Breaking News

ପ୍ରଥମ ଥର ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରିବାକୁ ଯାଉଛନ୍ତି କମେଡିଆନ Papu ଙ୍କ ପୁଅ…. ଦେଖନ୍ତୁ ଏହି ବିଷୟରେ ପପୁ କଣ କୋଉଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରଥମ ଥର ପାଇଁ ଓଡିଶା ସିନେମାରେ ଅଭିନୟ କରିବା ପାଇଁ ଯାଉଛନ୍ତି ଓଡ଼ିଆ କମେଡିଆନ ପପୁ ପମପମଙ୍କ ଝିଅ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତମାନ ସମୟରେ ପପୁ ପମପମଙ୍କ ଝିଅକୁ ପ୍ରୟତ 14 ବର୍ଷ ବୟସ ହୋଇ ଗଲାଣି ତାହାଲେ ବର୍ତମାନେ ଶିଶୁ କଳାକାର ଭାବରେ ଓଡ଼ିଆ ସିନେମାରେ ଅଭିନୟ କରିବେ ପପୁ ପମପମ ଙ୍କ ଝିଅ ଆପଣ ମାନେ ପପୁ ଭାଇ ଙ୍କୁ ବହୁତ ଓଡ଼ିଆ ସିନେମାରେ ଦେଖିଥିବେ |

ତାଙ୍କର ବହୁ ସାରା ସିନେମା ଧାରାବାହିକ ବହୁ ସାରା ସୋ ଗୁଡିକ ଆପଣ ମାନେ ସବୁ ବେଳେ ସୋସିଆ ମିଡିଆରେ ଦେଖି ପାରୁଥିବେ ଆଗାମୀ ଦିନ ମାନଙ୍କରେ ପପୁ ଭାଇ ଙ୍କ ଝିଅ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଯୋଗ ଦେବା ପାଇଁ ଯାଉଛନ୍ତି ତାହାଲେ ସେ ଗୋଟେ ଶିଶୁ କଳାକାର ଭାବରେ ଓଡ଼ିଆ ସିନେମା ଅଭିନୟ କରିବେ ଏହାର ସୁଟିଂ ବର୍ତମାନ ସମୟରେ ଆରମ୍ଭ ହୋଇସାରିଛି |

ହେଲେ ପପୁ ଭାଇ ଙ୍କ ଝିଅ ଆଗାମୀ ଦିନ ମଧ୍ୟରେ ସୁଟିଂ ସେଟରେ ଯୋଗ ଦେବେ ଏହି ଫିଲ୍ମ ରେ ପପୁ ପମ ପମଙ୍କ କମେଡିଆନ ଚଳଚିତ୍ର ରେ ଅଭିନୟ କରୁଛନ୍ତି | ତେବେ ଦର୍ଶକବନ୍ଧୁ ଆପଣ ମାନେ ପପୁ ପମପମ ଝିଅକୁ ଆପଣ ମାନେ ବହୁତ ସମୟରେ ସୋସିଆଲ ମିଡିଆରେ ଦେଖିଥିବେ |

ବର୍ତମାନ ପପୁଙ୍କ ଝିଅ ପାଠ ପଡୁଛନ୍ତି ଏହା ପୂର୍ବରୁ ତାଙ୍କର ଗୋଟେ ପୁତ୍ର ଶାନ୍ତ ଅଛି ବର୍ତମାନେ ପପୁ ପମପମ ପୁଅକୁ 18 ବର୍ଷ ବ୍ୟାସ ହୋଇଛି ଆଉ ତାଙ୍କର ପୁଅ ଓଡିଶା ବାହାରେ ରହି ପାଠ ପଡୁଛନ୍ତି ତେବେ ପପୁ ପମପମ କହିଛନ୍ତି ତାଙ୍କ ପୁଅକୁ ସେ ଅଭିନୟ ଜଗତକୁ ଆଣିବେ ନାହିଁ ସେ ପାଠ ପଡି ଚାକିରୀ କରିବେ ଏଥି ସହିତ ତାଙ୍କ ଝିଅ ନିଶ୍ଚୟ ଭାବରେ ଓଡ଼ିଆ ଅଭିନୟ ଜଗତକୁ ଆସିବେ କାରଣ ଛୋଟ ବେଳୁ ତାଙ୍କ ଝିଅ ବହୁତ ସୁନ୍ଦର ଅଭିନୟ କରିଛନ୍ତି |

ତେବେ ଦର୍ଶକବନ୍ଧୁ ଆପଣ ମାନଙ୍କୁ ପପୁ ପମପମ କମେଡି କେମିତି ଲାଗେ ତାଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ଜଣାଉଛନ୍ତି |

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.