Breaking News

ପ୍ରଥମଥର ଦେଖନ୍ତୁ ନୂଆ ନୂଆ ବହାହୋଇଥିବା ଓଡ଼ିଆ Heroine ମାନଙ୍କ ଶାଶୁ, ତାଙ୍କ ଠାରୁ ବି ଆହୁରି ସୁନ୍ଦର, 4 ନମ୍ବର ସବୁଠୁ ସୁନ୍ଦର… ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଆପଣ ମାନେ ଓଲିଉଡର ହିରୋଇନ୍ ମାନଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଆଜି ଜାଣିବା ନୂଆ ବାହା ହୋଇଥିବା ହିରୋଇନ୍ ମାନଙ୍କ ଶାଶୁ ମାନେ ଦେଖିବା ପାଇଁ କିପରି ।

1 ନମ୍ବର ରେ ଆସୁଛନ୍ତି ଅର୍ଚ୍ଚିତା ସାହୁ – ଆପଣମାନେ ତ ଜାଣିଥିବେ କି ଗତ କିଛି ଦିନ ତଳେ ସବ୍ୟସାଚୀ ଓ ଅର୍ଚ୍ଚିତା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ଦୁହେଁ ସୁଟିଙ୍ଗ ସେଟ ରୁ ଭଲ ପାଇ ବସିଥିଲେ ଆଉଗତ କିଛି ଦିନ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଇଏ ହେଉଛନ୍ତି ଅର୍ଚ୍ଚିତା ଙ୍କର ଶାଶୁ ମାନେ ସବ୍ୟସାଚୀ ଙ୍କ ମା ।

2 ନମ୍ବର ରେ ଆସୁଛନ୍ତି ସୋନାଲି – ସୋନାଲିଙ୍କୁ ଆପଣମାନେ ତ କୁଆଁରୀ ବୋହୂ ସିରିଏଲ୍ କବିତା ଅପା ଚରିତ୍ରରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ସୋନାଲି କୁଆଁରୀ ବୋହୂ ସିରିଏଲ୍ କରିବା ପୂର୍ବରୁ ବୋହୁତ ସରା ସିରିଏଲ୍ ବା ବୋହୁତ ସରା ସିନେମାରେ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ଦେଖେଇ ଛନ୍ତି ତେବେ ସୋନାଲି ଗତ କିଛି ଦିନ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଇଏ ହେଉଛନ୍ତି ସୋନାଲି ଙ୍କର ଶାଶୁ ।

3 ନମ୍ବର ରେ ଆସୁଛନ୍ତି ଯାଜ୍ଞଶିନୀ – ଅପଣମାନେ ଯାଜ୍ଞଶିନୀ ଙ୍କୁ ବୋହୁତ ସରା ଧାରାବାହିକରେ ନିଶ୍ଚିତ ଭାବରେ ଦେଖି ଥିବେ ଯେମିତିକି ସିନ୍ଦୂର ବିନ୍ଦୁ, ପରୀ, ନୂଆ ବୋହୂ ଏହି ପରି ଅନେକ ଧାରା ବାହୀକରେ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ଦେଖେଇଛନ୍ତି ସେ ରାକେଶ ଙ୍କୁ ଭଲ ପାଇ ବିବାହ କରିଛନ୍ତି ରାକେଶ ଯିଏ କି କୁଆରୀ ବୋହୂ ସିରିଏଲ୍ ରେ ଶିମ୍ଭା ଚରିତ୍ରରେ ଅଭିନୟ କରୁଛନ୍ତି ଇଏ ହେଉଛନ୍ତି ରାକେଶ ଙ୍କର ମା ମାନେ ଯାଜ୍ଞଶିନୀ ଙ୍କ ଶାଶୁ ।

4 ନମ୍ବର ଆସୁଛନ୍ତି ଦିପ୍ତିରେଖା – ଓଲିଉଡର ଲୋକପ୍ରିୟ ଗାଇକା ଦୀପ୍ତିରେଖା ପାଢ଼ୀ ଙ୍କୁ ଆପଣମାନେ ଭଲ ଭାବରେ ଜାଣିଥିବେ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ସହ ଜବରଦସ୍ତ ଗୀତ ଗୁଡ଼ିକ ନିଶ୍ଚିତ ଭାବରେ ଶୁଣି ଥିବେ ଗତ କିଛି ଦିନ ତଳେ ଦିପ୍ତିରେଖା ଭୁବନେଶ୍ୱର ର ଜଣେ ବୋହୁତ ବଡ ଶିଳ୍ପପତି ସୌମ୍ୟରଂଜନ ଙ୍କୁ ବିବାହ କରିଛନ୍ତି । ବାହାଘର ପରେ ବର୍ତ୍ତମାନ୍ ସେ ଭୁବନେଶ୍ୱର ରେ ବା ତାଙ୍କ ଶାଶୁ ଘରେ ରହୁଛନ୍ତି ତେବେ ଏହି ସବୁ ହିରୋଇନ୍ ମାନଙ୍କ ମଧ୍ୟରୁ ଆପଣଙ୍କୁ ଅଧିକ କିଏ ପସନ୍ଦ ବା କାହାର ଅଭିନୟ ଆପଣଙ୍କୁ ବେଶୀ ଭଲ ଲାଗେ କମେଣ୍ଟ ଜଣାନ୍ତୁ ।

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.