ନମସ୍କାର ବନ୍ଧୁଗଣ ଆସିଗଲା ସରକାରଙ୍କ ବଡ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ଆସିଲା ମାର୍ଗ ଦର୍ଶିକା ଗ୍ରୀଷ୍ମ ପ୍ରଭାବରେ ସ୍କୁଲ ପରିଚାଳନା ପାଇଁ ନୂଆ ମାର୍ଗ ଦର୍ଶିକା ତେବେ ଦର୍ଶକବନ୍ଧୁ ଛାତ୍ର ଛାତ୍ରୀ ଙ୍କ ପାଇଁ ଆସିଲା ନୂଆ ଗାଇଡି ଲାଇନି ତେବେ କଣ ରହିଛି ଏହି ଗାଇଡ଼ ଲାଇନ ଆସନ୍ତୁ ଜାଣିବା |
ତେବେ ବନ୍ଧୁଗଣ ତାପ ମାତ୍ରାକୁ ଆଖି ଆଗରେ ରଖି ଓ ସେବା ଯାହାକି ଓଡିଶା ବିଦ୍ୟଳୟ ଶିକ୍ଷା କାର୍ଯ୍ୟ କର୍ମ ପ୍ରଥି କରଣ ଶିକ୍ଷାକୁ ଆଖି ଆଗରେ ରଖି ପିଲାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବିଶେଷ ଦୃଷ୍ଟି ଦେବାକୁ ନିଦେର୍ଶ ନାମା ଜାରି କରିଛନ୍ତି |
ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକଳ୍ପ ସଂଯୋଗକୁ ପିଲାଙ୍କ ପାଇଁ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ମୋ ସେବା ନିଦର୍ଶକ ଅନୂପୁ ସାହା କହିଛନ୍ତି | ତେବେ ସେହି ପରି ଗଣ ଶିକ୍ଷା ମନ୍ତ୍ରୀ ପ୍ରମୁଖ ଶାସକ ଶାସନ ସଚିବ ବିଷ୍ଣୁ ପଦ ସେଠି ମଧ୍ୟ ଗ୍ରୀଷ୍ମ ପ୍ରଭାବରେ ସ୍କୁଲ ଗୁଡିକର ପରିଚାଳନା ପାଇଁ ମାର୍ଗ ଦର୍ଶିକା ଜାରି କରିଛନ୍ତି |
ପିଲାଙ୍କୁ ସାଥିରେ ପାଣି ବୋତଲ ଧରି ଶିକ୍ଷା ଅନୁଷ୍ଠାନ ଆସିବାକୁ ସଚିବ ପରାମର୍ଶ ଦେଇଥିଲା ବେଳେ ଅଭିଭାବକ ମାନେ ଏ ଦିଗରେ ସଚେତନ ହେବାକୁ କହିଛନ୍ତି ତେବେ ସ୍କୁଲ ରେ କୌଣସି ପ୍ରକାରର ଖେଳ ନକରିବାକୁ ପ୍ରଧାନ ଶିକ୍ଷକ ମନକୁ ନିଦେର୍ଶ ଦେଇଛନ୍ତି |
ଶିକ୍ଷା ଅନୁଷ୍ଠାନରେ ନଳ କୂପ ମରାମତି ପାଇଁ ନିଦେର୍ଶ ଦେଇଛନ୍ତି ଏଇ ଥିଲା ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଘୋଷଣା ଆସିଲା ନୂଆ ଗାଇଡି ଲାଇନି ଯାହା ଆପଣ ମାନେ ଜାଣି ରଖିବା ନିହାତି ଦରକାର ଥିଲା |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …