Breaking News

ପୂଜା ସମୟରେ ନଡିଆ ଖରାପ ପଡିବା ଶୁଭ ନା ଅଶୁଭ ! ଜାଣିଲେ ଖୁସି ହୋଇଯିବେ ପାଗଳ।

ନମସ୍କାର ବନ୍ଧୁଗଣ ଅଧିକାଂଶ ସମୟରେ ପୂଜା ପାଇଁ ବ୍ୟବହାର କରୁଥିବା ନଡ଼ିଆ ଯଦି ଖରାପ ପଡେ ତେବେ ଲୋକଙ୍କ ମନ ଭିତରେ ଭୟ ରହିଯାଇଥାଏ କିଛି ଅଶୁଭ ହବ ବୋଲି ଭାବନ୍ତି ମୋ ଉପରେ ଭଗବାନ ଅସନ୍ତୁଷ୍ଠ ହୋଇଯାଇଛନ୍ତି ଆଗକୁ କୌଣସି ଖରାପ ଘଟଣା ହେବାକୁ ଯାଉଛି ବୋଲି ବହୁ ମନ ଭିତରେ ଏହି କଥା ରହି ଥାଏ |

ତେଣୁ ଆପଣଙ୍କୁ ଏହି ସମ୍ପର୍କ ବିଷୟରେ କହିବାକୁ ଯାଉଛି ଯାହାକୁ ଶୁଣିବା ପରେ ଆପଣ ମାନେ ପୂଜା କରିବାକୁ ଯାଉଥିବା ନଡ଼ିଆ ଖରାପ ବାହାରିଲେ ତାହା ଶୁଭ ନ ଅଶୁଭ ଅଟେ | ବନ୍ଧୁଗଣ ଏହା ପଛରେ କିଛି କାରଣ ରହିଛି ବନ୍ଧୁଗଣ ନଡ଼ିଆ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ଜଣା ପଡିଥାଏ ତାଙ୍କର ପୂଜାରେ ନଡ଼ିଆ ନିହାତି ଜରୁରୀ ଅଟେ |

ପୂଜା ପାଇଁ ନଡ଼ିଆ ଯଦି ଖରାପ ବାହାରେ ତେବେ ଏହା ଅର୍ଥ ନୁହେଁ ଅଶୁଭ ହେବାକୁ ଯାଉଛି ବରଂ ଏହା ଏକ ଶୁଭ ସଂକେତ ଖରାପ ନଡ଼ିଆ କୁ ଶୁଭ ବୋଲି ମାନାଯାଇଥାଏ | ଏହା ପଛରେ ମଧ୍ୟ ଖାସ କାରଣ ରହିଛି କୁହାଯାଏ ଯେ ନଡ଼ିଆ ଭଙ୍ଗିବା ସମୟରେ ଯଦି ନଡ଼ିଆ ଖରାପ ବାହାରେ ଜାଣି ନିଅନ୍ତୁ ଭଗବାନ ବିଷ୍ଣୁ ପ୍ରସନ୍ନ ଅଛନ୍ତି |

ଏଥି ପାଇଁ ଭିତରୁ ପୁରା ସୁଖୀ ଯାଇଛି କେବେ ସେଥିକି ନୁହେଁ ମନକାମନା ପୁରଣ ହେବାରୁ ସଂକେତ ମଧ୍ୟ ରହିଥାଏ | ଏହି ସମୟରେ ଅପ[ଆପଣ ଭଗବାନ ସାମ୍ନାରେ ଯେଉଁ ଇଛି ପ୍ରକାଶ କରିଥାନ୍ତି ତାହା ନିଚୟ ରୂପରେ ଫଳ ମିଳିଥାଏ | ଯଦି ନଡ଼ିଆ ଭଙ୍ଗିବା ସଂୟରେ ତାହା ଭଲ ବାହାରେ ତେବେ ଏହା ସମସ୍ତଙ୍କ ଭିତରେ ବାଣ୍ଟି ବେବା ଦରକାର ଏଭଳି କରିବା ଦ୍ୱାରା ଶୁଭ ହୋଇଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.