Breaking News

ପୁଣି ମାଡି ଆସୁଛି କାଳବୈଶାଖୀ ଝଡ଼ ଏହି ସବୁ ଜିଲ୍ଲାରେ କରିପାରେ କ୍ଷତି ?

ଦର୍ଶକବନ୍ଧୁ ମାଡି ଆସୁଛି କାଳ ବୈଶାଖୀ ରାଜ୍ୟରେ ପ୍ରବଳ ବର୍ଷା କୁ ନେଇ ଆକଳନ କରିଛି ପାଣି ପାଗ ବିଭାଗ ଚାଲନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା | ତେବେ ଗ୍ରୀଷ୍ମରେ ହବନି ଗରମ ଉପକୂଳରେ ରହିବ ସୋଭାବିକ ତାପ ମାତ୍ରା ମାର୍ଚ୍ଚ ମାସ ତାତିବ କମ ବରଷିବ ବେଶୀ ଏଭଳି ସୂଚନା ଦେଇଛି ପାଣି ପାଗ ବିଭାଗ | ଏବେ ଓଡିଶା ଉପରେ ଲଳିନ ରହିଥିବାରୁ ମାର୍ଚ୍ଚ ରୁ ମେ ଓଡିଶା ତାପ ମାତ୍ରା ବିଶେଷ ବଢ଼ୀବନି ଏହି 3 ମାସରେ ରାଜ୍ୟରେ ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ରହିଛି |

ତେବେ ମାର୍ଚ୍ଚ ଶେଷ ବେଳକୁ ରାଜ୍ୟରେ କିଛି ଜିଲ୍ଲାରେ ସୋଭଵିକା କିମ୍ବା ତା ଠାରୁ 3 ଡିଗ୍ରୀ ବୃଦ୍ଧି ହେବ ଯୋଗୁଁ ପୁର୍ବାନୁ ମାନ କରିଛି ପାଣି ପାଗ ବିଭାଗ ତେବେ ଚୈତ୍ରରେ ତାତିବ ବୈଶାଖ ରେ ତାତିବ ଏଥର ଖରା କମ ବର୍ଷା ଅଧିକ | ମାର୍ଚ୍ଚ କୁ ଛାଡି ଦେଲେ ଏପ୍ରିଲ ଏବଂ ମେ ମାସରେ ଅଧିକ ତାତିବ ଏ ନେଇ ଭାରତୀୟ ପାଣି ପାଗ ବିଭାଗ ଆକଳନ କରିଛି |

ରାଜ୍ୟରେ ଅନେକ ଜିଲ୍ଲାରେ କାଳ ବୈଶାଖୀ ଜନିତ ବର୍ଷା ହେବ ବିଶେଷ କରି ଉପକୂଳ ଓଡିଶା ଓ ଉତ୍ତର ଓଡିଶା ଜିଲ୍ଲା ଗୁଡିକରେ ଘଡ ଘଡି ସହିତ ବର୍ଷା ହେବ ବର୍ଷା ପରେ ବାୟୁ ମଣ୍ଡଳର ଜଳୀୟ ବାଷ୍ପ ର ପରିମାଣ ବୃଦ୍ଧି ହେବ | ମାର୍ଚ୍ଚ ମାସରେ ବର୍ଷା ସମ୍ଭାବନା ନଥିବାରୁ ଉପର ମୁହଁ ହେବ ପାରଦ ଗତ ଦୁଇ ଦିନ ହେବ ପଶ୍ଚିମ ଓଡ଼ିଶାର ତାପ ମାତ୍ର 27 ଡିଗ୍ରୀ ଅତି କ୍ରମ କରିଥିଲା ବେଳେ ମାର୍ଚ୍ଚ ଶେଷ ବେଳକୁ 40 ଡିଗ୍ରୀ ଟପିବାରେ |

ବିଶେଷ କରି ମାଲକାନଗିରି ସୋନପୁର ବୌଦ୍ଧ କଳାହାଣ୍ଡି ରେ ଟପ ତାପ ମାତ୍ର ଅଧିକ ରହିବ ବୋଲି IMD ଆକଳନ କରିଛି | ସେପଟେ ଓଡିଶାକୁ ବାୟୁ ମଣ୍ଡଳ ତାପ ମାତ୍ରା ତରଳ ଭାଗରୁ ଗରମ ପବନ ପ୍ରଭାବ ବିତ ହେଉଥିଲା ବେଳେ ଉପର ଭାଗରେ 12 କିଲୋ ମିଟର ଥଣ୍ଡା ପବନ ବହିବା ହେଉଛି ତେଣୁ ତା ତାପ ମାତ୍ର ବୃଦ୍ଧି କରିବାକୁ |

ଫଳରେ ରାଜ୍ୟରେ ଗ୍ରୀଷ୍ମ ଋତୁ କାଳ ବୈଶାଖୀ ବର୍ଷା ପାଇଁ ତାତି ନିୟନ୍ତ୍ର ରେ ରହିବ ବୋଲି ପାଣି ପାଗ ବିଶେଷଜ୍ଞ ମାନେ କହିଛନ୍ତି ଗତ ବର୍ଷ ମାର୍ଚ୍ଚ ମାସରେ ଭୁବନେଶ୍ୱର ରେ 44 ଡ଼ିଗ୍ରୀ ତାପ ମାତ୍ର ରହୁଥିବା ସହ ଦେଶରେ ସବୁଠି ତାପ ମାତ୍ର ଉତପ୍ତ ରେକଡ଼ କରିଥିଲା କିନ୍ତୁ ଏ ବର୍ଷ ତାତିରୁ ତ୍ରାହି ମିଳିବ ନେଇ ସୂଚନ ଦେଇଛି ଭାରତୀୟ ପାଣି ପାଗ ବିଭାଗ | ଇଏ ଥିଲା ପାଣି ବିଭାଗର ଲଟେଷ୍ଟ ଖବର ଆପଣଙ୍କର କେଉଁ ଜିଲ୍ଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.