Breaking News

ପୁଣି କମିଲା ସୁନା ଦର !

ପୁଣି କମିଲା ସୁନାଦର ଗତ କଲି ସୁନାଦରରେ ସାମାନ୍ଯ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଆଜି ଏହାର ହ୍ରାସ ଘଟିଛି |ମଲଟି କମ୍ୟୁନିଟି ଏକ୍ସଚେଞ୍ଜ ରେ ଆଜି ସକାଳେ ସୁନାର ଦର ଦଶ ଗ୍ରାମ କୁ ୨୫୦ ଟଙ୍କା ହ୍ରାସ ସହ ୪୫୩୦୦ ଟଙ୍କା ସହ କାରବାର ଚାଲିଥିଲା |ସେହିପରି ରୂପା ପ୍ରତି କିଲୋରେ ଦୁଇ ୩୯୬ ଟଙ୍କା ହ୍ରାସ ସହ ୬୯୨୧୬ ଟଙ୍କାରେ କାରବାର ଚାଲିଥିଲା | ଗତ କିଛି ମାସ ହେବ ସୁନାଦରରେ ଲଗାତାର ହ୍ରାସ ଦେଖିବାକୁ ମିଳିଛି | ଚଳିତ ସପ୍ତାହ ଆରମ୍ଭରୁ ସୁନା ଦର ବୃଦ୍ଧି ଘଟିଥିବା ବେଳେ ଆଜି ଏହା ହ୍ରାସ ଘଟିଛି |


ମଙ୍ଗଳ ବାରଦିନ ସୁନାଦର ଦିଲ୍ଲୀରେ ପ୍ରତି ୧୦ ଗ୍ରାମ କୁ ୭୭୯ ଟଙ୍କା ହ୍ରାସ ସହ ୪୪୭୬୦ ଟଙ୍କାରେ ପହଞ୍ଚିଥିଲା | ଚଳିତ ବର୍ଷ ଜାନୁୟାରୀ ୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବଜାରରେ ୨୪ କ୍ୟାରେଟ ସୁନା ୪୯୬୩ ଟଙ୍କା ସସ୍ଥା ହୋଇଛି | ଗତ ଦଶ ମାସ ଭିତରେ ସୁନା ପାଖାପାଖି ୧୧୦୦୦ ଟଙ୍କା ସସ୍ଥା ହୋଇଛି |

୨୦୨୦ ଅଗଷ୍ଟରେ ସୁନା ୫୬୨୦୦ ରେକୋର୍ଡ୍ସ ସ୍ତରରେ ପହଞ୍ଚିଥିଲା | ଗୁଡ ରିଟର୍ନସରେ ଏହା ରିପୋର୍ଟ ଅନୁସାରେ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ କୁ ୪୫୩୭୦ ଟଙ୍କା ଥିବା ବେଳେ ରୂପା ପ୍ରତି କିଲୋ କୁ ୬୭୯୦୦ ଟଙ୍କା ରହିଛି |

shiny gold and silver jewelery on white table

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଅହିରାଜ ସାପକୁ ଧରି ଚର୍ଚ୍ଚାରେ ମହିଳା , ଭାଇରାଲ ହେବାରେ ଲାଗିଛି ଭିଡିଓ , 1 ଲକ୍ଷ ରୁ ଅଧିକ ଦେଖିସାରିଲେଣି

ବିଷଧର ସାପର ନା ଶୁଣିବା ମାତ୍ରେ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଛା- ନି- ଆ ହେଇଯାଆନ୍ତି। …

Leave a Reply

Your email address will not be published. Required fields are marked *