Breaking News

ପୂଜା କରିବା ସମୟରେ ଆଖିରେ ଲୁହ ଆସିବା, ହାଇ ଆସିବା ର କାରଣ ଜାଣିଲେ ଆପଣ ଚକିତ ହୋଇଯିବେ…

ପୂଜା କରିବା ସମୟରେ କଣ ଆପଣଙ୍କ ଆଖିରେ ଲୁହ ଆସେ ଯଦି ଆସେ ତାହେଲେ ଆପଣ ଏହି ଲେଖା ଟିକୁ ଶେଷ ପଯ୍ୟନ୍ତ ପଢନ୍ତୁ ମୁ ଆପଣ କୁ କହିବି ଯାହା ଦ୍ୱାରା ଜାଣିପାରିବେ ଆପଣଙ୍କ ଉପରେ ଅଲୌକିକ ଶକ୍ତି ଅଛି କି? ଆମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ଆରମ୍ଭରୁ ସବୁଆଡେ କେବଳ ଖାଲି ଥିଲା ଏହା ପରେ ହଠାତ ବିଶାଳକାୟ ଶିବ ଲିଙ୍ଗ ପ୍ରକଟ ହେଲା |

ତାହାଦ୍ୱାରା ସମ୍ପୂର୍ଣ ବ୍ରହ୍ମାଣ୍ଡ ଆଲୋକରେ ଭରିଗଲାତାହାର କିଛି ସମୟ ପରେ ପଦାର୍ଥର ନିର୍ମାଣ ହେଲା ଜଳ ଧାତୁ ବାୟୁ ଅଗ୍ନି ଏଭଳି କିଛି ଜିନିଷର ନିର୍ମାଣ ହେଲା |ଏହୁଥିରି ମନଜାଏଯେ ସବୁଥିରେ ଭଗବାନ ଶିବ ଶଙ୍କରଙ୍କର ବାସ ଅଟେ ଆପଣ ଯେବେବି ପୂଜା ପଠା କରିବାକୁ ବସିଯାନ୍ତ ଏବଂ ଧ୍ୟାନରେ ବସିଯାନ୍ତି ସେତେବେଳେ ଆପଣଙ୍କ ଆତ୍ମା ଭଗବାନଙ୍କ ସହ ଯୋଡି ହୋଇଯାଏ ଇଶ୍ୱର ସର୍ବବ୍ୟାପି ସମସ୍ତ ସଯିବ ଓ ନିର୍ଜୀବ ଜିନିଷ ରେ ତାଙ୍କର ବାସ ଆଟନ୍ତି |

ଏହି କାରଣରୁ ଯେବେ ଆପଣଙ୍କ ଅନ୍ତର ଆତ୍ମା ଇଶ୍ୱରଙ୍କ ସହ ଯୋଡି ହୋଇଯାଏ ସେତେବେଳେ ଇଶ୍ୱର ଆପଣଙ୍କୁ କିଛି ସଂକେତ ଦେଇଥାନ୍ତିଏହି ସଂକେତ ବହୁତ ସାଧାରଣ ହେଇଥାଏ ଆପଣଙ୍କ ଅନୁଭବ କରିଥିବେ ଯେବେ ଆମେ ଇଶ୍ୱରଙ୍କ ସହ ଜଡିତ କଥା ଶୁଣୁଥାଉ ସେତେବେଳେ ଆମର ରୁମ ଟାଙ୍କୁରୀ ଉଠେ ଏବଂ ଆମ ଆଖିରେ ଲୁହ ଆସିଯାଏ ଏବଂ ଆମର ଇଶ୍ୱରଙ୍କ ଉପରେ ବିଶ୍ୱାସ ଦୃଢ ହେବାକୁ ଲାଗେ |

ବନ୍ଧୁ ଆପଣଙ୍କୁ ଯଦି ଏଭଳି ସଂକେତ ମିଳେ ଲେଖା ଟିକୁ ଶେଷ ଯାଏ ପଢନ୍ତୁ ଆଜିର ଏହି ଲେଖା ଉପରେ ଏମିତି କିଛି ସଂକେତ ବିଷୟରେ ଲେଖିବି ଯଦି ଆପଣଙ୍କୁ ଧ୍ୟାନ କରିବା ସମୟରେ ଏଭଳି ସଂକେତ ମିଳେ ତାହେଲେ ବୁଝିଯାନ୍ତୁ ଯେ ଇଶ୍ୱର ଆପଣଂକୁ କିଛି କହିବାକୁ ଚାହୁଁଛନ୍ତି ଚାଲନ୍ତୁ ଜାଣିବା ଯଦି ଆପଣ ଇଶ୍ୱରଙ୍କ ଆରାଧନାରେ ବସିଛନ୍ତି ହଠାତ ଆଖିରେ ଲୁହ ଆସିଯାଏ ଏହା ଇଶ୍ୱରଙ୍କ ସଂକେତ |

ଆପଣଙ୍କ ଆତ୍ମା ର ଇଶ୍ୱରଙ୍କ ଶକ୍ତି ସହିତ ମିଳନ ହେଇଯାଇଛି ଏହି ସମୟରେ ଆପଣ ନିଜର ମନକାମନା କୁହନ୍ତୁ ଏହି ସମୟରେ ଇଶ୍ୱରଙ୍କୁ କହିଥିବା ପ୍ରତ୍ୟକ ପ୍ରାର୍ଥନାର ଫଳ ମିଳିଥାଏ ଅଥିକାଂଶ ଲୋକ ଏହାକୁ ମିଛ ଭାବି ଧ୍ୟାନ ଦିଅନ୍ତି ନାହିଁ | ପରନ୍ତୁ ଇଶ୍ୱରଙ୍କୁ ମାଗିବାର ସର୍ବୋତ୍ତମ ସମୟ |

ଯେବେ ଆପଣ ପୂଜା କରନ୍ତି ଆପଣଙ୍କ ଆଖିରେ ଲୁହ ଆସିଯାଏ ତେବେ ଆପଣ ଆପଣଙ୍କ ଦୁଃଖ ଓ କଷ୍ଟ ର ନିବାରଣ ପାଇ ପ୍ରାର୍ଥନା କରନ୍ତୁ ତା ସହ ମନା ଯାଏ ଯେ ଆପଣଙ୍କ ମନର ଖରାପ ସବୁ ସଫା ହେଇଯାଇଛି ବନ୍ଧୁ ଆପଣଙ୍କର ଯଦି ପୂଜା କରିବା ସମୟରେ ଲୁହ ଆସୁଛି ତେବେ ଏହି ପୋଷ୍ଟ ରେ କମେଣ୍ଟ କରି ଜଣାନ୍ତୁ |

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.