Breaking News

ପୁଣି ଛାତ୍ରଛାତ୍ରୀଙ୍କ ପାଇଁ ଆଉ କିଛି ବଡ଼ ଖବର ବଦଳିବ ମେଟ୍ରିକ ପରୀକ୍ଷା ର ଢାଞ୍ଚା !

ତେବେ ଦର୍ଶକବନ୍ଧୁ ମ୍ୟାଟ୍ରିକ ପରୀକ୍ଷା କୁ ନେଇ ସରକାରଙ୍କ ବଡ଼ ଘୋଷଣା ଏପ୍ରିଲ 29 ରୁ ମ୍ୟାଟ୍ରିକ ପରୀକ୍ଷା ତେବେ ଆସନ୍ତୁ ଜାଣିବା ଏଥର କେମିତି ହେବ ପରୀକ୍ଷା ଓ କିପରି ହେବ ମୂଲ୍ୟାଙ୍କନ | ତେବେ ଦର୍ଶକବନ୍ଧୁ ଏବେ ଏବେ ବଡ଼ ଘୋଷଣା ମହାମାରୀ ର ପ୍ରକଳ୍ପ କମିଥିବା ବେଳେ ଚଳିତ ବର୍ଷ ହେବ ମ୍ୟାଟ୍ରିକ ପରୀକ୍ଷା ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ |

ଏପ୍ରିଲ 29 ରୁ ମେ 6 ତାରିଖ ପର୍ଯ୍ୟନ୍ତ ହେବ ମ୍ୟାଟ୍ରିକ ପରୀକ୍ଷା ଯଥା ସମ୍ଭବ ପରୀକ୍ଷା ନିଜ ସ୍କୁଲ ରେ କରିବାକୁ ଚେଷ୍ଟା କରିବ ବୋର୍ଡ଼ ଯଦି ନିଜ ସ୍କୁଲ ରେ ପରୀକ୍ଷା ନ ହୋଇପାରିଲା ତେବେ ପାଖ ସ୍କୁଲ ରେ ଦେଇପାରନ୍ତି ଆପଣ ପରୀକ୍ଷା ପରୀକ୍ଷା ସମୟରେ ସେଣ୍ଟର ରେ ଅନ୍ୟ ସ୍କୁଲ ର ଶିକ୍ଷକ ନିୟୋଜିତ ହେବେ |

ମେଟ୍ରିକ ପରୀକ୍ଷା କିପରି ହେବ ମୂଲ୍ୟାଙ୍କନ 3 ଟି ପ୍ରଦ୍ଧତି ରେ ହେବ ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ ଦୁଇଟି ବିକଳ୍ପ ଏବଂ ଗୋଟେ ନୂଆ ମୂଲ୍ୟାୟନ ପ୍ରଦ୍ଧତି ରେ ହେବ ମୂଲ୍ୟାଙ୍କନ ପ୍ରଥମ ପ୍ରଦ୍ଧତି ରେ ସମିଟିବ 1ଓ ଇଣ୍ଟରନେଲ ଆସୋସିଏସନ ର ଦୁଇଗୁଣ ଦ୍ୱତୀୟ ପ୍ରଦ୍ଧତି ରେ ସମିଟିବ 2ର ନମ୍ବର ଦୁଇ ଗୁଣ କରଯିବ |

ତୃତୀୟ ପ୍ରଦ୍ଧତି ରେ ଇଣ୍ଟରନେଲ ଆସୋସିଏସନ ରୁ 20% ସମିଟିବ 1ରୁ 30% ଓ ସମିଟିବ 2 ରୁ 50% ନିଆଯାଇ ନମ୍ବର ହିସାବ କରାଯିବ ଯେଉଁ ପ୍ରଦ୍ଧତି ରେ ଛାତ୍ର ଛାତ୍ରୀ ସର୍ବାଧିକ ମାର୍କ ଥିବ ତାହା ଜୋଡାନ୍ତ କରାଯିବ ତେବେ ଦର୍ଶକବନ୍ଧୁ ଏହା ଥିଲା ବର୍ତ୍ତମାନ ସମୟର ବଡ଼ ଖବର |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.