Breaking News

ପୁଣି ବଢ଼ିଲା ସୁନା ଦର ଜାଣନ୍ତୁ ଆପଣଙ୍କ ସହରରେ କେତେଟଙ୍କା ରହିଛି ଦାମ ?

ଦର୍ଶକବନ୍ଧୁ ଜାଣି ନିଅନ୍ତୁ ଫୁଣି ବଢ଼ିଲା ସୁନା ଦର ଜଣାନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଦର | ଆଜି ଭାରତୀୟ ବଜାରରେ 22 କ୍ୟାରେଟ ସୁନାର ଦର 10 ଗ୍ରାମ ପ୍ରତି 44810 ଟଙ୍କା ରହିଥିଲା ବେଳେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 48920 ରହିଛି |

ଉଭୟରେ 22 କ୍ୟାରେଟ ଓ 24 କ୍ୟାରେଟ ସୁନାର ମୂଲ୍ୟ ରହିଛି 46800 ଟଙ୍କା ଓ 51060 ଟଙ୍କା ଥିଲା ବେଳେ ରେକର୍ଡ଼ ହେଇଥିବା ନୂଆ ଦିଲ୍ଲୀରେ ଏହି ଦର ଯଥାକ୍ରମେ 46810 ଓ 51060 ରହିଛି | ତେବେ ଦେଶର ପ୍ରମୁଖ ସହର ମାନଙ୍କରେ ସୁନାର ଦର କିଛିଟା ପରିବର୍ତ୍ତନ ଆସିଛି |

ରାଜଧାନୀ ଭୁବନେଶ୍ୱର 22 କ୍ୟାରେଟ ଓ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 46810 ଟଙ୍କା ଓ 51060 ଟଙ୍କା ହେଇଛି | ପ୍ରମୁଖ ସହର ଚେନ୍ନାଇରେ 22 କ୍ୟାରେଟ ସୁନାର ମୂଲ୍ୟ 46208 ଥିଲା ବେଳେ 24 କ୍ୟାରେଟ ସୁନାର ମୂଲ୍ୟ 51500 ଟଙ୍କା ରେକର୍ଡ ହେଇଛି |

ସେଭଳି ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ 46810 ଓ 51060 ଟଙ୍କା ରହିଛି ତେବେ ଆଜିର ରୂପା କିଲୋ ଗ୍ରାମ ପ୍ରତି 63000 ରହିଥିଲା ବେଳେ ରେକର୍ଡ ହେଇଛି ଯଦି ସୁନାର ସତ୍ୟତା ଯାଣିବାକୁ ଚାହୁଁଛନ୍ତି ତେବେ ଫ୍ରୀ ଆଇଏଏସ କେରୟ ଅପାରେ ଯାଇ ଯାଞ୍ଚ କରିପାରିବେ ଏହି ଆପ ମାଧ୍ୟମରେ ସୁନାର ଯାଞ୍ଚ କରିଯିବା ସହ ଏହା ସହିତ କୌଣସି ଜିନିଷକୁ ନେଇ ଅଭିଯୋଗ କରିପାରିବେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.