Breaking News

ପ୍ରଥମଥର ସିଦ୍ଧାନ୍ତଙ୍କ ସହ ମିଶି ନିଜ ପୁଅଙ୍କ ଜନ୍ମଦିନ ଏମିତି ପାଳନ କଲେ Rachana, ପୁରୁଣା ଯୋଡି ଏବେ ପୁଣି…

ନମସ୍କାର ବନ୍ଧୁଗଣ ଓଡ଼ିଆ ହେରୋଇନ ରଚନା ବାନାର୍ଜୀ ନିଜ ପୁଅକୁ ଜନ୍ମ ଦିନ ସୂବେଛା ଜଣେଇଛନ୍ତି | ରଚନା ବାନାର୍ଜୀ ନିଜ ପୁଅକୁ ବହୁତ ଭଲପାନ୍ତି ସେ ଆଜି ତାଙ୍କ ପୁଅର ଜନ୍ମ ଦିନରେ ତାଙ୍କ ପାଖରେ ରହି ପୁଅର ଜନ୍ମ ଦିନ ପାଳନ କରିବା ସହ ମନ୍ଦିର ଯାଇଥିଲେ ଆଉ କେକ ମଧ୍ୟ କାଟିଥିଲେ |

ଓଡ଼ିଆ ହେରୋଇନ ରଚନା ବାନାର୍ଜୀ ଯିଏକି 100ରୁ ଅଧିକ ଓଡ଼ିଆ ଫିଲ୍ମରେ କାମ କରିସାରିଛନ୍ତି | ସେ ଆଜି ପୁଅ ସହ ମିଶି କେକ କାଟିଛନ୍ତି ରଚନା ବାନାର୍ଜୀଙ୍କ ଅଧିକ ଫିଲ୍ମରେ ସେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ କାମକରିଛନ୍ତି | ବର୍ତମାନ ସମୟରେ ରଚନାଙ୍କ ଫିଲ୍ମ ଦେଖିବା ଲୋକଙ୍କ ପାଇଁ ସ୍ୱପ୍ନ ହେଇଗଲାଣି |

ହେଲେ ଆଜି ସେ ତାଙ୍କ ପୁଅ ସହ ଜନ୍ମ ଦିନ ପାଳନ କରୁଛନ୍ତି ଜନ୍ମ ଦିନରେ ରଚନା ବାନାର୍ଜୀଙ୍କ ଶାଶୁ ମଧ୍ୟ ଉପସ୍ଥିତ ଅଛନ୍ତି | ଦିନ ଥିଲା ରଚନା ବାନାର୍ଜୀଙ୍କ ଏବଂ ସିଦ୍ଧାନ୍ତ ମହାପାତ୍ର ଙ୍କ ଯୋଡି ସାରା ଓ଼ଡିଶାରେ ସୁପରହିଟ ଥିଲା ଆଉ ଏବେବି ଅଛି |

ଜନ୍ମ ଦିନ ପାଳନକରୁଛନ୍ତି ରଚନା ବାନାର୍ଜୀ ଓ ତାଙ୍କ ପୁଅ ଆଉ ଜେଜେମା ମଧ୍ୟ ବହୁତ ଖୁସି ଅଛନ୍ତି | ଜେଜେମା ନାତିକୁ ଖୁସିରେ କେକ ଖୁଆଉଛନ୍ତି ମିଳିମିଶି ବହୁତ ମଜା ମଧ୍ୟ କରୁଛନ୍ତି | ଜେଜେମା ନାତିସହ ଅନେକ ପ୍ରକାର ଷ୍ଟାଇଲରେ ଫୋଟୋ ଉଠାଇଛନ୍ତି |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.