ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ସରକାରଙ୍କ ଦୁଇଟି ବଡ଼ ଘୋଷଣା ଉଚ୍ଚ ଶିକ୍ଷା ଅନୁଷ୍ଠାନ ପିଲାଙ୍କୁ ଦିଆଯିବ ଅର୍ଥ ରାଶି ଏପ୍ରିଲି ରୁ ଫୁଣି ପ୍ରଥମକି ଛାତ୍ର ଛାତ୍ରୀ ଙ୍କୁ ମଧ୍ୟାନ ଭୋଜନ ଵେବସ୍ତା | ତେବେ ଉଚ୍ଚ ଶିକ୍ଷା ବିଭାଗ ଅଧିନ ବିଭିନ୍ନ ମହାବିଦାଳୟ ଓ ବିଶ୍ଵ ବିଦାଳୟର ୟୁଗ ଯାହାକି ଯୁକ୍ତ ୩ ଓ ପିଜି ପାଠ୍ୟ କ୍ରମରେ ନାମ ଲେଖାଇ ପରବର୍ତୀ ସମୟରେ ବିଭିନ୍ନଶିକ୍ଷା ଅନୁଷ୍ଠାନ କୁ ସ୍ଥାନାନ୍ତର ହୋଇଥିବା ଛାତ୍ର ଛାତ୍ରୀଙ୍କ ଅର୍ଥ ଫେରସ୍ତ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି |
2021 ଓ 2022 ଶିକ୍ଷା ବର୍ଷର ଛାତ୍ର ଛାତ୍ରୀଙ୍କୁ ଅର୍ଥ ବିଭାଗ ପକ୍ଷରୁ ପର୍ଯ୍ୟ କ୍ରମେ ଅର୍ଥ ରାଶି ପ୍ରଦାନ କରାଯିବ ସେହିପରି ସ୍ନାତକ ଯାହାକି ଯୁକ୍ତ ୩ ଓ ସ୍ନାତକତାର ଯାହାକି ପିଡି ପାଠ୍ୟ କ୍ରମରେ ନାମ ଲେଖାଇ କୌଣସି କାରଣରୁ ଯୋଗୁଁ ନାମଲେଖା ସ୍ତାନସ୍ତର କରିଥିବା ପିଲାମାନଙ୍କୁ ସେମାନଙ୍କର ନାମ ଲେଖା ଅର୍ଥ ରାଶି ପ୍ରଦାନ କରାଯାଉଛି ଛାତ୍ର ଛାତ୍ରୀଙ୍କ ବ୍ୟାଙ୍କ ଖାତାରେ ଅର୍ଥ ରାଶି ଦିଆଯିବ |
ଅର୍ଥ ରାଶି ଠିକି ସମୟରେ ଫେରସ୍ତ ନହେବାରୁ କିଛି ଦିନତଳେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଅନ୍ଧୋଲନ କରିଥିଲେ ଆଉ ସେପଟେ ଏପ୍ରିଲି ରୁ ଫୁଣି ଆରମ୍ଭ ହେବ ମଧ୍ୟାନ ଭୋଜନ | ଆସନ୍ତା ଏପ୍ରିଲିରୁ ସ୍କୁଲ ପିଲାଙ୍କ ପାଇଁ ଫୁଣି ଥରେ ମଧ୍ଯନ ଭୋଜନ ଆରମ୍ଭ ହେବ କୋରାନ ସଂକ୍ରମଣ ହ୍ରାସ ପାଇବା ପରେ ପିଲାଙ୍କୁ ମଧ୍ୟାନ ଭୋଜନ ଦେବାକୁ ସରକାର ନିଷ୍ପତି ନେଇଛନ୍ତି |
କୋଭିଡି ଗାଇଡି ଲାଇନି ସହିତ ପିଲାଙ୍କୁ ମଧ୍ୟାନ ଭୋଜନ ଦିଆଯିବ ରୋଷେଇ ଘର ପରିସ୍କାର ରଖିବାକୁ ପରାମର୍ଶ ଦିଆଯାଇଥିଲା ବେଳେ ପିଲାଙ୍କୁ ଗରମ ଖାଦ୍ୟ ଦିଆଯିବାକୁ ପରାମର୍ଶ ଦିଆଯାଇଛି | ଏନେଇ ଗଣ ଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ପାଲଙ୍କୁ ଚିଠି ଲେଖିଛନ୍ତି ତେବେ କୋରାନ କାରଣରୁ ସ୍କୁଲରେ ମଧ୍ୟାନ ଭୋଜନ ଵେବସ୍ତା ବନ୍ଦ ରହିଥିଲା ଏଇ ଥିଲା ବର୍ତ୍ତମାନର ବଡ଼ ଖବର |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …