Breaking News

ପୂର୍ବ ଭାରତ ର ଏହି ବ୍ରିଜ କରୁଛି ପର୍ଯ୍ୟଟକ ଙ୍କୁ ଆକୃଷ୍ଟ. . .

ଦେଶର ବିହାରରେ ଥିବା ଏହି ନାଳନ୍ଦା ଜିଲ୍ଲାରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ରାଜଗୀରେ ପୂର୍ବୋତ୍ତର ଭାରତର ପ୍ରଥମ ଗ୍ଲାସ ବ୍ରିଜ୍ ତିଆରି ହୋଇସାରିଛି। ପୂର୍ବରୁ ଓ ଅଧିକ ଦେଶୀ-ବିଦେଶୀ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହନ ଦେବା ଏହା ପଛର ଉଦ୍ଦେଶ୍ୟ ଅଟେ।


ଏହା ବ୍ୟତୀତ ବେଣୁବନର ମଧ୍ୟ ଅତ୍ୟାଧୁନିକ ପ୍ରଣାଳୀରେ ସାଜସଜ୍ଜା କରାଯାଉଛି, ଯାହାଫଳରେ ପର୍ଯ୍ୟଟକ ଏଠାକୁ ଆସି ନିଜକୁ ନିଜେ ଗୌରବାନ୍ବିତ ଅନୁଭବ କରିପାରିବେ। ଚୀନର ହାଙ୍ଗଝୋଉରେ ଥିବା ୧୨୦ ମିଟର ଉଚ୍ଛ କାଚରେ ତିଆରି ବ୍ରିଜ ଭଳି ଏହାର ନିର୍ମାଣ କରାଯାଇଛି। ଯାହା ଅତ୍ୟନ୍ତ ଲୋକ ପ୍ରିୟ ଅଟେ |

ପର୍ଯ୍ୟଟନ ବିଭାଗ ନିଜର ଏହି ଯୋଜନାର ଆଧାରରେ ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଉଛି ଓ ଏହି ଯୋଜନାକୁ ଅନ୍ତିମ ରୂପଦେବରେ ଲାଗିଛି। ଏହା ଅନୁସାରେ ଜୁ ସଫାରି ପାର୍କ ଭିତରେ ନେଚର ସଫାରୀ ପାର୍କର ନିର୍ମାଣ କାର୍ଯ୍ୟ କରାଯାଉଛି, ଯେଉଁଥିରେ ପୂର୍ବତ୍ତୋର ଭାରତର ପଅଥମ ଗ୍ଲାସ ବ୍ରିଜ୍ ତିଆରି କରାଯାଇଛି।


ଜୁ ସପାରୀ ପାର୍କ‌ରେ ନେଚର ସଫାର ପାର୍କ, ତିତଲି ପାର୍କ, ଆୟୁର୍ବେଦିକ ପାର୍କ, ବିଭିନ୍ନ ପ୍ରଜାତିର ପ୍ରସିଦ୍ଧ ଦେଶୀ ବିଦେଶର ଗଛ ଦେଖିବା ପାଇଁ ଏବେ ନୂଆ ବର୍ଷରେ ବିହାରବାସୀ ଦେଖିପାରିବେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *