Breaking News

ପୂଜାର୍ଚ୍ଚନା ବେଳେ ଭୂମିରେ ରଖନ୍ତୁ ନାହିଁ ଏସବୁ ଜିନିଷ, ନଚେତ୍ ଦେଖାଦେଇପାରେ ଆର୍ଥିକ ସଙ୍କଟ !

ଦର୍ଶକବନ୍ଧୁ ବାସ୍ତୁ ଅନୁସାରେ ଏମିତି କିଛି ଜିନିଷ ଅଛି ଯାହାକି ଘରେ ରଖିବା ଶୁଭ ହୋଇଥାଏ | ଏହା ଦ୍ଵାରା ବାସ୍ତୁ ଦୋଷ ତଳିବ ସହିତ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆସିଥାଏ ସେହିପରି ପୂଜା ପାଠ ରେ ମଧ୍ୟ ବାସ୍ତୁ ଜଡ଼ିତ ନିୟମ କୁ ପାଳି ବା ଉଚିତ୍ ବିଶେଷ କରି ପୂଜା ରେ ବ୍ୟବହୃତ ହେଉଥିବା ଜିନିଷ କୁ ତଳେ ରଖନ୍ତୁ ନାହିଁ | ଏହା ଫଳରେ ପୂଜା ର ଫଳ ନମିଳିବା ସହ ବାସ୍ତୁ ଦୋଷ ବଢ଼ିଥାଏ ତେବେ ଚାଲନ୍ତୁ ଜାଣିବା କେଉଁ ଦିନିଶ ଭୂମି ଉପରେ ରଖିବା ଉଚିତ୍ ନୁହେଁ ଭଗବାନ ଙ୍କ ଭୂମି କିମ୍ବା ଫୋଟୋ ଭୂମି ଉପରେ ରଖନ୍ତୁ ନାହିଁ ଅନେକ ସମୟ ରେ ଘର ସଫା କରୁଥିବା ସମୟ ରେ ଠାକୁର ଙ୍କ ଫୋଟୋ କୁ ତଳେ ରଖିଦିଆନ୍ତି |

ବାସ୍ତୁ ଅନୁସାରେ ଏହା ଘରେ ବାସ୍ତୁ ଦୋଷ ହେବ ସହ ଘରେ ଚିନ୍ତା ବୃଦ୍ଧି ଏବଂ ଆର୍ଥିକ ଅସୁବିଧା ଦେଖାଦେଇଥାଏ ତେଣୁ ତାହାକୁ ସବୁବେଳେ ସଫା କପଡା ବା ସଫା ସ୍ଥାନ ରେ ରଖିବା ଉଚିତ୍ ଭୁଲ ରେ ସୁଧ ଶିବ ଲିଙ୍ଗ କୁ ଭୂମିଉପରେ ରଖନ୍ତୁ ନାହିଁ ପ୍ରାୟ ତ ଲୋକ ମାନେ ମନ୍ଦିର ସଫା କଲାବେଳେ ଶିବ ଲିଙ୍ଗ କୁ ଭୂମି ଉପରେ ରଖିଦାଇଥନ୍ତି | ଏହା ଦ୍ଵାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ ତେଣୁ ଏହାକୁ ସଫା କପଡା ବା ଭଳାଞ୍ଜଗ ରେ ରଖିବା ଉଚିତ୍ ଭୁଲରେ ବି ଭୂମି ଉପରେ ରଖନ୍ତୁ ନାହିଁ ଶଙ୍ଖ ଶଙ୍ଖ ବଜାଇବା ଦ୍ଵାରା ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହୋଇଥାଏ

ଏଥି ସହିତ ଶଙ୍ଖ କୁ ମା ଲକ୍ଷ୍ମୀ ଙ୍କ ଭାଇ ମଧ୍ୟ କୁହାଯାଇଥାଏ ତେଣୁ ଏହାକୁ କେବେ ଭୂମି ଉପରେ ରଖନ୍ତୁ ନାହିଁ ଏହା କରିବା ଦ୍ୱାରା ଲକ୍ଷ୍ମୀ ଅସନ୍ତ୍ଵସ୍ତ ହୋଇଥାନ୍ତି ତେଣୁ ଏହାକୁ ବ୍ୟବହାର କରିସାରିବା ପରେ ଠାକୁର ଘରେ ରଖନ୍ତୁ ଫୁଲ ଓ ଧୂପ ଭାଗବତ ଗୀତା ଅନୁସାରେ ଧୂପ, ଦ୍ଵୀପ,ଯନ୍ତ୍ର,ତୁଳସୀ ପତ୍ର, ଚନ୍ଦନ,କର୍ପୁର,ଚନ୍ଦନ,କର୍ପୁର ମାଲ ଆଦି ଜିନିଷ ଅତ୍ୟନ୍ତ ପବିତ୍ର ଅଟେ | ଏହା ପୂଜା ପାଠ ରେ ବ୍ୟବହାର ହୋଇଥିବାରୁ ଏହାକୁ ତଳେ ରଖିବା ଅଶୁଭ ମନାଯାଇ ଏହା କରିବା ଦ୍ଵାରା ଘରେ ବାସ୍ତୁ ଦୋଷ ସହ ନକାରାତ୍ମକ ଶକ୍ତି ଦେଖାଦେଇଥାଏ |

ତେଣୁ ପୂଜା ସାମଗ୍ରୀ କୁ ଥାଳି ଉପରେ ରଖି ଉଚ୍ଚା ସ୍ଥାନ ରେ ରଖିବା ଉଚିତ୍ କଳସ କୁ ଭୂମି ଉପରେ ରଖିବା ଅଶୁଭ ପ୍ରତେକ ସ୍ଥାନ ରେ କଳସ ବ୍ୟବହାର କରାଯାଏ କୁହାଯାଏ ଏହା ଦ୍ଵାରା ପୂଜା ରେ ଫଳ ମିଳିଥାଏ କିନ୍ତୁ ଅନେକ ଲୋକ କଳସ କୁ ତଳେ ରଖିଦାଇଥାନ୍ତି ଯାହା ବାସ୍ତୁ ଦୋଷ ର କାରଣ ହୋଇଥାଏ | ଏଥିପାଇଁ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଆର୍ଥିକ ଅଭାବ ସୃଷ୍ଟି ହୋଇଥାଏ ତେଣୁ ପବିତ୍ର କଳସ କୁ କେବଳ ଥାଳି ରେ ରଖନ୍ତୁ ତେବେ ସାଙ୍ଗମାନେ ଜାଣିଲେ ତ କେବେ ପୂଜାର୍ଚ୍ଚନା ଜିନିଷ କୁ ତଳେ ରଖନ୍ତୁ ନାହିଁ ନହେଲେ ଦେଖା ଦେବ ସଙ୍କଟ |

About odisha news

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.