ମହାଭାରତ ଏବଂ ବିଭିନ୍ନ ପୁରାଣରେ ଏମିତି କିଚିଓ ଆଲୋଚନା କରାଯାଇଛି ବ୍ରହ୍ମଙ୍କ 6 ଜଣ ମାନସ ପୁତ୍ର ମଧ୍ୟରେ ଜଣେ ଥିଲେ ମରିଚି ରୁଷି ଯିଏକି ସପ୍ତ ଋଷିଙ୍କ ମଧ୍ୟରେ ଜଣେ ଥିଲେ ଯେଇଁ ନିଜ ଇଚ୍ଛାରେ କଚ୍ୟପ ନାମ ଏକ ପ୍ରଜାପତି ପୁତ୍ର ଜନ୍ମ କଲେ ଏବଂକଚ୍ୟପ ଦକ୍ଷ ପ୍ରଜାପତିଙ୍କର ସମସ୍ତ ପୁତ୍ରିଙ୍କୁ ବିବାହ କଲେ
କେବେଳ ସଶତୀନବକୁ ଛାଡି ଦେଇ ଏବଂ ବିବାହ କରିଥିବା ଦକ୍ଷ ପ୍ରଜାପତି ପୁତ୍ରିଙ୍କ ମଧ୍ୟରୁ ଜଣଙ୍କ ନାମ ଥିଲା କଦ୍ରୁପୁ | ଯିଏକି ହଜାରେ ବଳ ଶାଳୀ ନାଗ ଜନ୍ମ ଦେଇଥିଲେ ଏବଂ ଏମାନଙ୍କ ମଧ୍ୟରୁ ସବୁ ଠାରୁ ଶକ୍ତି ଶାଳୀ ନାଗ ଥିଲେ ଭଗବାନଙ୍କର ଶେଷ ନାଗ ଏବଂ କଦ୍ରୁଙ୍କ ସନ୍ତାନ ମଧ୍ୟରୁ ପରାକ୍ରମୀ ନାଗ ଥିଲେ |
କିଛି ଧର୍ମ ଗ୍ରନ୍ଥ ଅନୁସାରେ କୁହାଯାଇଛି ପୃଥିବୀ ଶେଷ ନାଗ ମସ୍ତକ ରେ ଅବସ୍ତିସ୍ତ କଣ ଅଟେ ଏହା ପଛର କାହାଣୀ ଆସନ୍ତୁ ଜାଣିବା ସତ୍ୟତା ବିଷୟରେ | ଶେଷ ନାଗ ଅନେକ ବଳ ଶାଳୀର ଅଧିକାରୀ ହୋଇ ମଧ୍ୟ କୌଣସି କଥାରେ ନାରାଜ ହୋଇ ରାଗିଯାଇ ଶେଷ ନାଗ ଯେତେବେଳେ ନିଜର ଭାଇ ଏବଂ ମା ମାନଙ୍କୁ ଛାଡି ଗନ୍ଧ ମଦ୍ରନ ପର୍ବତକୁ ତପସ୍ୟା ପାଇଁ ଚାଲି ଗଲେ ଏବଂ ଶେଷ ନାଗ ବହୁତ କଠିନ ତପସ୍ୟା କଲେ |
ତାଙ୍କ ତପସ୍ୟା ରେ ପ୍ରସନ୍ନ ହୋଇ ବ୍ରହ୍ମ ତାଙ୍କୁ ବର ଦେଲେ କି ବ୍ରହ୍ମ କହିଲେ ତମର ବୃଦ୍ଧି କେବେବି ବିଚଳିତ ହେବ ନାହିଁ ଏବଂ ବ୍ରହ୍ମ ଶେଷନାଦ କୁ କହିଥିଲେ ପୃଥିବୀ ସବୁବେଳେ ଝୁଲିଲା ପରି ହଲି ରହୁଛି ତେମେ ଏହି ପୃଥିବୀକୁ ମୁଣ୍ଡରେ ଏମିତି ଧାରଣ କର କି ସବୁବେଳେ ପୃଥିବୀ ସ୍ଥିର ହୋଇରହିବ |
ଏହା ପରେ ଶେଷ ନାଗ ମୁଣ୍ଡରେ ସମ୍ପୂର୍ଣ୍ଣ ପୃଥିବୀ କୁ ଧାରଣ କଲେ ପୃଥିବୀ ପୃଷ୍ଟରେ ରହିବା କେବେବି ସମ୍ଭବ ହୋଇନଥାନ୍ତା | ତେବେ ବନ୍ଧୁଗଣ ଆପଣଙ୍କୁ ଏହା କେମିତି ଲାଗିଲା ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |