Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ହରପଟନାୟକଙ୍କ ପରିବାର ଓ ଝିଅ, ହରପଟନାୟକଙ୍କ ଝିଅ କୌଣସି Heroine ଠାରୁ କାମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଓଡ଼ିଆ ଜଗତ ସିନେମାର ମହା ନାୟକ ହରପଟନାୟକଙ୍କ ଝିଅକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ସେ କୌଣସି ହିରୋଇନ ଠାରୁ କାମ ନୁହନ୍ତି | ଓଡ଼ିଆ ସିନେମା ଜଗତର ଏଭଳି ଏକ ନାଁ ଯାହା ଓଡ଼ିଆ ଚଳଚିତ୍ର ଜଗତର ଇତିହାସରେ ସବୁଦିନ ସ୍ବର୍ଣ୍ଣ ଅକ୍ଷରରେ ଲିପି ବଧ ହୋଇରହିବ ଖଲ ନାୟକ ଭୂମିକାରେ ଦର୍ଶକମାନଙ୍କ ହୃଦୟରୁ ଆସିଥିବା ହରପଟ ନାୟକ ଏହି ଦୁନିଆରେ ନାହଁନ୍ତି ସତରେ |

ହେଲେ ତାଙ୍କର ଜୀବବନ୍ତ ଅଭିନୟ ସର୍ଵଦା ଦର୍ଶକ ମନରେ କ୍ରୋଧରେ ବଞ୍ଚି ରହିଛି ସେ ପରଦା ଉପରେ ଯେମିତି ଦମଦାର ଖଳନାୟକ ଠିକି ସେମିତି ପରଦା ପଛରେ ତାଙ୍କର ହିଟି ଫିଲ୍ମ ରେ ମଧ୍ୟ ନିଦେଶନା ଦେଇଥିଲେ ସେ ଏକ ସାଙ୍ଗରେ ନିଦେଶକ ଅଭିନେତା ଓ ଚରିତ୍ର ନୁର୍ତ୍ୟ କରିଥିଲେ | ସେ 1958 ମସିହାରେ ଆକ୍ଟବର 12 ତାରିଖ ସେ ଜନ୍ମ ଗ୍ରହଣ କରିଥିଲେ ସେ ପାଖା ପାଖି 60ଟି ଫିଲ୍ମରେ ଅଭିନୟ କରିଥିଲେ |

1990 ମସିହାରେ ଓଲିଉଡରେ ନିଜର ଅଭିନୟ ଦେଖାଇ ନିଜର ଜୀବନ ଆରମ୍ଭ କରିଥିଲେ ଜୀବନ ସଂଗ୍ରାମରେ ଚକାଚିତ୍ର ଜରିଆରେ ହରପଟ ନାୟକ ସିନେମା ଜଗତରେ ପାଦ ଦେଇଥିଲେ ଏହି ସିନେମା ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା ଏହା ପରେ ସେ କପାଳ ଲିଖନ ପାମର ଭଲ ଶଙ୍କର ପରଦେଶୀ ବାବୁ ସାଥିରେ ଆହୁରି ଅନେକ ଫିଲ୍ମ କରିଛନ୍ତି |

ନିଦେଶନା ଭାବରେ ଚଳଚିତ୍ର ଥିଲା ଓଁ ସାଇ ରାମ ନୟକ ଅପେକ୍ଷା ଖଳନାୟକ ଭାବରେ ତାଙ୍କର ଅଭିନୟକୁ ଦେଖିବାକୁ ଦର୍ଶକ ମାନେ ବେଶ ପସନ୍ଦ କରୁଥିଲେ | ତେବେ 2015 ମସିହାରେ ସେ କର୍କଟ ରୋଗରେ ପୀଡିତ ହୋଇ ସେ ଅକାଳରେ ଆର ପାରିକୁ ଚାଲି ଯାଇଥିଲେ ତେବେ ଇଏ ହେଉଛି ତାଙ୍କ ପରିବାର ଲୋକ | ଆପଣ ମାନଙ୍କୁ ହରପଟ ନାୟକଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.