Breaking News

ପୁରୀ ବଡଦାଣ୍ଡ ରେ ବିବାହ ବାର୍ଷିକ ପାଳନ କଲେ ଅଭିନେତ୍ରୀ ଝିଲିକ

ଝିଲିକ୍‌ଙ୍କର କୋଲକାତାରେ ଜନ୍ମ। ଝିଲିକ ଅଭିନୟ କରିବା ସହ ବାସ୍କେଟ ବଲ୍‌ ଖେଲିବାକୁ ପସନ୍ଦ କରିଛନ୍ତି। ସେ ଓଡ଼ିଆ ଫିଲ୍ମ କରିବା ସହିତ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୩ରେ ଓଲିଉଡରେ ଫିଲ୍ମ ଟାର୍ଗେଟ ଜରିଆରେ ଡେବ୍ୟୁ କରିଥିଲେ। ଏହାପରେ ଆଖିରେ ଆଖିରେ, ଲଭ୍‌ ୟୁ ହମେଶା, ଜଗା ହାତରେ ପଘା, ବେବି ଆଦି ଫିଲ୍ମରେ ଦେଖିବାକୁ ମିଳିଥିଲା। ଓଲିଉଡରେ ବେଶ୍‌ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ଝିଲିକ।

| ଆଜି ହେଉଛି ଅଭିନେତ୍ରୀ ଝିଲିକ ଙ୍କ ବିବାହ ବାର୍ଷିକ | ତେବେ ଆପଣମାନେ ଜାଣିଥିବେ ଯେ ଗତବର୍ଷ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଅର୍ଥାତ ଡ୍ୟାନୀ ଙ୍କୁ ବିବାହ କରିଥିଲେ ଓଲିଉଡ଼ ଅଭିନେତ୍ରୀ ଝିଲିକ |

ତେବେ ତାଙ୍କର ଏହି ମ୍ଯାରେଜ ଆନ୍ନିବର୍ସେରୀ ରେ କାଳିଆ ଦର୍ଶନ ଲାଗି ସେମାନେ ପୁରୀ ଯାଇଥିଲେ | ଜଗା ଦର୍ଶନ କରିଥିଲେ ଏବଂ ତାଙ୍କ ମ୍ଯାରେଜ ଆନ୍ନିବର୍ସେରୀ କୁ ପାଳନ କରିଥିଲେ | ଆହୁରିମଧ୍ୟ ସେ ଦୁହେଁ ସେମାନଙ୍କର ମ୍ଯାରେଜ ଆନ୍ନିବର୍ସେରୀ କୁ ବହୁତ ଧୁମଧାମ ରେ ପାଳନ କରିଛନ୍ତି |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

 

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *