Breaking News

ବେକାବୁ କୋରୋନା ର ନୂଆ ରୁପ , ଓଡିଶାକୁ ପୁଣି ଫେରିଲା ନାଇଟ କର୍ଫୁ

ଆଜ୍ଞା ହଁ , ବେକାବୁ ସଂକ୍ରମଣ କୁ ରୋକିବା ପାଇଁ ଅସ୍ତ୍ର | ରାଜ୍ୟର ୧୦ ଜିଲ୍ଲା ରେ ଲାଗୁହେବ ରାତ୍ରୀ କାଳୀନ କର୍ଫୁ | ଛତିଶଗଡ ସୀମାକୁ ଲାଗିଥିବା ପଶ୍ଚିମ ଓଡିଶା ର ସାତ ଏବଂ ଦକ୍ଷିଣ ଓଡିଶାର ତିନ ଜିଲ୍ଲା ସୁନ୍ଦରଗଡ , ଝାରସୁଗୁଡା , ସମ୍ବଲପୁର , ବରଗଡ , ବଲାଙ୍ଗିର , ନୂଆପଡା , କଳାହାଣ୍ଡି , ନବରଂଗପୁର , କୋରାପୁଟ, ମାଲକାନଗିରି ରେ ଲାଗୁହେବ ନାଇଟ କର୍ଫୁ |

ଆସନ୍ତା ପାଞ୍ଚ ତାରିଖ ଠାରୁ ଆରମ୍ଭ କରି ଅନାଦେଶ ପର୍ଯ୍ୟନ୍ତ ଏସବୁ ଜିଲ୍ଲାରେ ବଳବତ୍ତର ରହିବ ରାତ୍ରି କାଳୀନ କଟକଣା | ସେଠୀ କରୋନା ର ପ୍ରଭାବ ଦେଖି ରାଜ୍ୟ ସରକାର ନେଇଛନ୍ତି ଏହିଭଳି କଠୋର ନିଷ୍ପତି | ନାଇଟ କର୍ଫୁ ବେଳେ କୌଣସି ବ୍ଯବସାୟିକ ଅନୁଷ୍ଠାନ କିମ୍ବା ଅଫିସ ଖୋଲିବ ନାହିଁ | କେବଳ ଜରୁରୀ କାଳୀନ କାର୍ଯ୍ୟ କଳାପ କୁ ଛାଡି ଅନ୍ୟ ସମସ୍ତ କାର୍ଯ୍ୟ ଉପରେ କଟକଣା ଲାଗିବ | ପେଟ୍ରୋଲ ପମ୍ପ ଏବଂ ସି.ଏନ.ଜି ଷ୍ଟେସନ ଖୋଲା ରହିବ |

 

ହୋମ ଡେଲିଭେରୀ କୁ ଅନୁମତି ମିଳିବ | ଶିଳ୍ପ କାରଖାନା କୁ ଅନୁମତି ମିଳିବ | ଆଇ. ଟି ଏବଂ ଗଣ ମାଧ୍ୟମ କର୍ମଚାରୀ ପରିଚୟ ଦେଖାଇ ଯା ଆସ କରିପାରିବେ | ସେହିଭଳି ଭାବେ ରାଜ୍ୟରେ ଆଉ କିଛି ସ୍ଥାନରେ କଣ୍ଟେଣ୍ଟମେଣ୍ଟ ଜୋନ ଏବଂ ଶଟଡାଉନ ସ୍ଥିତି ବି ଫେରିଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

୩୦୦ ବର୍ଷ ପରେ ଏହି ୨ଟି ରାଶି ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହେବାକୁ ଯାଉଛନ୍ତି, ଦୁନିଆରେ ସବୁ ଠାରୁ କୋଟିପତି ଅଟନ୍ତି ଏହି ୨ଟି ରାଶି, ଏଥି ମଧ୍ୟରେ ଆପଣଙ୍କର ରାଶି ନାହିଁ ତ !

ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନା ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜା …

Leave a Reply

Your email address will not be published.