାତ୍ର ଅଧିକ ରହୁଥିବା ବେଳେ ରାତିର ତାପମାତ୍ରା ବୃଦ୍ଧି ପାଉଛି , ଦିନର ତାପମାତ୍ରା ଆଂଶିକ ରହୁଥିଲା ବେଳେ ଶୀତର ପ୍ରକୋପରୁ ଲୋକଙ୍କୁ ଶାନ୍ତି ମିଳି ପାରୁଛି ଏହା ଭିତରେ କିଛି ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଜଣାଯାଇଛି ତେବେ ବର୍ଷା ବ୍ୟତୀତ ପାହାଡିଆ ଅଞ୍ଚଳମାନଙ୍କରେ ତୁଷାରପାତ ହେବାର ସମ୍ଭାବନା ମଧ୍ୟ ରହିଛି |

ତେବେ ପାଣିପାଗ ବିଭାଗ ଅନୁସାରେ ତାମିଲିନାଡୁ, କେରଳ, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଆସନ୍ତା 3 ରୁ 4 ତାରିଖ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭଵନା ରହିଛି ଅନ୍ୟପଟରେ ଜାମୁ ଓ କଶ୍ମୀର ଓ ଲଦାଖ୍ ଠାରେ 5ଦିନ ଯାଏଁ ତୁଷାରପାତ ହେବ ଏହା ମଧ୍ୟ ସୂଚନା ରହିଛି ହିମାଞ୍ଚଳ ପ୍ରଦେଶରେ ଆସନ୍ତା 21 ତାରିଖ ପର୍ଯନ୍ତ ବର୍ଷା ହେବାର ସମ୍ଭାବନା ରହିଛି |

ସେପଟେ ଭୁବନେଶ୍ୱର ସ୍ଥିତ ଅଞ୍ଚଳରେ ପାଣିପାଗ ବିଭାଗ ସୂଚନା ଦେଉଛି ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ଦେବଗଡ଼, ମୟୂରଭଞ୍ଜ,କେନ୍ଦୁଝର, ଯାଜାପୁର,ଝାରସୁଗୁଡ଼ା, ସୁନ୍ଦରଗଡ଼, ଭଦ୍ରକ ଏସବୁ ଜିଲ୍ଲାକୁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ଆସନ୍ତା 3ଦିନ ଯାଏଁ ଆଣ୍ଡମାନ ନିକୋବରରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ |

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.