Breaking News

BIG Breaking : ପୂଜାରୀ ସହିତ ଫେରାର୍ ହେଲା ନାବାଳିକା | ରାତିରେ ଯାହାହେଲା ଜାଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ ଛୋଟ ଛୁଆ ଦେଖନ୍ତୁ ନାହିଁ…

ଆସିଲା ବଡ଼ ଖବର ପୂଜାରୀ ସହିତ ଫେରାର ହେଲେ ନାବାଳିକା ଓ ତାପରେ କ’ଣ ହେଲା ,ଆସନ୍ତୁ ଜାଣିବା ସଂପୂର୍ଣ୍ଣ କଥା । ଭଗବାନ ଙ୍କୁ ପୂଜା କରିବାକୁ ଝିଅ ଯାଇଥିଲା ମନ୍ଦିର କୁ କିନ୍ତୁ ପୂଜକ ସହିତ ହୋଇଗଲା ଫେରାର କଥା ଶୁଣିବାକୁ ଅଜବ ଲାଗୁଥାଇ ପାରେ ମନମୁଣ୍ଡା ଥାନା ସୁନ୍ଧି ପଦାର ପଞ୍ଚ।ୟତ ନଦୀଆ ନଗରୀ ଗ୍ରାମ ରୁ ଏହି ଭଳି ଏକ ଘଟଣା ଆସିଛି ।

ଏଠାରେ ୫୦ ବୟସର ପୂଜକ ନିଜ ଠାରୁ ୩୦ ବୟସର ସାନ ଜଣେ ଯୁବତୀ ଙ୍କୁ ନେଇ ଫେରାର୍ ହୋଇ ଯାଇଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଗୁପ୍ତ ଗ୍ରାମର ବାସୁଦେବ ଙ୍କ ଝିଅ ରଞ୍ଜୁ ୭ ତାରିଖ ସନ୍ଧ୍ୟା ସମୟ ରୁ ଘରୁ ନିଖୋଜ ହୋଇ ଯାଇଥିଲେ । ଏଥି ନେଇ ରାଞ୍ଜୁ ଙ୍କ ପରିବାର ତରଫ ରୁ ୯ତାରିଖ ରେ ଅଭିଯୋଗ କରାଯାଇ ଥିଲା ।

ବହୁତ ଖୋଜା ଖୋଜି ପରେ ଉକ୍ତ ଗ୍ରାମର ଶିବ ମନ୍ଦିର ରେ ବହୁଥିବା ପୂଜକ ଥିବା ସୁବର୍ଣ୍ଣ ପୁର ଜିଲ୍ଲା ବୀରମହାରାଜ ପୁର କାଦର ଗ୍ରାମର ରାଜେନ୍ଦ୍ର ଦେଉଳୀଙ୍କ ସହିତ ରଂଜୁ ଫେରାର ହୋଇଯାଇଥିଲେ l ଏହା ଜାଣିବାକୁ ମିଳିଥିଲା କି ରାଜେନ୍ଦ୍ର ବିବାହିତ ଏବଂ ତାଙ୍କର ତିନୋଟି ପୁଅ ଥାଇ ମଧ୍ୟ ରଞ୍ଜୂ ତାଙ୍କୁ ବାହା ହେବ ପାଇଁ ଜିଦ୍ ଧରି ବସିଥିଲେ ।

ଯୁବତୀ ଜଣଙ୍କ ସାବଳିକା ହୋଇଥିବାରୁ ଏଥିରେ ପରିବାର ଲୋକେ ଏବଂ ପୋଲିସ ମଧ୍ୟ କିଛି କରିପାରି ନଥିଲା । ରଞ୍ଜୂ ଙ୍କୁ ତାଙ୍କ ପରିବାର ଲୋକେ ବୋହୁତ ବୁଝାଇ ବା ସତେ ବି ସେ ରାଜେନ୍ଦ୍ର ଙ୍କୁ ବିବାହ କରିବା ନିଷ୍ପତି ରେ ଅଟଳ ରହିଥିଲେ । ରାଜେନ୍ଦ୍ର ୧୦ଦିନ ମଧ୍ୟରେ ରଂଝୁ ଙ୍କୁ ରେଜେଷ୍ଟି ବିବାହ କରିବେ ବୋଲି ଏକ ରାଜିନାମାରେ ହସ୍ତକ୍ଷର କରିଛନ୍ତି । ଅନ୍ୟପକ୍ଷରେ ପୂଜକ ଜନକ ଗୁଣି ଗାରେଡ଼ି କରିଛି ବୋଲି ଲୋକେ କହିଛନ୍ତି କିନ୍ତୁ ରାଜେନ୍ଦ୍ର ଏହା କୁ ଖଣ୍ଡନ କରିଛନ୍ତି ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.