Breaking News

ପୂଜା କରିବା ବେଳେ କାହିଁକି ଲଗାଯାଏ ଧୂପକାଠି ଜାଣନ୍ତୁ ଏହା ପଛର କାରଣ…!

ନମସ୍କାର ବନ୍ଧୁଗଣ ପୂଜା କରିବା ବେଳେ କାହିଁକି ଲଗାଯାଏ ଧୂପ କାଠି ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି ରହସ୍ୟ। ଦର୍ଶକ ବନ୍ଧୁ ପ୍ରାୟ ସବୁ ପୂଜାରେ ଧୂପ କାଠି ଜଳା ଯାଇଥାଏ ତେବେ ମନ୍ଦିରରେ ପୂଜା ହେଉ କିମ୍ବା ଘରର ପୂଜା ଧୂପ କାଠି ବିନା ସବୁ ପୂଜା ଅଧୁରା ରହିଥାଏ ଏପରିକି ଗୃହ ପ୍ରବେଶ ଉଦଘାଟନ ଭଳି ଶୁଭ କାର୍ଯ୍ୟରେ ମଧ୍ୟ ଧୂପ କାଠି ଲାଗିଥାଏ।

ପବିତ୍ର ନଦୀରେ ଦୀପ ଦାନ କରିବା ବେଳେ ବି ଧୂପ କାଠି ଜଳା ଯାଇଥାଏ | ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଛନ୍ତି କି ପୂଜା ସମୟରେ ଧୂପ କାଠି କାହିଁକି ବ୍ୟବହାର କରାଯାଏ ଏହା ପଛରେ ଗୋଟିଏ କାରଣ ଏଥିରୁ ସୁଗନ୍ଧିତ ଧୂପ ଆସିଥାଏ ପରିବେଶର ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକତା ଭରି ଦେଇଥାଏ।

ଧୂପ କାଠିର ବାସ୍ନା ମନକୁ ଶାନ୍ତି ଦେଇଥାଏ ମନର ପବିତ୍ରତା ଆଣିଥାଏ ଧୂପ କାଠିରେ ବିଭିନ୍ନ ପ୍ରକାର ଜଡ଼ିବୁଟି ଫୁଲର ଅର୍ଥ ବ୍ୟବହାର ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧୂପ କାଠି ଜଳାଇବା ଦ୍ଵାରା ଭଗଵାନ ପ୍ରସନ୍ନ ହୁଅନ୍ତି ସମସ୍ତ ଦେବା ଦେବୀଙ୍କର ଅଲଗା ଅଲଗା ସୁଗନ୍ଧର ଧୂପ କାଠି ପ୍ରିୟ |

ଯେପରିକି ମା ଲକ୍ଷ୍ମୀଙ୍କୁ ଗୋଲାପର ବାସ୍ନା ମହାଦେବଙ୍କୁ କିଆଁ ଫୁଲର ବାସ୍ନା ପ୍ରସ୍ତୁତି ଧୂପ କାଠି ଖୁବ୍ ପ୍ରିୟ ଅଟେ ତେବେ ଦର୍ଶକ ବନ୍ଧୁ ଏହି କାରଣ ପାଇଁ ପୂଜା କରିବା ସମୟରେ ଲଗା ଯାଇଥାଏ ଧୂପ କାଠି। ତେବେ ଦର୍ଶକବନ୍ଧୁ ଆପଣଙ୍କର ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.