ଦର୍ଶକବନ୍ଧୁ ବର୍ତ୍ତମାନ ଯାହା ସୂଚନା ମିଳୁଛି ଫୁଣି ମାଡି ଆସୁଛି ଆଉ ଏକ ଲଘୁଚାପ ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ଆକଳନ କରିଛି ପାଣିପାଗ ବିଭାଗ ତେବେ ଲଘୁଚାପ ପ୍ରଭାବରେ ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏହି ସବୁ ଜିଲ୍ଲା ମାନଙ୍କୁ ସତର୍କ ଜାରି କରାଯାଇଛି |
ପାଣିପାଗ ବିଶେସଜ୍ଞ ମାନେ ସୂଚନା ଦେଉଛନ୍ତି କି ରାଜ୍ୟରେ ସୁକୀଲା ପାଗ ରହିଛି କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ଉତ୍ତର ଉପକୂଳ ଓଡିଶା ବିଶେଷ କରି ଜଗତସିଂହପୁର ରେ ଘନ କୁହୁଡି ଦେଖିବାକୁ ମିଳିଥିଲା |
ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ସମ୍ପୂର୍ଣ ତାପ ମାତ୍ରରେ ହ୍ରାସ ଘଟିବାର ମିଳିଛି ସେହି ଭଳି ଦକ୍ଷିଣ ଉପକୂଳ କିଛି ସ୍ଥାନରେ ତାପ ମାତ୍ର ବୃଦ୍ଧି ଘଟିଛି ସୂଚନା ଅନୁଯାଇ ଗତ 24 ଘଣ୍ଟାରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ର ବୌଦ୍ଧ ଠାରେ 36 ଡିଗ୍ରୀ ରେକଡ଼ କରିଛି | ସେହିପରି ଫୁଲବାଣୀ ରେ ତାପମତ୍ରା 14 ଡିଗ୍ରୀ ରେକଡ଼ ହୋଇଛି ଆସନ୍ତା 5 ଦିନ ପର୍ୟ୍ଯନ୍ତ ଏଭଳି ତାପମାତ୍ରା ରହିବ |
ତେବେ ସର୍ବ ନିମ୍ନ ତାପମାତ୍ରା ବିଶେଷ ପରିବର୍ତନ ସମ୍ଭାବନା ନଥିବାରୁ ଅଧିକ ଗରମ ଓ ଗୁଳୁଗୁଳିର ସମ୍ଭାବନା ନଥିବା ଆଞ୍ଚଳିକି ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛି ଅନ୍ୟ ପକ୍ଷରେ ଆସନ୍ତା କାଲି କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ଵର ଆଦି ଜିଲ୍ଲାରେ ହଳୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି |
ଏପରି ରାଜ୍ୟରେ ପାଗ ସୁକୀଲା ରହିବ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି | ପାଣିପାଗ ବିଶେଷକ ମାନେ ଆସନ୍ତା ସପ୍ତାହରେ ଫୁଣି ମାଡି ଆସୁଛି ଆଉ ଏକ ଲଘୁଚାପ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି |
Check Also
ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !
ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …