Breaking News

ପୁଅକୁ କ୍ରିକେଟର ବନାଇବା ପାଇଁ ପୁଲିସ୍ ଚାକିରି ଛାଡ଼ିଥିଲେ ବାପା || ଏବେ ପୁଅ IPLରେ କରିବ କ୍ୟାପଟେନ୍ସି

ଦର୍ଶକ ବନ୍ଧୁ ଆଜିଠୁ ଆରମ୍ଭ ହବା କୁ ଯାଉଛି ଆଇପିଏଲ ମ୍ୟାଚ୍ ୨୦୨୧ । ଏହି ମ୍ୟାଚ୍ ପୂର୍ବରୁ ସମସ୍ତ ଟିମି ର ଖେଳାଳି କରୁଛନ୍ତି ଜୋରଦାର ଅଭ୍ୟାସ । ଆଇପିଏଲ ର ପ୍ରଥମ ଟାଇଟଲ ବିଜେତା ରାଜସ୍ଥାନ ରୟାଳସ୍ ଦ୍ଵିତୀୟ ଥର ଟ୍ରଫି ହାତେଇବା ପାଇଁ ଚଳାଇଛି ଜୋରଦାର ପ୍ରସ୍ତୁତି । ଚଳିତ ଆଇପିଏଲ ସଂସ୍କରଣ ରେ ରାଜସ୍ଥାନ ରୟାଳସ୍ ଟିମ୍ କୁ ମ୍ୟାନେଜମେଣ୍ଟ ସଞ୍ଜୁ ସାମସନ୍ ଙ୍କୁ ଦଳ ର ଅଧିନାୟକ ପଦ୍ ଦେଇଛି । ସଞ୍ଜୁ ସାମସନ୍ ନାମ ପ୍ରଥମେ ୨୦୧୭ ମସିହା ଆଇପିଏଲ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ।

ସେ ଆଇପିଏଲ ର ୧୦ ମ ସିଜିନରେ ଦିଲ୍ଲୀ କ୍ୟାପିଟାଲସ ପକ୍ଷ ରୁ ଖେଳି ୬୩ ବଲ୍ ରେ ୧୦୨ ରନ ଏ ସାନଦର୍ ଇନିଂସି ଖେଳିଥିଲେ । ଏବେ ସଞ୍ଜୁ ଙ୍କ ନେତୃତ୍ୱ ରେ ରାଜସ୍ଥାନ ଟିମ୍ ଚଳିତ ଆଇପିଏଲ ସିଜିନି ଖେଳିବାକୁ ଯାଉଛନ୍ତି ।ସଞ୍ଜୁ ସାମସନ୍ ଆଜି ବିଶ୍ୱ ରେ କ୍ରିକେଟ୍ ରେ ଯେଉଁ ପରିଚୟ ପାଇଛନ୍ତି ତା ପଛରେ ତାଙ୍କ ପିତାଙ୍କ ଯୋଗଦାନ ଗୁରୁତ୍ବ ପୂର୍ଣ୍ଣ ଥିଲା । ସାଞ୍ଜୁ ଙ୍କ କ୍ରିକେଟ୍ କ୍ୟାରିଅର କେବଳ ତାଙ୍କ ପିତା ଙ୍କ ପାଇଁ ସମ୍ଭବ ହୋଇ ପାରିଛି । ସାମସନ୍ ଙ୍କୁ ଜଣେ ଭଲ କ୍ରିକେଟ୍ ଖେଲାରୀ ବନାଇବା ପାଇଁ ତାଙ୍କ ପିତା ବିଶ୍ଵନାଥ ସାମସନ୍ ଦିଲ୍ଲୀ ପୋଲିସ ର କନେଷ୍ଟ ବଳ ଚାକିରି ଛାଡ଼ି ଦେଇ ଥିଲେ । କାରଣ ସଞ୍ଜୁ ସାମସନ୍ ଙ୍କୁ ଭଲ କ୍ରିକେଟର କରାଇବାକୁ ଚାଂହୁଥିଲେ।

ତା ପରେ ସଞ୍ଜୁ ସାମସନ୍ କଠୋର ପରିଶ୍ରମ କରି ୨୦୧୩ ମସିହା ଏପ୍ରିଲ ୧୪ ତାରିଖ ରେ ଇଣ୍ଡିଆନ୍ ପ୍ରୀମିୟର ଲିଗ୍ ରେ ରାଜସ୍ଥାନ ପକ୍ଷରୁ ଦେଵ୍ୟୁ କରିଥିଲେ । ପରେ ୨୦୧୪ ମସିହା ରେ ଭାରତ ର ଅଣ୍ଡର-୧୯ ଟିମ୍ ରେ ସ୍ଥାନ ପାଇଥିଲେ । ଏହାପରେ ପଛ କୁ ଫେରି ନାହାନ୍ତି ସଞ୍ଜୁ । ସେ ଅଣ୍ଡର-୧୯ ଟିମ୍ ର ଉପ ଅଧିନାୟକ ମଧ୍ୟ ଥିଲେ । ସେ ପରେ କେରଳ ରଣଜୀ ଟିମ୍ ସ୍ଥାନ ପାଇବ ସହ ଦମଦାର ପ୍ରଦର୍ଶନ କରିଥିଲେ ।ଏହାପରେ ୨୦୧୭ ମସିହା ଆଇପିଏଲ ଟିମ୍ ରେ ଭଲ ପ୍ରଦର୍ଶନ ଦେଖାଇଥିଲେ ।

ସଞ୍ଜୁ ସାମସନ୍ ଟିମ୍ ଇଣ୍ଡିଆ ପାଇଁ ୭ ଟି ଟି-୨୦ ମ୍ୟାଚ୍ ଖେଳି ୮୩ ରନ୍ ର କରିଛନ୍ତି । ସେହିପରି ସଞ୍ଜୁ ସାମସନ୍ ଆଇପିଏଲ ୧୦୭ ମ୍ୟାଚ୍ ଖେଳି ୨୫୮୪ ରନ୍ କରିଛନ୍ତି । ଆଇପିଏଲ ରେ ସଞ୍ଜୁ ସାମସନ୍ ଶ୍ରେଷ୍ଟ୍ ସ୍କୋର ୧୦୨ । ସେ ଆଇପିଏଲ ଇନିଂସ ଖେଳିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.