Breaking News

ପ୍ରଥମ ଥର ଓଡ଼ିଆ ସିନେମାରେ ଅଭିନୟ କରିବେ ଶ୍ରୀତମ ଙ୍କ ଝିଅ, ଏହି ବିଷେୟରେ କଣ କହିଲେ ଶ୍ରୀତମ….ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଶ୍ରୀତମ ଦାସଙ୍କ ଝିଅ ଲିପା ପ୍ରଥମ ଥର ପାଇଁ ସେନଇମରେ ଶିଶୁ କଳାକାର ଭାବରେ ଅଭିନୟ କରିବା ପାଇଁ ଯାଉଛନ୍ତି ତେବେ ଏହି ଫିଲ୍ମ ଟିକୁ ନିଦେଶନା ଦେଇଛନ୍ତି ଶ୍ରୀତମ ଦାସ ଆଉ ନିଜେ ଅଭିନୟ କରିଛନ୍ତି | ବର୍ତମାନ ଶ୍ରୀତମ ଙ୍କ ଝିଅକୁ ଲିପା କୁ ମାତ୍ର 12 ବର୍ଷ ବୟସ ହୋଇଛି ଆଉ 12 ବର୍ଷ ସେ ପ୍ରଥମ ଥର ପାଇଁ ଓଲିଉଡ ଇଣ୍ଡଷ୍ଟ୍ରି ରେ ପ୍ରଥମ ଥର ପାଇଁ ପାଦ ଦେବାକୁ ଯାଉଛନ୍ତି ତାହାଲେ ଶ୍ରୀ କ୍ଷେତ୍ରରେ ପବିତ୍ର ରଥ ଯାତ୍ରାରେ ନନ୍ଦୀ ଘୋଷ ସାମ୍ନାରେ ଏହାର ପୋଷ୍ଟର ଲୋକରପିତା ହୋଇଥିଲା |

ଏହି ସମୟରେ ସେ ଠାରେ ସିନେମାର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଉପସ୍ଥିତ ଥିଲେ ଆଉ ଏହା ଛଡା ଶ୍ରୀତମ ଦାସ ଙ୍କ ପରିବାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ ତାହାଲେ ପ୍ରଥମ ଥର ପାଇଁ ଝିଅକୁ ଫିଲ୍ମ ରେ ସେ ଛୋଟ ଛୁଆ ଆକ୍ଟର ଭାବେ ଅଭିନୟ ଅରିବା ପାଇଁ ସୁଯୋଗ ଦେଇଛନ୍ତି ଶ୍ରୀତମ |

ବନ୍ଧୁଗଣ ପ୍ରଥମ ଥର ପାଇଁ ଓଲିଉଡ ଇଣ୍ଡଷ୍ଟ୍ରି ରେ ପ୍ରଥମ ଥର ପାଇଁ ପାଦ ଥାପିଛନ୍ତି ଶ୍ରୀତମ ଙ୍କ ଝିଅ ଆପଣ ମାନେ ଜାଣିଥିବେ କି ଶ୍ରୀତମ ଙ୍କର ଏକ ମାତ୍ର ଝିଅ ଲି[ଲିପାଶ୍ରୀ ବର୍ତମାନ ତାଙ୍କୁ 12 ବର୍ଷ ବୟସ ହୋଇଛି ତାହାଲେ 12 ବର୍ଷରେ ବର୍ତମାନ ଛୋଟ ଛୁଆ ଭାବେ ଅଭିନୟ କରିବାକୁ ଯାଉଛନ୍ତି | ଗୋଟେ interview ଶ୍ରୀତମ କହିଛନ୍ତି ଏହି ଫିଲ୍ମ ଟିର ମାତ୍ର ଗୋଟେ ସିନି ସୁଟିଙ୍ଗି ହୋଇଛି ଫିଲ୍ମ ଟିକୁ ନିର୍ଦେଶନା ଦେଇଛନ୍ତି ନିଜେ ଶ୍ରୀତମ ଦାସ |

ଆଉ ଏହି ସିନି ରେ ଥିଲା ତାଙ୍କ ଝିଅ ଲିପାଶ୍ରୀ ଙ୍କର କାନ୍ଧିବାର ସିନି ରହିଛି ଆଉ ଏହି ସିନି ସେ ବହୁତ ସୁନ୍ଦର ଭାବରେ ଅଭିନୟ କରିଛନ୍ତି ଏହି ସିନିରେ ସେ ସତରେ କାନ୍ଧିଥିବାର ନଜର ଆସିଥିଲେ ସିନି ବହୁତ ସୁନ୍ଦର ହୋଇଛି ଆଗାମୀ ଦିନ ମାନଙ୍କରେ ତାଙ୍କର ଏହି ଭିଡ଼ିଓ ଟି ସୁନ୍ଦର ଅଭିନୟ କରିବେ ବୋଲି କହିଛନ୍ତି ଶ୍ରୀତମ ଦାସ | ଥଲେ ଝିଅଙ୍କର ପ୍ରଥମ ଥର ପାଇଁ ଫିଲ୍ମ ଓଲିଉଡ ଇଣ୍ଡଷ୍ଟ୍ରିରେ ଯୋଗ ଦେବା କାରଣରୁ ବହୁତ ଖୁସି ଅଛନ୍ତି ଶ୍ରୀତମ ଦାସ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.