ଦର୍ଶକବନ୍ଧୁ ଜାଶି ପୂଜା କରିବା ସମୟରେ ଦୀପ ଲିଭିଯାଏ କିମ୍ବା ପୂଜା ଅଧାରୁ ଦୀପ ଲିଭି ଯାଏ ତେବେ କଣ କରିବା ଉଚିତି ଏହା ଶୁଭ ନ ଅଶୁଭ | ବନ୍ଧୁଗଣ ଆମେ ପୂଜା କରିବା ସମୟରେ ଦୀପ ନିଚୟ ଜଳିଥାଉ ଏବଂ ବ୍ରତ ମଧ୍ୟ ରଖିଥାଉ କିନ୍ତୁ ବେବେଳେ କୌଣସି କାରଣ ବସତ ଆମର ପୂଜା ବା ବ୍ରତ ଭାଙ୍ଗି ଯାଇଥାଏ ବେଳେବେଳେ ଜଳୁଥିବା ଦୀପ ମଧ୍ୟ ପୂଜା ଅଧାରୁ ଲିଭି ଯାଇଥାଏ ଶାସ୍ତ୍ର ବି ଧର୍ମ ଅନୁସାରେ ବ୍ରତ ଭାଙ୍ଗିଯିବା ବା ବ୍ରତ ଅସମ୍ପୂର୍ଣ୍ଣ ରହିଯିବା କିମ୍ବା ପୂଜା ଅଧାରୁ ଦୀପ ଲିଭିଯିବା ସମସ୍ୟା ଗୁଡିକ ଛୋଟ ହୋଇପାରେ ହେଲେ ଏହି ସବୁ ସମସ୍ୟା ପୂଜା ବା ବ୍ରତରୁ ମିଳୁଥିବା ପୁର୍ଣ ପ୍ରାପ୍ତିରେ ବାଧା ସୃଷ୍ଟି କରିଥାଏ ପୂଜାରେ ଦୀପ ଲିଭିଯିବା ବ୍ରତ ଭାଙ୍ଗି ଯିବା ଶୁଭ ନା ଅଶୁଭ ଏବଂ ଯଦି ଏମିତି ହୁଏ ତେବେ କଣ କରିବା ଉଚିତି |
ଯଦି ବ୍ରତ ଭାଙ୍ଗିଯାଏ ତ୍ୱରିବେ କଣ କରିବା ଉଚିତି ଯଦି କୌଣସି ବ୍ରତ ଭାଙ୍ଗିଯାଏ ସେହି ବ୍ରତ ସହ ଜଡିତ ଦିନ କିମ୍ବା ତିଥିରେ ବ୍ରତ ପାଳନ କରି ସେହି ଦେବୀ ଦେବତାଙ୍କୁ ପୂଜା କରି ନିଜର ଭୁଲୁ ପାଇଁ କ୍ଷମା ମାଗିବା ଉଚିତି ଏବଂ ସେହି ଦିନ ଦୁଖୀ ରଙ୍କି ମାନଙ୍କୁ ଦାନ ଦେବା ଉଚିତି |
ବ୍ରତ ଅସମ୍ପୂର୍ଣ୍ଣ ରହିଲେ କଣ କରିବା ଉଚିତି ବ୍ରତ ଅସମ୍ପୂର୍ଣ୍ଣ ରହିଯିବା ପରେ ଯେଉଁ ଦେବତା ଦେବୀଙ୍କର ବ୍ରତ ରଖିଛନ୍ତି ସେମାନଙ୍କର କୌଣସି ସ୍ଥାନୀୟ ମନ୍ଦିରକୁ ଯାଇ ସେମାନଙ୍କ ବ୍ରତରେ ଦିଆଯାଇଥିବା ଭୋଗ ଚାରିବାହାରୁ ଏକ ଭାଗ ଅର୍ପଣ କରି ନିଜର ଭୁଲୁ ପାଇଁ ଖେମା ମାଗନ୍ତୁ |
ମନ୍ଦିର ରୁ ମିଳିଥିବା ଫୁଲ କେତେଦିନ ପର୍ଯ୍ୟନ୍ତ ନିଜ ପାଖରେ ରଖିବା ଉଚିତି ମନ୍ଦିରରୁ ମିଳୁଥିବା ଫୁଲ ଗୁଡିକୁ 24 ଘଣ୍ଟା ପର୍ଯ୍ୟନ୍ତ ନିଜ ପାଖରେ ରଖନ୍ତୁ ଏହା ପରେ ଏହି ଫୁଲ ଗୁଡିକୁ ପାଣିରେ ଭସାଇ ଦିଅନ୍ତୁ କାରଣ କିଛି ସମୟ ପରେ ଏହା ପ୍ରଭାବ ନକରତ୍ମକ ହୋଇଯାଏ |
ପୂଜାରେ ଦୀପ ଲିଭିଗଲେ ଉଚିତି ଯଦି ପୂଜା କରୁଥିବା ସମୟରେ ରଖ ଯାଇଥିବା ଦୀପ ଲିଭିଯାଏ ଏହା ଖରାପ ବୋଲି ଧରା ଯାଇଥାଏ କିନ୍ତୁ ଏହି କ୍ଷେତ୍ରେରେ ଆପଣ ଆପଣଙ୍କର ପ୍ରିୟ ଦେବତାକୁ ଧନ୍ୟ କରି ଦୀପ ଟିକୁ ଫୁଣି ଠାରେ ଜଳାଇବା ଉଚିତି ଏହା କରିବା ଦ୍ୱାରା ଅନିଷ୍ଟତା ହୋଇନଥାଏ | ବନ୍ଧୁଗଣ ଯଦି ଆପଣ ଏହି ଭଳି ସମସ୍ୟା ରେ ପଢୁଛନ୍ତି ତେବେ କୁହାଯାଇଥିବା ଉପାୟ ପାଳନ କରି ଭଗବାନଙ୍କର କୃପା ଲାଭ କରିପାରିବେ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …