Breaking News

‘ପୁଅ ମୋର ବଡ଼ଲୋକ ବଡ଼ ଅଫିସର’ ଗୀତରେ ଜୀବନ୍ତ ଅଭିନୟ କରି ପୂର୍ଣଚନ୍ଦ୍ର ନାୟକ ଏବେ ଚର୍ଚ୍ଚା ରେ, ଖୁବଶୀଘ୍ର ପାଇବେ ଓଡିଶା Star ପୁରସ୍କାର ରାତାରାତି ହେଲେ ଭାଇରାଲ୍…. ଦେଖନ୍ତୁ ଏହି ବିଷୟରେ ସେ କଣ କହିଛନ୍ତି ନିଜେ |

ଦର୍ଶକବନ୍ଧୁ କଳାକାରର କୌଣସି ଆକାର ନଥାଏ ସେ ନିଜ କଲା ସାହାଯ୍ୟରେ ବହୁତ କିଛି ଲୋକଙ୍କୁ ବଶୀଭୂତ କରି ଦେଇଥାଏ ଏମିତି କିଛି ଲୋକ ଅଛନ୍ତି ଯିଏକି ତାଙ୍କ କଲା ତାଙ୍କ ଦେହରେ ଥାଏ କିନ୍ତୁ ସେ କଳାକୁ ନେଇ ସେମାନେ ଫୁଲ ପରି ସବୁ ଆଡେ ଫୁଟି ଉଠନ୍ତି ସେମିତି ଜଣେ କଳାକାର ଆଜି ଓଡ଼ିଶାରେ ଦେଖିବାକୁ ମିଳିଛନ୍ତି | ଯିଏକି ସୋସିଆଲ ମିଡିଆରେ ଭାଇରାଲ ହୋଇ ରହିଛନ୍ତି ତାଙ୍କ ଗୀତ ତାଙ୍କ ଅଭିନୟରେ ଏତେ ମୋହିତ ହୋଇଛନ୍ତି 10 ରୁ 11 ଦିନ ଭିତରେ ତାଙ୍କ ଭିଡ଼ିଓ ପାଖା ପାଖି ମିଲିଅନ ମିଲିଅନ ପରେ ହେଲାଣି |

ସେ କହିଛନ୍ତି ତାଙ୍କ ନାମ ହେଉଛି ପୂର୍ଣଚନ୍ଦ୍ର ନାୟକ ଆଉ ମୋ ଘର ନୂଆ ଗାଁ ମୁଁ ଗରିବ ଘର ପିଲା ମୋ ବାପା ବହୁତ ଗରିବ ମୁଁବି ବହୁତ ଗରିବ ମୁଁ ଏଇ ପାନ ଦୋକାନ କରି ଏଥିରେ ଯାହା ପେଟ ପୋଶୁଛି | ଆଉ ଦୋକାନରେ ବସି ବସି ଦେଖିଲି ସମସ୍ତେ ଭିଡ଼ିଓ ବନାଉଛନ୍ତି ମୁଁବି ବନାଇବି ମୁଁ ଆଗେ ଯାତ୍ରା ପାଟି କରୁଥିଲି ସେ ମଧ୍ୟ ବୋହୁ ଯାତ୍ରା କରଛନ୍ତି ଗାଁ ଗଳିରେ ତେଣୁ ମୁଁ ଯେତେବେଳେ ଦେଖିଲି ମତେ ବହୁତ ବଢିଆ ଲାଗୁଚି ତେଣୁ ମୁଁ ବାଧ୍ୟ ହେଲି ଭିଡ଼ିଓ ବନାଇବା ପାଇଁ |

ତାଙ୍କର ସ୍ୱପ୍ନ ଅଛି ସେ କେବଳ ଟିକେ ଭଗବାନଙ୍କର ନାମରେ ଭଜନଟେ କରି ତାଙ୍କରି ନାମରେ କ୍ରିତନ କରି ଲୋକଙ୍କ ଆଗରେ ପହଞ୍ଚି ପାରିଲି ଗର୍ବ ମାନେ କରୁଛନ୍ତି | ସେ ଭଗବାନଙ୍କର ନାମ ଗାଈ ସମସ୍ତେ ଆଜି ତାଙ୍କୁ ଭଲପାଇବା ଦେଉଛନ୍ତି ତାଙ୍କର ଏଇଟା ଥିଲା ବଡ଼ ଆଶା ତାହାଲେ ତାଙ୍କୁ କୌଣସି ସୋସିଆଲ ମିଡ଼ିଆ ରେ କାମ କରିବାକୁ ମିଳେ ସେ କରିବେ ବୋଲି କହିଛନ୍ତି |

ତେବେ ଜଣାନ୍ତୁ ତାଙ୍କ ପତ୍ନୀ କଣ କୋଉଛନ୍ତି ଜଣାନ୍ତୁ ଦାଦା ଆଜି ଏଭଳି ଜାଗାରେ ପହଞ୍ଚି ଛନ୍ତି ତାଙ୍କର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ସେହି ବିଷୟରେ କଣ କୋଉଛନ୍ତି ଜଣାନ୍ତୁ | ସେ ଯେଉଁ ଭଳିଆ ଆଗକୁ ପାଦ ବଢ଼ାଇ ଛନ୍ତି ସେମିତି ଆହୁରି ଉପରକୁ ଯାଆନ୍ତୁ ଠାକୁରଙ୍କ କୃପାରୁ ଭଲ କରୁଛନ୍ତି ସମସ୍ତେ ଗାଁ ସାହି ଲୋକ ବହୁତ ପ୍ରଶଂସା କରୁଛନ୍ତି ସେ ଯଦି ଆଗକୁ ଆଗକୁ ଭଲରେ ଟିକେ ବଢି ଚାଲନ୍ତି ତାହାଲେ ଆମେ ଦୁଇଟା ଦାନା ପେଟକୁ ଭଲସେ ଯୋଗାଇ ପାରନ୍ତେ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.