Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ଓଡ଼ିଆ ସିରିଏଲ ହିରୋଇନି ପବିତ୍ରାଙ୍କ ପକୃତ ଭଉଣୀ ମାନଙ୍କ ବିଷୟରେ, ଦେଖନ୍ତୁ କିଏ ତାଙ୍କ ପକୃତ ଭଉଣୀ !

ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ ପବିତ୍ରାଙ୍କୁ ବେଶେ ଭଲ ଭାବରେ ଜାଣିଥିବେ ଯିଏକି ସିନ୍ଦୂରର ଅଧିକାର ସିରିଏଲରେ ହିରୋଇନିଙ୍କ ମା ଭୂମିକାରେ ସୁନ୍ଦର ଅଭିନୟ କରୁଛନ୍ତି | ତେବେ ପଵିତ୍ରାଙ୍କର ସିନ୍ଦୂରର ଅଧିକାର ସିରିଏଲରେ ଦମଦାର ଅଭିନୟ ପାଇଁ ଦର୍ଶକ ମାନେ ଖୁବୁ ପସନ୍ଦ କରୁଛନ୍ତି |

ତେବେ ଦର୍ଶକବନ୍ଧୁ ପଵିତ୍ରାଙ୍କର ପକୃତ ଭଉଣୀ ମାନଙ୍କ ବିଷୟରେ ତେବେ ଚାଲନ୍ତୁ ଜାଣିବା | ଦର୍ଶକବନ୍ଧୁ ପବିତ୍ରାଙ୍କର ପକୃତ ନାମ ହେଲା ମୋନିକା କରନ ବହୁ ସାରା ସିରିଏଲରେ ଧମ ଦାର ଅଭିନୟ ଦେଖି ପରିତ୍ରା ଖୁବୁ କମ ସମୟ ଭିତରେ ଲୋକ ପ୍ରିୟତା ହାସଲ କରି ପାରିଥିଲେ | ତେବେ ଦର୍ଶକବନ୍ଧୁ ପଵିତ୍ରାଙ୍କର ପ୍ରକୃତରେ ଦୁଇଟି ଭଉଣୀ ଅଛି ଯାହାକୁ ଆପଣ ମାନେ ଦେଖି ପାରୁଥିବେ |

ତେବେ ପରିତ୍ରାଙ୍କର ଭଉଣୀ ମଧ୍ୟ ପଵିତ୍ରାଙ୍କ ଭଳି ବହୁତ ସୁନ୍ଦର ଏବଂ ପବିତ୍ରା ତାଙ୍କ ବାହୁନି ମାନଙ୍କୁ ସବୁ ଠାରୁ ଅଧିକ ଭଲ ପାଆନ୍ତି | ତେବେ ଦର୍ଶକବନ୍ଧୁ ଆପଣ ମାନଙ୍କୁ ପବିତ୍ରା କେମିତି ଲାଗନ୍ତି ଆଉ ତାଙ୍କର ଭଉଣୀ ମାନେ ଆପଣ ମାନଙ୍କୁ କେମିତି ଲାଗିଲେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ |

About odisha news

Check Also

ବିବାହ ପରେ କିଭଳି ଦୁଃଖରେ ଶାଶୂଘରେ ଚଳୁଛନ୍ତି ସୋନାଲି, ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ !

ନମସ୍କାର ବନ୍ଧୁଗଣ ଓଡ଼ିଆ ସିରିଏଲର ଅଭିନେତ୍ରୀ ନିବେଡ଼ିତାଙ୍କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ବହୁ ସାରା ଓଡ଼ିଆ …

Leave a Reply

Your email address will not be published.