Breaking News

ପ୍ରତିଦିନ ମହିଳାଙ୍କର ଏହି ଜିନିଷ ଦେଖୁଥିବା ପୁରୁଷର ଖୁବଶୀଘ୍ର ମୃତ୍ୟୁ ହୋଇ ଥାଏ, ଆପଣ ଏହା କରୁଛନ୍ତି କି ହୋଇ ଯାଆନ୍ତୁ ସାବଧାନ…

ଦର୍ଶକବନ୍ଧୁ ଭାରତ ଇତିହାସରେ ଚାଣକ୍ୟ ଜଣେ ମହା ଜ୍ଞାନୀ ଓ ବିଦ୍ୱାନ ବ୍ୟକ୍ତି ଥିଲେ ଇତିହାସ ଓ ବର୍ତମାନ ସମୟରେ ତାଙ୍କ ଦ୍ୱାରା ଲିଖିତ ନୀତି ଗୁଡିକ ମଣିଷର ଜୀବନକୁ ସରଳ ଓ ସୁନ୍ଦର କରିବାରେ ଖୁବୁ ସାହାଯ୍ୟ କରିଥାଏ ରାଜନୀତି ସହିତ ନୈତିକ ଜୀବନକୁ ନେଇ ଚାଣକ୍ୟ ତାଙ୍କ ନୀତିରେ ଅନେକ ଉପଦେଶ ଦେଇଛନ୍ତି ଯାହାକୁ ଆପଣ ପାଳନ କରିବା ଦ୍ୱାରା ସଫଳତା ଅବଶ୍ୟ ମିଳିଥାଏ |

ଅର୍ଚ୍ଚଯ୍ୟ ଚାଣକ୍ୟ କୁହନ୍ତି କି ଯେଉଁ ପୁରୁଷ ନାରୀର ଏହି ଅବସ୍ଥା ଦୃଶ୍ୟ ଦେଖିନିଏ ତାହା ମୃତୁ ଅବଶ୍ୟ ହୋଇଥାଏ |ଅର୍ଚ୍ଚଯ୍ୟ ଚାଣକ୍ୟ ଙ୍କ ନୀତି ଗୁଡିକ ଆମ ଜୀବନରେ ଖୁବୁ କାମରେ ଆସିଥାଏ ମାନବ ସମାଜକୁ ଜୀବନରେ ଛୋଟ ବଡ଼ ସମସ୍ୟା ଵେବହାରୀ ଶିକ୍ଷା ଦେବା ପାଇଁ ଚାଣକ୍ୟଙ୍କ ମୁଖ୍ୟ ଉଦେଶ୍ୟ ଥିଲା ତେଣୁ ଚାଣକ୍ୟ ନୀତି ଆପଣଙ୍କ ଜୀବନର ମାଡ଼ ବଦଳାଇ ଦେଇପାରେ |

ଏଣୁ ଏହି ସବୁ ଶାସ୍ତ୍ର ଅନୁସାରେ ଯେଉଁ ପରୁଷ ମା କୁ ତାର ସନ୍ତାନକୁ କ୍ଷୀର ଦେଲା ବେଳେ ପୁରୁଷ ଯଦି ଦେଖି ନିଏ ଓ ନିଜ ମନରେ ମନ୍ଦ ଭାବନା ଆଣିଦିଏ ତାକୁ ମହା ପାପ ଲାଗିଥାଏ | ଚାଣକ୍ୟ ମତରେ ଏହି ପରି ପାପ କରୁଥିବା ମଣିଷର ଖୁବୁ ଶୀଘ୍ର ମୃତୁ ହୋଇଥାଏ ଏହା ଛଡା କୌଣସି ପୁରୁଷ ଯଦି ଲୁଚି ଲୁଚି ନାରୀ ମାନେ ଗାଧଉ ଥିବାର ଦେଖୁଥାଏ ତେବେ ସେ ମଧ୍ୟ ମହା ପାପର ଦାଗି ହୋଇଥାଏ ଏବଂ ଏହି ମହା ପାପା କାରଣରୁ ତାର ମୃତ୍ୟ ହୋଇଥାଏ |

ଅର୍ଚ୍ଚଯ୍ୟ ଚାଣକ୍ୟ ମତ ଅନୁସାରେ କୌଣସି ପୁରୁଷ ପର ସ୍ତ୍ରୀ କୁ ଲୁଚି କରି ଦେଖିବା ମହା ପାପ ହୋଇଥାଏ ଯାହାର ପରିଣାମ ସ୍ୱରୂପ ସେହି ପୁରୁଷ ଖୁବୁ କମ ଦିନ ମଧ୍ୟରେ ମୃତ୍ୟ ବରଂ କରିଥାଏ | ତେବେ ଦର୍ଶକବନ୍ଧୁ ଶାସ୍ତ୍ର ଅନୁସାରେ ଏହା ମଧ୍ୟ ଉଲେକ ରହିଛି ଏପରି କରୁଥିବା ମଣିଷ ମୃତ୍ୟ ପରେ କେବେବି ଫୁଣି ଠାରେ ମଣିଷ ଜନ୍ମ ନେଇ ପରେ ନାହିଁ |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.