Breaking News

ପୁଣି ଥରେ ନାରୀ ଜାତି ପାଇଁ ମୁହଁ ଖୋଲିଲେ ଅଭିନେତ୍ରୀ ରାନୀ ପଣ୍ଡା

ଯଦି ଆପଣମାନେ ଓଡିଆ ଯାତ୍ରା ଦେଖିବାକୁ ପସନ୍ଦ କରୁଥିବେ ତେବେ ଆପଣ ମାନେ ରାନୀ ପଣ୍ଡା ଙ୍କୁ ନିଶ୍ଚୟ ଜାଣିଥିବେ |
ସେ ତାଙ୍କର ମନ୍ତବ୍ୟ କୁ ନେଇ ସବୁବେଳେ ଚର୍ଚା ରେ ରହିଥାନ୍ତି | ତେବେ ସେ ମହିଳା ଦିବସ ରେ ମଧ୍ୟ ସମାଜ କୁ ନିଜର କଟୁ ଭାଷାରେ ଅନେକ ବାର୍ତ୍ତା ଦେଇଛନ୍ତି | ତାଙ୍କ କହିବା ମୁତବକ , “ କେତେକ ଲୋକ ଅଛନ୍ତି ଯେଉଁ ମାନେ ନାରୀକୁ ସମ୍ମାନ ଦେବା ଦୂରର କଥା | ସେମାନେ ସମ୍ମାନ ର କଥା ସ୍ଵପ୍ନରେ ସୁଧା ଭାବନ୍ତି ନାହିଁ |

କେବଳ ଗୋଟିଏ ଦିନ ପାଇଁ ନାରୀଙ୍କୁ ସମ୍ମାନ ଦେବା ପର୍ଯ୍ୟାପ୍ତ ନୁହେଁ | ଆଜିକାଲି ସମାଜରେ ନାରୀମାନଙ୍କ ପ୍ରତି ହେଉଥିବା ଅନେକ ଅତ୍ୟାଚାର ତଥା ଦୁଷ୍କର୍ମ , କନ୍ୟାଭ୍ରୁଣହତ୍ୟା , ବହୁତ ଛୋଟ ଝିଅପିଲାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ , ପେଟ୍ରୋଲ ପକାଇ ଜାଳିଦେବା , ନାରୀ ମାନଙ୍କ ହତ୍ୟା କରିଦେବା ଭଳି ଅନେକ ଘଟଣା ଘଟୁଛି | ତେବେ ଏହାକୁ ଅଟକାଇବାରେ ହିଁ ନାରୀ ମାନଙ୍କ ପ୍ରତି ପ୍ରକୃତ ସମ୍ମାନ ହେବ |

କେବଳ ଗୋଟିଏ ଦିନ ପାଇଁ ନାରୀ ମାନଙ୍କୁ ସମ୍ମାନ ଦେବାକୁ ଯାଇ ଶୋସିଆଲ ମିଡିଆ ଫୋଟୋ ଅପଲୋଡ କରିଦେଲେ କିଛି ଉର୍ଣ୍ଣତି ହୋଇଯିବ ନାହିଁ | ଏସବୁ କେବଳ ଦେଖେଇହେବା | ” | ଆହୁରି ମଧ୍ୟ ତାଙ୍କ ପ୍ରତି ହେଇଥିବା ଅନେକ ଅତ୍ୟାଚାର ବିଷୟରେ ମଧ୍ୟ ସେ କହିଛନ୍ତି |


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *