Breaking News

ପୁଣି ଛାତ୍ରଛାତ୍ରୀଙ୍କ ପାଇଁ ଆଉ କିଛି ବଡ଼ ଖବର ଦେଖନ୍ତୁ…

ବର୍ତ୍ତମାନର ବଡ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ ସୂଚନା ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷା ଅନୁଷ୍ଠାନ ଆଜିଠୁ ଦୁଇଦିନ ଚୁଟି ଘୋଷଣା ନିର୍ଦ୍ଦେଶ ଦେଲ ଜିଲ୍ଲା ପାଳ । ଆଜି ଓ ଆସନ୍ତା କାଲି ଖୋର୍ଦ୍ଧା ଜିଲ୍ଲା ରେ ସବୁ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ । ଏ ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ପାଳ ସୂଚନା ଅଛି ଆସନ୍ତା କଲି ପୌର ନିର୍ବାଚନ ମତ ଦାନ ହେବ |

ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି ଆଜି ବିଭିନ୍ନ ବୁଥ ବା ପୁଲିଂ ପାଟି ଯାହାକୁ ନଜରରେ ରଖି ଏହି ନିଷ୍ପତି ନିଆଯାଇଛି । ଆସନ୍ତା କାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ ଆରମ୍ଭ ହେବ । ରାଜ୍ୟର ୪୭ ପୌର ପରିଷଦ ୬୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୩ଟି ମହାନଗର ନିଗମ ରେ ହେବ ନିର୍ବାଚନ।

ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ରେ ମତଦାନ ପାଇଁ ବ୍ୟବସ୍ଥା କରିଛନ୍ତି ଅଧିକାରୀ । ଭୁବନେଶ୍ୱର ମହାନିଗର ନିଗମ ରେ ସଶକ୍ତି ୱାର୍ଡ ପାଇଁ ୭୦୫ ଟି ମତଦାନ କେନ୍ଦ୍ର ହୋଇଛି ୨୨ ହଜାର ପୁଳିଂ କର୍ମଚାରୀ ନିଯୋଜିତ ହେବେ ।

ପ୍ରତେକ ପୁଲିଂ ପାଟି ରେ ଜଣେ ଅଫିସର୍ ଓ ଚାରିଜଣ ପୁଲିଂ ଅଫିସର୍ ରହିବେ ମୋଟ 1737 ୱାର୍ଡରେ ହେବ ପୌରପରିଷଦ ନିର୍ବାଚନ ୪୩୭୩ ବୁଥ୍ ରେ ଚାଳିଶ ଲକ୍ଷ୍ୟ ପଞ୍ଚାବନ ହଜାର ଭୋଟର ସେମାନଙ୍କର ମତ କରିବେ ପୌର ନିର୍ବାଚନ ରେ ୧୯୫ ପୋଲିସ ଫୋର୍ସ ମୁତୟନ କରିବେ |

।BMC ପାଇଁ ୩୦ ଏବଂ CMC ପାଇଁ ୨୦ ଏବଂ ବରମ୍ପୂର୍ ମହାନଗର ନିଗମ ପାଇଁ ୧୦ ପ୍ଲାନ୍ତୁନ ପୋଲିସ ଫୋର୍ସ ମୁତନ ରହିବେ । ଏହାଥିଲା ବର୍ତ୍ତମାନ ର ବଡ ଖବର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ ଘୋଷଣା ଗୁରୁତ୍ବ ପୂର୍ଣ୍ଣ ସୂଚନା ।ଖୋର୍ଦ୍ଧା ଜିଲ୍ଲା ର ସମସ୍ତ ଶିକ୍ଷା ଅନୁଷ୍ଠାନ ୨ ଦିନ ପାଣି ପାଇଁ ଛୁଟି ଘୋଷଣା |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.