Breaking News

ବ଼ଡଖବର || ପୁଣି କୋର୍ଟ ରେ ଅନୁଭବ ଆଣିଲେ ସଙ୍ଗିନ ଅଭିଯୋଗ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଓଡିଆ ଜଗତ ର ଲୋକପ୍ରିୟ ଅଭିନେତା ଅନୁଭବ ଏବଂ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ଙ୍କୁ । ଏବେ ସେମାନେ ଦୁହେଁ ଦୁହିଁ ଙ୍କ ଠାରୁ ଅଲଗା ହେବା କୁ ଯାଉଛନ୍ତି । ଅନୁଭବ ଏବଂ ବର୍ଷା ଙ୍କ ମଝି ରେ ଥିବା ବିବାଦ ଯୋଗୁଁ ଏବେ ସେମାନେ ଅଲଗା ହେବାକୁ ଯାଉଛନ୍ତି ଏବଂ ଏ ନେଇ କୋର୍ଟ ତରଫ ରୁ ମଧ୍ୟ ଶୁଣାଣି ଶୁଣା ଯାଇଛି । ତେବେ ଏବେ ତାଙ୍କ ଘଟଣା ରେ ଆସିଛି ନୂଆ ମୋଡୋ |

ବର୍ଷା ଆଣିଥିବା ପାରିବାରିକ ହିଂସା ଅଭିଯୋଗ ମାମଲାରେ ଜିଲ୍ଲା ଜଜ କୋର୍ଟ କୁ ଗଲେ ଅନୁଭବ | ଏସ୍ଡିଜିଏମ କୋର୍ଟ ଙ୍କ ରାୟକୁ ଚ୍ଯାଲେଞ୍ଜ କରି ସେ ଜିଲ୍ଲା କୋର୍ଟ ଙ୍କ ଦ୍ଵାରସ୍ଥ ହୋଇଛନ୍ତି |ପାରିବାରିକ ହିଂସା ଅଭିଯୋଗ ଆଣି ପୂର୍ବ ରୁ ବର୍ଷା ଏସ୍ଡିଜିଏମ କୋର୍ଟ ଯାଇଥିଲେ | ପରେ ତାଙ୍କ ଉପରେ ବାରମ୍ବାର ଘରୋଇ ହିଂସା ହେବାର ସେ ଅଭିଯୋଗ କରିଥିଲେ | ମାମଲା ର ପରବର୍ତ୍ତୀ ହିଂସା କୁ ମୂଳ ମାମଲା ସହ ଯୋଡିବାକୁ ଆବେଦନ କରିଥିଲେ ବର୍ଷା | ଏସ୍ଡିଜିଏମ କୋର୍ଟ ବର୍ଷା ଙ୍କ ପିଟିସନ କୁ ଗ୍ରହଣ କରିଥିଲେ |

ତେବେ ଏସ୍ଡିଜିଏମ କୋର୍ଟ ଙ୍କ ଏହି ରାୟକୁ ଚ୍ଯାଲେଞ୍ଜ କରି ଜିଲ୍ଲା କୋର୍ଟ ଙ୍କ ଦ୍ଵାରସ୍ଥ ହୋଇଛନ୍ତି ଅନୁଭବ |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବହାଘରପରେ ପ୍ରଥମଥର ଅର୍ଚ୍ଚିତାଙ୍କୁ ଛାଡି ବିଦେଶ ଗଲେ ସବ୍ୟସାଚୀ, ଦୁଃଖରେ କାନ୍ଦିଲେ ଅର୍ଚ୍ଚିତା! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା …

Leave a Reply

Your email address will not be published. Required fields are marked *