ନମସ୍କାର ଦର୍ଶକବନ୍ଧୁ ଆଜି ପାଣି ପାଗକୁ ନେଇ ଆସିଛି ଏକ ବଡ଼ ଖବର ରାଜ୍ୟକୁ ଫୁଣି ଫେରୁଛି କାଳ ବୈଶାଖୀ କାଲିଠୁ ଆରମ୍ଭ ହୋଇଯିବ ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ପବନ। ସୂଚନା ମୁତାବକ ଆସନ୍ତା 20 ତାରିଖ ରାତି ଠାରୁ ଓଡ଼ିଶାରେ ବଢିବ ବର୍ଷା ଏବଂ ପବନର ପରିମାଣ ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣି ପାଗ କେନ୍ଦ୍ର ତରଫ ଆଜି ରାତିଠାରୁ ଆସନ୍ତା 23 ତରିଖ ପର୍ଯନ୍ତ 14 ଟି ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି |
କେନ୍ଦ୍ରର ସୂଚନା ମୁତାବକ ସୃଷ୍ଟି ହୋଇଥିବା ଲଘୁଚାପଟି ଅଧିକ ଘନୀଭୂତ ହେଲେ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେଇ ପରେ ଯାତ୍ରୀଗଣଙ୍କ ପାଇଁ ଅଧିକ କ୍ଷୟକ୍ଷତି ହେଇପାରେ ଯାହା ବର୍ତ୍ତମାନ ସମୟରେ ଏହା ଏକ ବଡ ଖବର ଆସିଛି। ତେବେ ଆସନ୍ତୁ ସଂପୂର୍ଣ୍ଣ ଖବର ଉପରେ ନଜର ପକେଇବା ଜାଣି ନେବା ପାଣି ପାଗ ସୂଚନ ଅନୁଯାୟୀ କେଉଁ କେଉଁ ଜିଲ୍ଲାକୁ ରହିଛି ଅଧିକ ବିପଦ ଓ ଏହାର ପ୍ରଭାବ କେତେ ଦିନ ପର୍ଯନ୍ତ ରହିବ ଆସନ୍ତୁ ଜାଣିନେବ ସମୁର୍ଣ୍ଣ ଖବର |
ତେବେ ଦର୍ଶକବନ୍ଧୁ ସୂଚନା ମୁତାବକ ଆସନ୍ତା 19 ତାରିଖ ଠାରୁ ରାଜ୍ୟରେ ପାଗ ବଦଳିବ ସନ୍ଧ୍ୟା ସମୟରେ ଉତରା ପବନ ବଦଳରେ ବଙ୍ଗୋପ ସାଗରୀୟ ପବନ ବହିବ ଏହି ପ୍ରଭାବରେ କଁଆ ଭଁଆ ପବନ ବହିବ କିଛି ସ୍ଥାନରେ ବୁନ୍ଦା ବୁନ୍ଦା ବର୍ଷା ମଧ୍ୟ ହେଇପାରେ 20,21 ଓ 22 ରେ ହାଲୁକା ବର୍ଷା ହୋଇପାରେ 23ରୁ ବର୍ଷା ବଢିପାରେ 25 ଯାଏଁ ବିଭିନ୍ନ ଜାଗାରେ ବର୍ଷା ଜାରି ରହିବ ବୋଲି ଡ଼ଃ ବିଶେଷଜ୍ଞ ପ୍ରଫେସର ଡ଼ଃ ସୁରେନ୍ଦ୍ର ନାଥ ପଶୁପାଳ ପୂର୍ବନୁମାନ କରିଛନ୍ତି |
ଦର୍ଶକବନ୍ଧୁ 19 ରେ ପାଗ ମେଘୁଆ ରହିବ ସହ ବୁନ୍ଦା ବୁନ୍ଦା ବର୍ଷାର ସମ୍ଭାବନା ରହିଛି 20 ଓ 21ରେ ଉତ୍ତର ଓ ତତ୍ ସଂଲଗ୍ନ ଜିଲ୍ଲା ସହିତ ଉତ୍ତର ଆଭ୍ୟନ୍ତରୀଣ ସହିତ କିଛି ବର୍ଷା ହୋଇପାରେ ଭଦ୍ରକ, ବାଲେଶ୍ଵର ଓ ମୟୁରଭଞ୍ଜରେ 10 ମିଲିମିଟରରୁ କମ ବର୍ଷା ହୋଇପାରେ 22 ଓ 23 ରେ ମୟୁରଭଞ୍ଜ ଓ କେନ୍ଦୁଝର ଏବଂ ସୁନ୍ଦରଗଡରେ ହାଲୁକା ବର୍ଷା ହୋଇପାରେ ଖୋର୍ଦ୍ଧା ତତ୍ ସଂଲଗ୍ନ ଜିଲ୍ଲାରେ ବୁନ୍ଦା ବୁନ୍ଦା ବର୍ଷା ହୋଇପାରେ ବୋଲି ଡ଼ଃ ସୁରେନ୍ଦ୍ର ନାଥ ପଶୁପାଳ କହିଛନ୍ତି।
ସେହିଭଳି 23 ତାରିଖ ରାତିରୁ ବର୍ଷା ବଢିବ ଓ 24 ଓ 25 ରେ ଅଧିକ ଅଞ୍ଚଳରେ ବର୍ଷା ହୋଇ ପାରେ। ESMPW ମଡେଲ ଅନୁସାରେ 24 ଓ 25ରେ ଉତ୍ତର ଉପକୂଳ ଓ ଏହାର ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ 15 ମିଲିଲିଟର ପର୍ଯନ୍ତ ବର୍ଷା ହବ |
ତେବେ GFS ମଡେଲ କହୁଛି 24 ଓ 25 ରେ ସାରା ରାଜ୍ୟରେ ବର୍ଷା ହେବ କେନ୍ଦ୍ରାପଡା ,ଯାଜପୁର , ଭଦ୍ରକ ଓ ବାଲେଶ୍ଵର ରେ ହାରାହରି 35 ମିଲି ଲିଟର ବର୍ଷା ହେବ ଗଞ୍ଜାମ, ଜଗତସିଂହପୁର ଜିଲ୍ଲାରେ ଅଧିକ ବର୍ଷା ହେବ ଏହା ସମେତ କନ୍ଧମାଳ ବୌଦ୍ଧ, ଢେଙ୍କାନାଳ ,ଅନୁଗୁଳ, ନୟାଗଡ ଏବଂ କେନ୍ଦୁଝର ଜିଲ୍ଲାରେ ହାରାହାରି 35 ମିଲି ଲିଟର ବର୍ଷା ହେବ ତେବେ 20 ତାରିଖ ବେଳକୁ ସମ୍ଭାବ୍ୟ ଚିତ୍ର ପରିପ୍ରକାଶ ହେବ।