ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି ଅନେକ ଜିନିଷ ଅଛି ଯାହାକୁ ଘରେରଖିବା ଶୁଭ ବୋଲି କୁହାଯାଏ ଏହାକୁ ଘରର ସୁଖ ସମୃଦ୍ଧି ବୃଦ୍ଧି ହୁଏ ବୋଲି କୁହାଯାଏ ସେହିଭଳି ପୂଜା ଶାସ୍ତ୍ର ରେ ମଧ୍ୟ ବାସ୍ତୁ ସହ ଜଡିତ ନିୟମ ପାଳନ କରିବା ଉଚିତ ବିଶେଷ କରି ପୂଜାରେ ବ୍ୟବହାର ହେଉଥିବା ଜିନିଷ କୁ ଭୂମି ଉପରେ ରଖନ୍ତୁ ନାହିଁ ଏହା ଦ୍ୱାରା ପୂଜାର ଫଳ ନ ମିଳିବା ସହ ବାସ୍ତୁ ଦୋଷ ବଢିଥାଏ ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଭୂମି ଉପରେ ରଖିବା ଉଚିତ ନୁହେଁ |
ଭଗବାନଙ୍କ ମୂର୍ତ୍ତି କିମ୍ବା ଫୋଟୋ ଭୂମି ଉପରେ ରଖନ୍ତୁ ନାହିଁ ଅନେକ ସମୟରେ ଲୋକମାନେ ସଫା କରୁଥିବା ସମୟରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫୋଟୋ କୁ ଭୂମି ଉପରେ ରଖି ଦିଅନ୍ତି ବାସ୍ତୁ ଅନୁସାରେ ଘରେ ଏହା ଦ୍ୱାରା ବାସ୍ତୁ ଦୋଷ ଦେଖା ଦେବା ସହ ଚିନ୍ତା ବୃଦ୍ଧି ଏବଂ ଆର୍ଥିକ ସମସ୍ୟା ଦେଖା ଦେଇପାରେ ସେଥିପାଇଁ ଏହାକୁ ସଫା ଲୁଗା ବା ସଫା ଜାଗାରେ ରଖିବା ଉଚିତ |
ଭୁଲ ରେ ମଧ୍ୟ ଶିବ ଲିଙ୍ଗ କୁ ଭୂମି ଉପରେ ରଖନ୍ତୁ ନାହିଁ ଅନେକ ସମୟରେ ମନ୍ଦିର ସଫା କରିବା ସମୟରେ ଶିବ ଲିଙ୍ଗ କୁ ଭୂମି ଉପରେ ରଖି ଦେଇଥାନ୍ତି ଏହା ଦ୍ୱାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ ତେଣୁ ଭଗବାନ ପ୍ରତୀକ ଶିବ ଲିଙ୍ଗ କୁ ଭୂମି ଉପରେ ନରଖି ସଫାକାପଡ଼ା ଏବଂ ପରିସ୍କାର ଜାଗା ଉପରେ ରଖିବା ଉଚିତ |
ଭୁଲ ରେ ମଧ୍ୟ ଭୂମି ଶଙ୍ଖ କୁ ଭୂମି ଉପରେ ରଖନ୍ତୁ ନାହିଁ ଶଙ୍ଖ ବଜାଇବା ଦ୍ୱାରା ଘରେ ରହୁଥିବା ସମସ୍ତ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ତେଣୁ ଏହାକୁ କେବେ ମଧ୍ୟ ଭୂମି ଉପରେ ରଖନ୍ତୁ ନାହିଁ ଏହା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ତେଣୁ ଏହାକୁ ବ୍ୟବହାର କରି ସାରିବା ପରେ ଠାକୁର ଘରେ ରଖନ୍ତୁ ||
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …