Breaking News

ପୃଥିବୀର ସୃଷ୍ଟି କେଉଁଠୁ… ଏହି ଜାଗାରୁ ହୋଇଥିଲା କି ?

ପୃଥିବୀ ର ସୃଷ୍ଟି କେଉଁଠି ଗବେଷକ ଙ୍କ ଆକଳନ ଭାରତ ରେ ଏହି ସ୍ଥାନ ରେ ପ୍ରଥମେ ସମୁଦ୍ର ରୁ ବାହାରିଥିଲା ପୃଥିବୀ ର ଅଂଶ। ବିଶ୍ଵ ରେ ସୃଷ୍ଟି ବିଚିତ୍ର।ଧର ପୃଷ୍ଟ ର ସୃଷ୍ଟି କେଉଁଠୁ ଓ କେବେ ହୋଇଥିଲା ତାହାର ସଠିକ ଆକଳନ କେବେ କେହି କରିନାହାନ୍ତି। ଯିବ ଜଗତ ର ସନ୍ଧାନ ଓ ଏହା ର ସୃଷ୍ଠି ସମ୍ବଧ୍ୟ ରେ ଜାଣିବା ମଧ୍ଯ ମୁସ୍କିଲ । ତେବେ ପୃଥିବୀ କେବେ ସୃଷ୍ଟି ହୋଇଥିଲା | ଏବଂ କେଉଁ ସ୍ଥାନ ରି ଏହା ର ସନ୍ଧାନ ମିଳିଥିଲା ଏକ ରୀସର୍ଚ୍ଚ ରୁ ଧାରଣ ଯେ ସମୁଦ୍ର ର ପ୍ରଳୟ ପରେ ପ୍ରାୟ ୨.୫ ଆରବ ବର୍ଷ ପୂର୍ବେ ବିଭିନ୍ନ ମହାଦୀପ ଗୁଡିକ ସମୁଦ୍ର ରୁ ବାହାରୁଥିବା କଥା କୁହା ଯାଇଥିଲା।

Travel photography.

ତେବେ ବର୍ତ୍ତମାନ ଆଉ ଏକ ରିସର୍ଚ୍ଚ ରୁ ଆକଳନ କରାଯାଉଛି ଯେ ୩ .୨ ଆରବ ବର୍ଷା ପୂର୍ବରୁ ହିଁ ସମୁଦ୍ର ଗର୍ଭ ରୁ ବାହାରିଥିଲା ପୃଥିବୀ । ସବୁଠାରୁ ବଡ଼କଥା ହଉଚି ଯେ ଗବେଷକ ମାନେ ଆକଳନ କରୁଛନ୍ତି ଯେ ପୃଥିବୀ ର ଯୌନ ଅଂଶ ପାଣି ରୁ ବାହାରିଥିଲା ସେ ହଉଚି ଝାରଖଣ୍ଡ ର ଶିଖ ଅଞ୍ଚଳ। ଇଣ୍ଡିଆନ ଏକ୍ସପ୍ରେସ ରେ ପ୍ରକାଶିତ ରିପୋର୍ଟ ଅନୁଯାଇ ଅଷ୍ଟ୍ରିଆ ଓ ଆମେରିକା ର ଗବେଷକ ମାନେ PNAS ଜର୍ଣାଲ ରେ ପ୍ରକାଇଲ କରିଚନ୍ତି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ସିଂହ ଭୂମି ର ବାଲୁକା ପଥର ରେ ପ୍ରାଚୀନ ନଦୀ ଚେନେଲ ଜୁଆର ଏବଂ ସମୁଦ୍ର କୂଳରେ ଭୌଗଳିକ ଚିହ୍ନ ରହିଛି।

ଯାହା ପ୍ରାୟ ୩.୨ ବେଲିଆନ ବର୍ଷ ପୁରୁଣା । ଏଥିରୁ ଜଣାପଡିଛି ଜେ ପୃଥିବୀ ରୁ ଏହି ଅଞ୍ଚଳ ପ୍ରଥମେ ସମୁଦ୍ର ରୁ ବାହାରିଥିଲା ମୋନାଥ ବିଶ୍ଵ ବିଦ୍ୟାଳୟ ର ମୁଖ୍ୟ ଗବେଷକ ଡକ୍ଟର ପ୍ରିୟଦର୍ଶିନୀ କହିଛନ୍ତି ଯେ ଗବେଷଣା ବେଳେ ଆମକୁ ଏକ ବିଶେଷ ପଥର ମିଳିଥିଲା ଯାହାକି ବାଲୁକା ପଥର କୁହାଯାଏ। ଏହା ପହେ କେଉଁ ପନ୍ଧତି ରେ ଉକ୍ତ ପଥର ଟିର ବିକାଶ ହୋଇଥିଲା ଏବଂ ଏହା କ୍ତେ ବର୍ଷ ର ତାହା ଜାଣିବାକୁ ପ୍ରୟାସ କରିଥଲେ। ଗବେଷଣା ରୁ ଜଣା ପଡ଼ିଥିଲା ଯେ ପଥର ଖଣ୍ଡ ଟି ୩.୧ ଆରବ ବର୍ଷ ପୂର୍ବରୁ। ଏହି ପଥର ଖଣ୍ଡ ପ୍ରାଚୀନ ନଦୀ ଓ ଉଛୁଳା ସମୁଦ୍ର ରୁ ସୃଷ୍ଟି ହୋଇଛି | ୟୁରାନିୟମ ଓ ଛୋଟ ଖଣିଜ ପଦାର୍ଥ କୁ ବିଶ୍ଳେଷଣ କରି ଅହି ପଥର ଖଣ୍ଡ କେତେ ବର୍ଷା ପୁରୁଣା ତାହା ଜଣା ପଡ଼ିଥିଲା।

About odisha news

Check Also

ଜାଣିଛନ୍ତି କି ପ୍ରତେକ ବର୍ଷ ରଥଯାତ୍ରା ପରେ ରଥ ସବୁ କୁଆଡେ ଯାଏ, ଏହି ସବୁ କଥା ଜାଣିରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

୧୨ ମାସରେ ଥରେ ମହାପ୍ରଭୁ ରତ୍ନ ସିଂହାସନ କୁ ଛାଡି ବଡ ଦାଣ୍ଡକୁ ନିଜର ଭକ୍ତ ମାନଙ୍କ ସହ ମିଶିବାକୁ …

Leave a Reply

Your email address will not be published.